ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କଥାବସ୍ତୁ କହିବାକୁ ଯାଉଛୁ ଯାହା କି ଆପଣନ୍କ ପାଇଁ ବହୁତ ଅଧିକ ଜରୁରୀ ହେଇପାରେ। ଆପଣ ଜାଣନ୍ତି କି ଆଜିକାଲି ଲୋକ ମାନଙ୍କ ଭିତରେ ଥକାପଣ କିପରି ଏକ ବୃହତ ସମସ୍ୟା ଭାବେ ରୂପ ନେଇ ସାରିଛି। ତେବେ ଲୋକ ମାନଙ୍କର ଖାଦ୍ୟପେୟ ଠିକ ନରହିବା ପାଇଁ ସେମାନଙ୍କ ଶରୀର କିଛି କାର୍ଯ୍ୟରେ ଆଉ ଠିକ ସେ ଲାଭ କରୁନାହିଁ ତେଣୁ ସବୁ ଲୋକ ଏହି ଥକାପଣର ଶିକାର ହେବାରେ ଲାଗିଛନ୍ତି।
ତେବେ ଏହାର ପ୍ରତିକାର ବାବଦରେ ଆଜି ଆମେ କଥା ହେବାକୁ ଯାଉଛୁ। ଆପଣ ଜାଣନ୍ତି କି ଆପଣଙ୍କ ଶରୀରର ଶକ୍ତି କେବଳ ଆପଣଙ୍କ ଖାଦ୍ୟଅଭ୍ୟାସ ଦ୍ୱାରା ହି ଆସିଥାଏ। ଆପଣ ନିଜର ଦୁର୍ବଳତା ସେତେବେଳେ ଡିର କରିବେ ଯେତେବେଳେ ଆପଣ ନିଜର ଖାଦ୍ୟ ଅଭ୍ୟାସ ଦୂର କରିବେ। ଦେବାଦ୍ୱାରା ଆପଣଙ୍କ ଶରୀର ବହୁତ ଉନ୍ନତ ରହିଥାଏ। ତେବେ ଆପଣ ଏକ ଉନ୍ନତ ଶରୀର ରଖିବା ପାଇଁ ଆପଣଙ୍କ ଖାଦ୍ୟ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ ଅଟେ।
ଆଉ ଆପଣ ନିଜର ଖାଦ୍ୟ ଉପରେ ଧ୍ୟାନ ସେତେବେଳେ ଦେବେ ଯେତେବେଳେ ଆପଣ ଭଲ ଖାଦ୍ୟସାର ବିଶିଷ୍ଟ ଜିନିଷ ଖାଇବା ଆରମ୍ଭ କରିବେ। ତେବେ ନା କେବଳ ଖାଦ୍ୟ ବରଂ ଆପଣଙ୍କ ଚିକିତ୍ସା ମଧ୍ୟ ଆପଣଙ୍କ ଶରୀରର ଦୁର୍ବଳତା ଦୂର କରିବାରେ ବହୁତ ଅଧିକ ସହାୟତା କରିଥାଏ ଯାହାକୁ ଆପଣ ଅଣଦେଖା କରିପାରିବେ ନାହିଁ। ତେବେ ଆସନ୍ତୁ ଏହା ବାବଦରେ ଆହୁରି କଥା ହେବା।
ଏହା ସହିତ ଆମେ ମହିଳା ମାନଙ୍କର ତଥା ଛୋଟ ପିଲା ମାନଙ୍କର ଶରୀରର ଦୁର୍ବଳତା ଦୂର କରିବା ଉପରେ ମଧ୍ୟ କଥା ହେବାକୁ ଯାଉଛୁ। ଆସନ୍ତୁ ଆରମ୍ଭ କରିବା। ଆଜିକାଲି ଲୋକ ମାନଙ୍କର ଏକମାତ୍ର ଅସୁବିଧା ଏହା କି ସେମାନଙ୍କୁ ବହୁତ ସାରା ରୋଗ ହେଉଛି ଆଉ ତାଙ୍କର ଓଜନ କମ ହେବାରେ ଲାଗିଛି। ସେମାନଙ୍କ ଶରୀର ଆଗ ତୁଳନାରେ ଅଧିକ ଦୁର୍ବଳ ହେବାରେ ଲାଗିଛି ଆଉ ସେମାନେ ଆଗରୁ ବହୁତ ସୁସ୍ଥ ଥିଲେ ମାତ୍ର ଏବେ ଅଧିକ ଦୁର୍ବଳ ହେବାରେ ଲାଗିଛନ୍ତି।
ତେବେ ଏହି ସମସ୍ୟାର ସମାଧାନ ସେମାନଙ୍କ ପାଖରେ ନାହିଁ କି ଆଗକୁ ଥିଲା ଅଥବା ନାହିଁ ତାହା ବାବଦରେ କାହାକୁ ବି ଜଣା ନାହିଁ। ମାତ୍ର ଏହାର ପ୍ରତିକାର ଆମେ ଆଜି କହିବାକୁ ଯାଉଛୁ। ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତ ହେବାକୁ ହେଲେ ଯେଉଁ ଟନିକ ନେବାକୁ ପଡିବ ତାହା ହେଉଛି ଡକ୍ଟର ରିକୱେଗଙ୍କର ତିଆରି ଥିବା ଆଲଫା ଆଲଫା ଟନିକ। ଏହା ବହୁତ ବଡ଼ ଇମ୍ମ୍ୟୁନିଟି ବୁସ୍ଟର ଅଟେ ଆଉ ତାହା ଗ୍ରହଣ କରିବା ଦ୍ୱାରା ଆପଣଙ୍କ ଶରୀରର ସମସ୍ତ ଅସୁବିଧା ଦୂର ହେଇଯିବ। ଆପଣ ଏହାକୁ ପ୍ରତିଦିନ ଗ୍ରହଣ କଲେ ସମସ୍ୟାରୁ ଛାଡ଼ ପାଇବେ।