ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ଆଉ ଶରୀର ସମ୍ବନ୍ଧୀ କଥାବସ୍ତୁ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ବହୁତ ଜରୁରୀ ହେଇପାରେ।ଆପଣ ଜାଣନ୍ତି କି ଆପଣଙ୍କ ଶରୀରର ଚର୍ବି ଆପଣଙ୍କ ଶରୀର ପାଇଁ ବହୁତ କିଛି ଖରାପ ପ୍ରଭାବ ପକାଇଥାଏ। ଏହି ଚର୍ବି ରହିବା ଦ୍ୱାରା ଆପଣ ଅସୁନ୍ଦର ଲାଗନ୍ତି ସତ ଆଉ ତାହା ସହ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହା କୁପ୍ରଭାଵ ମଧ୍ୟ ପକାଇଥାଏ।
ଏହି ଚର୍ବି ଆପଣଙ୍କ ଶରୀର ଉପରେ ରହିବା ସହ ଆପଣଙ୍କ ହାତରେ ମଧ୍ୟ ରହି ଯାଏ ଯାହା କି ଆପଣଙ୍କ ହାତ ତଥା ପୁରା ଶରୀରକୁ ହି ବହୁତ ଖରାପ କରି ଦେଇଥାଏ। କଣ ଆପଣ ଜାଣନ୍ତି କି ଆପଣଙ୍କ ଚତୁର୍ପାଶ୍ୱରେ ଏପରି ଅନେକ ଜିନିଷ ମିଳେ ଯାହା ଭିତରେ କି ଏପରି ସ୍ବାସ୍ଥ୍ୟକର ଜିନିଷ ଥାଏ ଆମକୁ ଜଣା ହି ନଥାଏ।
ତେବେ ଆସନ୍ତୁ ଆମେ ଆଜି କିଛି ଏଭଳି ଉପାୟ ମାନଙ୍କ ବାବଦରେ ଜାଣିବା ଯାହାଦ୍ୱାରା କି ଆପଣ ଆପଣଙ୍କ ପୁରା ଶରୀରର ଚର୍ବି ବହୁତ କମ ସମୟ ଭିତରେ ଆଉ କମ ଚେଷ୍ଟାରେ କମେଇ ପାରିବେ। ଏହା ସହ ଆପଣଙ୍କୁ ଆମେ କିଛି ଅନ୍ୟନ୍ୟ ଉପାୟ ମଧ୍ୟ କହିବୁ ଯାହା କି ଏହି ସବୁରେ କାମରେ ଲାଗିବ। ଏହାଦ୍ୱାରା ଆପଣନ୍କ ହାତ ବହୁତ ଫିଟ ଆଉ ପତଳା ଲାଗିବ। ଚାଲନ୍ତୁ ଆରମ୍ଭ କରିବା
ତେବେ ପ୍ରଥମ ଉପାୟ ଯାହା ଆପଣନ୍କ ହାତର ଫ୍ୟାଟ କମ କରିଥାଏ ତାହା ହେଉଛି ୱାଲ ପୁଷ ଅପ। ଏହାଦ୍ୱାରା ଆପଣନ୍କ ହାତର ଫ୍ୟାଟ କମ ହେବା ସହ ଆପଣନ୍କ ଛାତି ବହୁତ ସୁଦୃଢ ହେଇଥାଏ। ଏକ କାନ୍ଥରେ ସାମାନ୍ୟ ଭାବେ ହାତ ସାହାଯ୍ୟରେ ଡେରି ହେଇ ଆପଣ ପୁଷ ଆଉ ପୁଲ କରନ୍ତୁ। ଏହାଦ୍ୱାରା ଆପଣନ୍କ ହାତ ସହ ଆପଣନ୍କ କାଂଧର ଏକ୍ସର୍ଶାଇଜ ହେଇଯିବ। ଏହାର ପ୍ରଭାବ ଆପଣନ୍କ ଶରୀର ଉପରେ ବହୁତ ଅଛି।
ଏହାପର ଯାହା ବ୍ୟାୟାମ ତାହା ହେଉଛି ଓଭର ହେଡ ପ୍ରେସ। ଏହାପାଇଁ ଆପଣଙ୍କୁ ଏକ କେଜିର ଡମ୍ବଲ ଦରକାର ନହେଲେ ଆପଣ ନିଜର ବ୍ୟାଗ ଅଥବା ନିଜର ବହି ମାନଙ୍କୁ ବି ବ୍ୟବହାର କରିପାରିବେ। ଏହାକୁ ନେଇ ଆପଣ ସିଧା ଠିଆ ହେଇ ଉପର ତଳ କରନ୍ତୁ। ଏହା ପ୍ରଭାବିଶାଳୀ ଅଟେ।ଏହାପର ବ୍ୟାୟାମ ଯାହା ଆପମ ନିଜର ଟ୍ରାଇସେପ ପାଇଁ କରିପାରିବେ। ଏହାପାଇଁ ଆପଣ ନିଜର ବ୍ୟାଗକୁ ନିଜର ମୁଣ୍ଡ ପଛକୁ ନେଇ ଉପର ତଳ କରିବେ ଯାହାଦ୍ୱାରା ଆପଣନ୍କ ହାତ ଶେପରେ ରହିବ। ଏହା ହି କିଛି ଆର୍ମ ଫ୍ୟାଟ କମ କରିବାର ଉପାୟ ଥିଲା।