kala

ଯଦି କଳା ସୂତା ବାନ୍ଧୁଛନ୍ତି ତେବେ ଏହି ରାଶି ହୋଇଯାଆନ୍ତୁ ସତର୍କ ନଚେତ ଦେଖା ଦେଇପାରେ ଦାରିଦ୍ର୍ୟ ହୋଇପାରନ୍ତି କାଙ୍ଗାଳ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯିଏ ଯେତେ ବି କହୁନା କାହିଁକି ଏହି ଦୁଇଟି ରାଶିର ଲୋକେ କେଵେ ହାତରେ ବା ଗୋଡ଼ରେ କଳା ସୂତା ବାନ୍ଧିଵେ ନାହିଁ , ଏହା ଦ୍ଵାରା ଖରାପ ପ୍ରଭାବ ପଡିଥାଏ , ସାଧାରଣତଃ ଲୋକ ହାତରେ ବା ଗୋଡ଼ରେ କଳା ସୂତା ବାନ୍ଧିଥାନ୍ତି , କିନ୍ତୁ ବେଳେ ବେଳେ ନ ଜାଣି ଏପରି ସୂତା ପିନ୍ଧିବା ଦ୍ଵାରା ବହୁତ କ୍ଷତି ହୋଇଥାଏ ,

ଏହାର ନକରାତ୍ମକ ପ୍ରଭାବ ବ୍ୟକ୍ତି ଜୀବନରେ ପଡିପାରେ , ମାନ୍ୟତା ଅନୁସାରେ କଳା ସୂତା ଖରାପ ନଜରରୁ ରକ୍ଷା କରିଥାଏ କିନ୍ତୁ କିଛି ଏପରି ରାଶି ରହିଛି ଯେଉଁ ରାଶିର ଲୋକେ ତାଙ୍କ ଶରୀରରେ କଳା ସୂତା ବାନ୍ଧିଵେ ତ ସେମାନଙ୍କ ଜୀବନରେ ଖରାପ ପ୍ରଭାବ ପଡ଼ିବ, ଆଜି ଆମେ ଆପଣଙ୍କୁ ଜଣାଇବୁ ସେହି ରାଶି ବିଷୟରେ ଯେଉଁମାନେ କି ଭୁଲରେ ବି କଳା ସୂତା ପିନ୍ଧିଵା ଉଚିତ ନୁହେଁ ,

rasi4

ଏପରି କରିବା ଦ୍ଵାରା ସେହି ଲୋକଙ୍କ ଜୀବନରେ ଅନେକ ସମସ୍ୟା ଉତ୍ପନ୍ନ ହୋଇପାରେ , ତେବେ ଆସନ୍ତୁ ଜାଣିବା ସେହି ରାଶି ବିଷୟରେ , ପ୍ରଥଥ ହେଲା ବିଛା ରାଶି , ଏହି ରାଶିର ଦେଵତା ମଙ୍ଗଳ ଅଟନ୍ତି , ଏମାନଙ୍କ ଉପରେ ମଙ୍ଗଳଙ୍କ ପ୍ରଭାଵ ପଡିରହିଥାଏ , ଯେଉଁ ବ୍ୟକ୍ତିଙ୍କର ବିଛା ରାଶି ସେହି ଲୋକମାନଙ୍କୁ କଳା ସୂତା ପିନ୍ଧିବାରୁ ବଞ୍ଚିବା ଉଚିତ , ଏହା ଦ୍ଵାରା ମଙ୍ଗଳ ଦେଵ ରାଗି ଥାନ୍ତି ,

rasi1

ଏବଂ ଏହାର ପ୍ରଭାବ ଜୀଵନ ଉପରେ ପଡିପାରେ , ଏହା ଦ୍ଵାରା ଜୀବନରେ ସମସ୍ୟା ଆସିଥାଏ ଏବଂ ଘରେ ଦରିଦ୍ରତା ଆସିଥାଏ , ଏହି ରାଶିର ଲୋକେ ଲାଲ ସୂତା ପିନ୍ଧିବା ଉଚିତ ହୋଇଥାଏ ଏହା ଦ୍ଵାରା ସଫଳତା ମିଳିଥାଏ , ଦ୍ଵିତୀୟ ହେଉଛି ମେଷ ରାଶି , ଯାହାଙ୍କର ସ୍ଵାମୀ ହେଉଛନ୍ତି ମଙ୍ଗଳ , ଏବଂ ମଙ୍ଗଳ ଦେବଙ୍କୁ କଳା ପଦାର୍ଥ ପସନ୍ଦ ହୋଇନଥାଏ , ଯାହା କାରଣରୁ ମେଷ ରାଶିର ଲୋକମାନେ କଳା ସୂତା ପିନ୍ଧିବା ଉଚିତ ନୁହେଁ ,

ଏହି ରାଶିର ଲୋକେ କଳା ସୂତା ପିନ୍ଧିବା ଦ୍ଵାରା ମଙ୍ଗଳଙ୍କ ପ୍ରଭାବ କମ ହୋଇଯାଇଥାଏ , ସେମାନଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ , ସେଥିପାଇଁ ମେଷ ରାଶିର ଲୋକମାନଙ୍କୁ କଳା ସୂତା ପିନ୍ଧିବା ଉଚିତ ନୁହେଁ , ସେମାନଙ୍କୁ ଲାଲ ସୂତା ବାନ୍ଧିଵା ଉଚିତ ତେବେ ଏହାଥିଲା ସେହି ଦୁଇଟି ରାଶି ଯେଉଁମାନଙ୍କୁ କଳା ସୂତା ବାନ୍ଧିଵା ଉଚିତ ନୁହେଁ , ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *