rasi

୧୨ ଜାନୁୟାରୀ ୨୦୨୨ ଆଜିର ରାଶିଫଳ – କେମିତି କଟିବ ଆପଣଙ୍କ ଦିନ |

RASIPHALA

୧-ମେଷ ରାଶି : ଚାକିରି କ୍ଷେତ୍ରରେ କରାଯାଇଥିବା ପ୍ରୟାସ ସଫଳ ହେବ  ଏହା ଦ୍ୱାରା ମାତା ପିତାଙ୍କୁ ଗର୍ବ ହେବ । ବିଦ୍ୟାର୍ଥି ବର୍ଗ ପାଇଁ ଦିନ ଅନୁକୁଳ ଅଛି , କିଛି ବଡ ସରକାରି କାର୍ଯ୍ୟକୁ ସଠିକ୍ ସମୟରେ ହେବାର ଦେଖିବାକୁ ମିଳିପାରେ , ପରିବାର ପ୍ରତି ଦାୟିତ୍ୱ ନିଭାଇବାର ଦିନ ଅଛି , ପରିବାରରେ ଅଧିକା ସମୟ ଅତିବାହିତ କରିବେ । ଘର ଓ ଦରକାର ପୁରା କରିବାରେ ବ୍ୟସ୍ତ ରହିବେ । ନିବେଶରେ ଲାଭ ଅଛି ।

୨-ବୃଷ ରାଶି : ଆଜି ସରକାରୀ କାମରେ ପଇସା ଲଗାଇବାର ଯୋଗ ହେଉଛି , ବୈବାହିକ ଜୀବନରେ ଭଲ ଦିନ କୁହାଯାଇପାରିବ ନାହିଁ । କାମର ବ୍ୟସ୍ତତାକୁ ନେଇ ସମୟ ଦେଇପାରିବେ ନାହିଁ  ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ  ବେପାରରେ ଆପଣଙ୍କୁ ଅତ୍ୟାଧିକ ଲାଭ ମିଳିପାରିବ , ବୁଝିବିଚାରି କରିଥିବା ଅଭ୍ୟାସକୁ ଅନୁସରଣ କରନ୍ତୁ  ପରିବାରର ବାତାବରଣ ବହୁତ ଖୁସିମୟ ରହିବ ।

୩-ମିଥୁନ ରାଶି : ଆଜି ଆକସ୍ମିକ ଧନ ଲାଭ ହେବ , ବ୍ୟବସାୟ ତରଫକୁ ଧ୍ୟାନ ଦେବା ଉତ୍ତମ ହେବ , ଆୟର ମାତ୍ରା ବଢିବାର ଦେଖିବାକୁ ମିଳୁଛି  ପୁରୁଣା ରୋଗ ପ୍ରତି ଟିକିଏ ଧ୍ୟାନ ଦେବାକୁ ହେବ , ଅଲଗା ପରିଚୟ ସ୍ଥାପନ କରିବାରେ ସଫଳତା ପାଇବେ , ଜୀବନରେ ଅଧୁରା ମନୋକାମନା ପୁରା ହେବ । ସ୍ୱାସ୍ଥ୍ୟକୁ ନେଇ ସଜାଗ ରୁହନ୍ତୁ ।

mithun

 

୪-କର୍କଟ ରାଶି : ଆଜି କାର୍ଯ୍ୟ ସ୍ଥଳରେ କେଉଁ ଅଧିକାରୀଙ୍କ ସହ ସାକ୍ଷାତ ହୋଇପାରେ , ଲାଭ ଆପଣଙ୍କୁ ଭଲ ମିଳିବ , ଚିନ୍ତାରୁ ସହଜରେ ଦୁରିଭୁତ କରିପାରିବେ , ଶୁଭ ସମୟ ଆପଣଙ୍କ ପାଇଁ ଆରମ୍ଭ ହୋଇସାରିଛି , କିଛି ବଡ କାମ କରିଲେ ପ୍ରଥମେ ଭାବିନିଅନ୍ତୁ । ବାହାନ ସାବଧନତା ପୁର୍ବକ ଚଲାନ୍ତୁ । ସ୍ୱାସ୍ଥ୍ୟକୁ ବେଶୀ ଦାୟିତ୍ୱ ଦିଅନ୍ତୁ ।

୫-ସିଂହ  ରାଶି : ଆଜି ଆପଣଙ୍କ ସଫଳତା ଦ୍ୱାରା ପରିବାର ଲୋକେ ଗର୍ବ କରିବେ , ସ୍ୱାସ୍ଥ୍ୟକୁ ଭଲ ବନାଇପାରେ । ଘର ପରିବାରରେ ଭଲ କାର୍ଯ୍ୟ ପାଇଁ ସଠିକ୍ ସମୟ ଅଛି ,ପାରିବାରିକ ଆବଶ୍ୟକତାକୁ ଧ୍ୟାନ ଦେବାକୁ ହେବ । କେଉଁ ପ୍ରକାରର ଚାଲାଣ କିମ୍ବା ପେନାଲିଟି ଲାଗିପାରେ , ଶିକ୍ଷା ଓ ଚାକିରି କ୍ଷେତ୍ରରେ ଓ ବେପାର କ୍ଷେତ୍ରରେ କରାଯାଇଥିବା ପ୍ରୟାସ ନିଶ୍ଚିତ ଭାବେ ସଫଳ ହେବେ ।

୬-କନ୍ୟା ରାଶି : ଆଜି ଧୀରେ ଧୀରେ ଆପଣଙ୍କ ସବୁ ଅସୁବିଧା ଦୁରିଭୁତ ହୋଇଯିବ , ଆପଣଙ୍କ ମନରେ ଭଲ ବିଚାର ଆସିବ , ବ୍ୟସ୍ତତା ପୁର୍ବକ କିଛି କାର୍ଯ୍ୟ କରନ୍ତୁ ନାହିଁ , ଛାତ୍ରଙ୍କର ପାଠ ପଢାରେ ମନ ଲାଗିବ ନାହିଁ , ଆପଣଙ୍କୁ ସହଜ ଜ୍ଞାନ ଓ ବୃଦ୍ଧି ହେବ ,ଏବଂ ବିଚାରରେ ଦୃଢତା ଆସିବ ।

kanya

୭-ତୁଳା ରାଶି :  ଆଜି ଆପଣଙ୍କ ଶତ୍ରୁ ପରାଜିତ ହେବେ , ସାମାଜିକ କାର୍ଯ୍ୟରେ ସଠିକ୍ ସମୟ ଦେଖିବାକୁ ମିଳୁଛି , ପୁଜା ପାଠରେ ଅଧିକା ଧ୍ୟାନ ଲଗାଇବେ  ଉଚ୍ଚ ଅଧିକାରୀଙ୍କ ସଂପୁର୍ଣ୍ଣ ସହଯୋଗ ପ୍ରାପ୍ତି ହେବ  ସେହି ଲୋକଙ୍କ ସହ ଦେଖାକରନ୍ତୁ , ଯାହାଙ୍କୁ ଆପଣ ଜାଣିଛନ୍ତି , କିମ୍ବା ଭରସା କରନ୍ତି , ଯାତ୍ରା କରିବାରୁ ଦୂରେଇ ରୁହନ୍ତୁ । ଯଦି ଆପଣ ଅଲଗା କାହାକୁ ସାହାଯ୍ୟ କରିବେ ତେବେ ଆପଣଙ୍କୁ ଭଲ ପ୍ରସ୍ତାବ ମିଳିପାରିବ ।

୮-ବିଛା ରାଶି : ଆଜି ଆପଣଙ୍କ ପୁରୁଣା କରଜ ସୁଝିବାର ସମୟ ଆସିଛି , ପରିଜନଙ୍କ ଆପଣଙ୍କୁ ଆର୍ଥିକ ସହାୟତା ମିଳିପାରିବ , କେବଳ ପଇସାରୁ କିଛି ଫଇସଲା ନିଅନ୍ତୁ ନାହିଁ  କିଛି ପରିବର୍ତ୍ତନ ଆପଣଙ୍କୁ ଭଲ ଲାଗିପାରେ , ସହଯୋଗୀଙ୍କର ଭଲ ସହଯୋଗ ମିଳିବ , ନିଜ ପରିଜନଙ୍କୁ ଗତିରେ ପରିବର୍ତ୍ତନ କରନ୍ତୁ , ଓ ପଛକୁ ବୁଲି ଦେଖନ୍ତୁ , ଆପଣ ନିଜ କାମରେ ସଫଳତା ହାସିଲ୍ କରିବେ ।

୯-ଧନୁ ରାଶି : ଆଜି ଆପଣଙ୍କୁ କାମକାର୍ଯ୍ୟରେ ଟିକିଏ ନିୟମିତ ହେବାର ଦରକାର ଅଛି , ନିଜକୁ ଭଲ ଭାବେ ବୁଝିବାର ସଠିକ୍ ସମୟ ଅଟେ , ଉଧାର ହୋଇଥିବା ଧନ ପ୍ରାପ୍ତି ହେବ , ସାମାଜିକ କ୍ଷେତ୍ରରେ ୟଶକୀର୍ତ୍ତି ମିଳିବ  ଇମାନଦାରୀରୁ ଆପଣଙ୍କୁ ଏକ କଠିନ ସ୍ଥିତି ସମ୍ଭାଳିବାର ସାହାଯ୍ୟ ମିଳିବ , ଥରେ ପଦକ୍ଷେପ ନିଅନ୍ତୁ |

dhanu

୧୦-ମକର ରାଶି : ଭୁମି ସଂବନ୍ଧିତ ଦସ୍ତାବିଜ ଉପରେ ଆଜି କିଛି କାର୍ଯ୍ୟ କରନ୍ତୁ ନାହିଁ । ସଂମ୍ପର୍କକୁ ବୁଝାଇବାକୁ ଯାଇ ଅଡୁଆରେ ପଡିପାରନ୍ତି , ଏଥିପାଇଁ ସଂମ୍ପର୍କକୁ ନିଜ ବଢୁଥିବା ଇଚ୍ଛାକୁ ଚାପି ରଖନ୍ତୁ ,  ଅସୁବିଧାର କାରଣ ହୋଇପାରେ , କିଛି ଏପରି କରନ୍ତୁ , ଯାହା ଦ୍ୱାରା ଖୁସି ମିଳିପାରିବ , ବାହାର ଲୋକଙ୍କ ସହ କଥାବାର୍ତ୍ତାରେ ଧ୍ୟାନ ଦିଅନ୍ତୁ , ଯାହା କିଛି ଏପରି ରୋମାଞ୍ଚକର ପେଶ କରିପାରିବେ  ଆଜି ଭାବନାରୁ ଆଶା ଟିକିଏ ଅଧିକା ଅଛି ।

୧୧-କୁମ୍ଭ ରାଶି : ଆଜି ସାଧନରେ ବୃଦ୍ଧି ଘଟିବ , ପଇସା ଲେଣଦେଣରେ କେଉଁ ପ୍ରକାରର ଅନିୟମିତତା କରନ୍ତୁ ନାହିଁ , କାହାର ପ୍ରେମର ସଂମ୍ପର୍କକୁ ବ୍ୟର୍ଥ କରନ୍ତୁ ନାହିଁ । ଆପଣ ଯାହାକୁ ପ୍ରେମ କରନ୍ତି  , ତାଙ୍କ ସହ ବିତାଇଥିବା ସମୟ ଆପଣଙ୍କୁ ପାଖକୁ ଟାଣିଆଣିବ । ପରିବାର ସହ ମିଷ୍ଟାନ ଭୋଜନର ଆନନ୍ଦ ଉଠାଇବେ । ମାନସିକ ରୁପରେ ମଜବୁତ୍ ମନେ କରିବେ ।

୧୨-ମୀନ ରାଶି : ଆଜି କେଉଁ ବଡ କାମ ଆରମ୍ଭ କରିପାରନ୍ତି , କେଉଁ ବିକଳ୍ପକୁ ନେଇକରି କେଉଁ ପରିବର୍ତ୍ତନ ରାସ୍ତାରୁ ବଞ୍ଚିବାର ହେବ , ଏହି କାରଣରୁ ନିଜ ଆର୍ଥିକ ସ୍ଥିତିକୁ ସମ୍ଭାଳିବେ  ଆନନ୍ଦ ଉତ୍ସାହ ସହ ତନ ମନ ଦେଇ ଦିନ ଚାଲିବ ।  କେଉଁ ଗୋଟିଏ ବ୍ୟକ୍ତି ଯାହାକୁ ଅଧିକା ଦାୟିତ୍ୱବାନ ମାନିଛନ୍ତି ସେ ଆପଣଙ୍କ ରାସ୍ତାରେ ଭାବନତ୍ମକ ରଣନୀତି ଉପଯୋଗ କରିବ ।

Leave a Reply

Your email address will not be published. Required fields are marked *