ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ କଥାବସ୍ତୁ କହିବୁ ଯାହା କି ସମ୍ପୂର୍ଣ ଅଲଗା ଅଟେ। ଏହା ଆଜି ଆତ୍ମା ଆଉ ପରମାତ୍ମା ମାନଙ୍କ ବାବଦରେ କହିବାକୁ ଯାଉଛୁ ଯାହା କି ଆପଣଙ୍କୁ ଜାଣିବା ନିହାତି ଦରକାର। କାରଣ ଫିଲ୍ମ ଆଉ ଅନ୍ୟାନ୍ୟ ସିରିଏଲ ମାନଙ୍କରେ ଆପଣଙ୍କୁ ବହୁତ କିଛି ଜିନିଷରେ ମିଶ ଗାଇଡ଼ କରା ଯାଇଥାଏ। ଆଉ ଆଜି ଆମେ ଆପଣଙ୍କ ଏକ ଆଇଡ଼ିଆ ଦେବାକୁ ଯାଉଛୁ। ଏହା ଆତ୍ମା ଆଉ ବହୁତ ପ୍ରେତ ବାବଦରେ ଅଟେ।
ଏହା ଆପଣଙ୍କୁ ଆପଣଙ୍କ ରାସ୍ତାରେ ଯିବାରେ ସହାୟକ ହେବ ଆଉ ଆପଣଙ୍କୁ ବହୁତ କିଛି ଜିନିଷ ଜାଣିବାରେ ସହାୟତା କରିବ। ଆସନ୍ତୁ ଜାଣିବା ଏହା ବାବଦରେ।nତେବେ ହରିୟାଣା ରାଜ୍ୟର ଏକ ଗ୍ରାମରେ ରାହୁଲ ନାମକ ଜଣେ ପୁଅ ଥିଲା। କିଛି ଦିନ ପରେ ରାହୁଲ ତାର ବାପାଙ୍କ ସହ ସେହି ଗ୍ରାମ ରାସ୍ତା ଦେଇ କୁଆଡେ ଯାଉଥିଲା। ଅଚାନକ ମଝି ରାସ୍ତାରେ ରାହୁଲ ଜିଦ୍ଧି ଧରି ବସିଲା ଆଉ ଅନ୍ୟ ଏକ ଗ୍ରାମ ଆଡକୁ ଯିବାକୁ ଜିଦ କଲା।
ତାହାପରେ ତାର ବାପା ଆଉ କିଛି ନକରିପାରି ତାହାର କଥା ଶୁଣିଲେ ଆଉ ତାହାକୁ ସେହି ଗ୍ରାମକୁ ନେଇଗଲେ। ମାତ୍ର ଗ୍ରାମ ଭିତରକୁ ଯିବା କ୍ଷଣି ହି ରାହୁଲ ସେହି ଗ୍ରାମର ଏକ ମହିଳାଙ୍କୁ ତାର ପତ୍ନୀ ବୋଲି କହିବାକୁ ଲାଗିଲା ଆଉ ସେହି ମହିଳାର ଚାରିଜଣ ଛୁଆକୁ ସେ ତାର ନିଜ ଛୁଆ କହିବାକୁ ଲାଗିଲା। ଏହାପରେ ରାହୁଲ ସେହି ଗ୍ରାମର ଅନ୍ୟାନ୍ୟ ଅନେକ ଲୋକ ମାନଙ୍କୁ ଚିହ୍ନି ଯାଇଛି ବୋଲି କହିବାକୁ ଲାଗିଲା ଆଉ ଏହା ତା ପାଇଁ ଏକ ବହୁତ ବଡ଼ ଖବରରେ ପରିଣତ ହେଇଗଲା।
ଆଉ ତାହାକୁ ଗାଁର ଲୋକମାନେ ଆସି ଦେଖିବାକୁ ଲାଗିଲେ। ସେହି ପିଲା ଗାଁର ଲୋକମାନଙ୍କୁ ଚିହ୍ନିବାକୁ ଲାଗିଲା ଯାହାଙ୍କୁ ସେ କେବେ ଜୀବନରେ ଦେଖି ହି ନଥିଲା ତାଙ୍କୁ ଚିହ୍ନିଗଲା। ଆଉ ଏହା ସଭିଙ୍କୁ ଆଶ୍ଚର୍ଯ୍ୟ ଲାଗିଲା କି ତାହା କିପରି ସମ୍ଭବପର ହେଲା। ତେବେ ଏହି ଘଟଣା ସଭିଙ୍କୁ ଏହି ଖବର ପ୍ରଦାନ କଲା କି ରାହୁଲ ଭିତରେ ଏକ ଆତ୍ମା ପଶି ଯାଇଥିଲା ଯାହା କି ତାକୁ ଛାଡି ଯିବାକୁ ଚାହୁନଥିଲା। ତେବେ ଏହି ସବୁରୁ ଜଣା ପଡେ କି ରାହୁଲର ପୁନର୍ଜନ୍ମ ହେଇଥିଲା। ତେବେ ଏହି ଘଟଣା ତାହାର ଏକ ଉଦାହରଣ ଅଟେ କି ରାହୁଲ ଭିତରେ ଆତ୍ମା ଥିଲା।