fush

ଫୁସଫୁସ ସଂକ୍ରମଣରେ କଣ ଖାଇବା ଦରକାର – ଜାଣି ରଖନ୍ତୁ ପୁରା ଖବର |

HEALTH

ଫୁସଫୁସ ସଂକ୍ରମଣ ହେବା ମାତ୍ରେ ଆମ ଶରୀର ରେ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ ଯେମିତିକି ଥଣ୍ଡା ,ନିମୋନିଆ , ଇତ୍ୟାଦି ଅନେକ ପ୍ରକାର ର ରୋଗ ଝାକି ଆପଣଙ୍କ ଫୁସଫୁସ ସଂକ୍ରମିତ ହେବା ଦ୍ଵାରା ହୋଇଥାଏ ଆଜି ଆମ୍ଭେ ମାନେ ଜାଣି ଫୁସଫୁସ ସଂକ୍ରମଣ ହେଲେ ଆମକୁ କଣ ଖାଇବା ଦରକାର । ଯେତେବେଳେ ଆପଣଙ୍କ ଫୁସଫୁସ କମଜୋର ହୋଇଯାଏ ତାହାଲେ ଆପଣଙ୍କ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଇଥାଏ

ଆପଣ ଏହାର ଉପଚାର ପାଇଁ ଔଷଧ ତ ଖାଉଥିବେ ଆଜି ଆପଣ ଜାଣିବା ଔଷଧ ସହ ଆଉ କଣ ଖାଇବା ଦରକାର । ଆପଣ ପେପର ମିଂଟ ଚା ର ପାନ କରି ପାରିବେ ଏହା କରିବା ଦ୍ଵାରା ଆପଣଙ୍କ ସମସ୍ତ ପ୍ରକାରର ଫୁସଫୁସ ଜନିତ ସମସ୍ୟା ଭଲ ହୋଇଯିବ ଏହା ଆପଣଙ୍କୁ ବଜାରରେ ମିଳି ପାରିବ ,ଏହାକୁ ଆପଣ ସାଧାରଣ ଚା କଲା ପରି କରି ପିଇପାରିବେ ।

kidny 2

ଆପଣ ଗ୍ରୀନ ଟି ର ପାନ କରିପାରିବେ ଏହା ଦ୍ଵାରା ଆପଣଙ୍କ ଫୁସଫୁସ ଜନିତ ସମସ୍ତ ସମସ୍ୟା ଭଲ ହୋଇଯିବ । ଆପଣ ଫୁସଫୁସ ସଂକ୍ରମିତ ଥିଲେ ମସଲା ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରହିବେ ଏହା ଛଡା ଆପଣଙ୍କୁ ହଳଦୀ ର ସେବନ କରି ପାରିବେ ହଳଦୀ ର ଔଷଧୀୟ ଗୁଣ ଫୁସଫୁସ ଜନିତ ରୋଗକୁ ଭଲ କରିବା ସହ ଶରୀରକୁ ମଧ୍ୟ ସୁସ୍ଥ ରଖିବାରେ ସାହାଯ୍ୟ କରେ ,ଏହା ଛଡ଼ା ଆପଣ ଅଦା ର ସେବନ କରି ପାରିବେ ଏହା ଆପଣଙ୍କ ଫୁସଫୁସ କୁ ସଫା କରିବାରେ ସାହାଯ୍ୟ କରେ ଏବଂ ସଂକ୍ରମଣ କୁ ମଧ୍ୟ ରୋକି ଥାଏ ।

kidny 1

ଆପଣ ଲେମ୍ବୁ ଏବଂ ମହୁକୁ ଗୋଟିଏ ଗ୍ଲାସ୍ ଗରମ ପାଣିରେ ମିଶାଇ ପିଇ ପାରିବେ ଏହା ଦ୍ଵାରା ଆପଣଙ୍କ ଫୁସଫୁସ ରେ ଥିବା ସମସ୍ତ ମଇଳା କୁ ବାହାର କରିବାରେ ସାହାଯ୍ୟ କରେ ,ଏହା ସହ ଆପଣଙ୍କୁ ଅଧିକ ମାତ୍ରା ରେ ପାଣି ପିଇବାକୁ ପଡିବ। ଫୁସଫୁସ ସଂକ୍ରମଣ ଥିଲେ ଆପଣଙ୍କୁ ନିୟମିତ ଭାବରେ ବାଷ୍ପ ନେବାକୁ ପଡିବ ,ଏହା ଦ୍ଵାରା ନିଃଶ୍ୱାସ ଯିବା ଆସିବା ବାଟ ସଫା

ହୋଇଯାଇଥାଏ ଏବଂ ଆପଣ ଗରମ ପାଣି ଦ୍ଵାରା ଗାର୍ଗିଲିଂ ମଧ୍ୟ କରିପାରିବେ। ଫୁସଫୁସ ସଂକ୍ରମଣ ହେଲେ ଆପଣଙ୍କୁ ବାହାର ର କୌଣସି ଖାଦ୍ୟ ଖାଇ ପାରିବେ ନାହିଁ । ଆପଣଙ୍କୁ କାଢ଼ା ର ସେବନ ସବୁ ଦିନେ କରିବା ଦରକାର ଏହା ନୁହେଁ କି ଯେତେବେଳ ଆପଣ ସଂକ୍ରମିତ ହେଲେ ସେତେବେଳେ ଆପଣ ଏହାର ପାନ କରିବେ ଏହା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିଥାଏ

Leave a Reply

Your email address will not be published. Required fields are marked *