ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ବଡ଼ ରୋଚକ ତଥ୍ୟ ବାବଦରେ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ବହୁତ ଅଧିକ ଜରୁରୀ ଅଟେ। ଆଜି ଆମେ ଆପଣଙ୍କ ପାଖରେ ଜୀବଜଗତର ଏକ ବଡ଼ ଖବର ବାବଦରେ କହିବୁ ଯାହା କି ଆପଣଙ୍କ ପାଇଁ ବହୁତ ଖବରଦାୟକ ହେଇପାରେ। ତେବେ ଆଜି ଆମେ କିଛି ଏପରି ଗଛ ମାନଙ୍କ ବାବଦରେ କହିବୁ ଯାହା କି ମାଂସାହାରି ଅଟନ୍ତି ଆଉ ତାଙ୍କ ବାବଦରେ ଜାଣିବା ପରେ ଆପଣଙ୍କୁ ଲାଗିବ କି ଏମାନେ ବହୁତ ଅଲଗା ଅଟନ୍ତି। ତେବେ ଚାଲନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହା ବାବଦରେ।
ଆପଣ ଯେତେବେଳେ ଗଛ ଅଥବା ଲତା ମାନଙ୍କ କଥା ଭାବିବେ ସେତେବେଳେ ଆପଣଙ୍କ ମନ ଭିତରେ ଏହି ଭାବନା ଆସୁଥିବ କି ଗଛ ମାନେ ଅଥବା ସୁନ୍ଦର ଫୁଲ ଦେଇଥାନ୍ତି ଅଥବା ସୁନ୍ଦର ଆଉ ସ୍ୱାଦିଷ୍ଟ ଫଳ ପ୍ରଦାନ କରିଥାନ୍ତି। ମାତ୍ର କଣ ଆପଣଙ୍କୁ ଜଣା ଅଛି କି ଦୁନିଆରେ ଏପରି ମଧ୍ୟ ଗଛ ଅଛନ୍ତି ଯେଉଁ ମାନଙ୍କର ଖାଦ୍ୟ ହେଉଛି ମାଂସ ଆଉ ଏମାନେ ଜୀବଜନ୍ତୁ ମାନଙ୍କୁ ମାରି ଖାଇ ଯାଇଥାନ୍ତି? ତେବେ ଏହା ବାବଦରେ ହି ଆମେ ଜାଣିବାକୁ ଚାହୁଁ ଯାହା କି କିଛି ଏଲିଏନ ଭଳି ଲାଗନ୍ତି ମାତ୍ର ସେମାନେ ବୃକ୍ଷ ଅଟନ୍ତି ଆଉ ଏହି ଦୁନିଆର ହି ଅଟନ୍ତି। ଆସନ୍ତୁ ଜାଣିବା ଏହା ବାବଦରେ।
ପ୍ରଥମେ ଆସିଥାଏ ଦ୍ରୋସେରା ବୃକ୍ଷ। ଏହା ଦକ୍ଷିଣ ଆମେରିକାର ଜଙ୍ଗଲ ମାନଙ୍କର ମିଳିଥାଏ। ଏହା ଭିତରେ ଛୋଟ ଛୋଟ ଅଠାଳିଆ ଗ୍ରନ୍ଥି ଥାଏ ଯାହା କି କାହାକୁ ବି ଧରି ରଖି ପାରେ। ଏହାର ଗ୍ରନ୍ଥି ମାନଙ୍କରେ ଯେତେବେଳେ ପିମ୍ପୁଡି ଅଥବା ଅନ୍ୟାନ୍ୟ ପୋକ କେହି ବସି ଯାଇଥାନ୍ତି ସେମାନେ ଆଉ ବାହାରି ପାରନ୍ତି ନାହିଁ ଆଉ ତାହା ଏହି ପୋକ ମାନଙ୍କୁ ଖାଇବାକୁ ଆରମ୍ଭ କରେ।
ଏହାପରେ ଆସେ ନିଫେଣ୍ଟିସ ଆଟେମ୍ଭରୋ। ଏହାର ଖୋଜ କରା ଯାଇଥିଲା ୨୦୦୦ ମସିହାରେ। ଅଧିକତ୍ତର ମାଂସାହାରି ବୃକ୍ଷ ଛୋଟ ଛୋଟ ପୋକ ଜୋକ ମାନଙ୍କୁ ଖାଇଥାନ୍ତି ମାତ୍ର ଏହା ଛୋଟ ମୂଷା ଅଥବା ଛୋଟ ପକ୍ଷୀ ମାନଙ୍କୁ ମଧ୍ୟ ମାରି ଖାଇ ଯାଇଥାଏ। ଏହାର ଗ୍ରନ୍ଥି ଭିତରେ ବର୍ଷା ପାଣି ଜମି ରହିଥାଏ ଆଉ ଯେମିତି ହି କେହି ତାହା ଭିତରର ପାଣି ପିଇବାକୁ ଆସେ ତାହା ତାହାକୁ ଖାଇ ଯାଇଥାଏ।
ଭିନସ ଫ୍ଲାଇଟ୍ରପ ଏକ ଏପରି ବୃକ୍ଷ ଅଟେ ଯାହା କି ମାଂସାହାରି ବୃକ୍ଷ ମାନନ୍କ ଭିତରେ ସବୁଠୁ ଅଧିକ ଜଣାଶୁଣା ଅଟେ।ଏହା ନିଜର ପତ୍ର ଉପରେ ଶିକାର ବସିବାର ଅପେକ୍ଷା କରୁଥାଏ ଆଉ ଯେମିତି ହି ତାହା ଏହାର ପତ୍ର ଉପରେ ବସେ ତାହା ଏହି ଶିକାରକୁ ଖାଇବାକୁ ଲାଗେ ଆଉ ପଚେଇବାକୁ ଲାଗେ।