mottan

କଟକ ଭୁବନେଶ୍ୱର ରାସ୍ତାରେ ଥିବା ପ୍ରସିଦ୍ଧ ଲୋକେଶ୍ଵର ହୋଟେଲ, ସୁବାସ ଭାଇନାଙ୍କ ମଟନ ମାତ୍ର ୧୬୦ – ଜାଣି ରଖନ୍ତୁ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରାୟତଃ ମଟନ ଖାଇବାକୁ ପସନ୍ଦ କରିଥାନ୍ତି , ମଟନର ସ୍ଵାଦ ଶୁଣିବା ମାତ୍ରେ ପାଟିରେ ପାଣି ଆସିଯାଏ , ଆପଣ ଘରେ ନିଶ୍ଚିତ ବନାଇ ଖାଇଥିଵେ କିନ୍ତୁ ହୋଟେଲ ଆଦି ମାନଙ୍କରେ କରୁଥିବା ମଟନର ସ୍ଵାଦ ଘର ଅପେକ୍ଷା ଟିକେ ଭିନ୍ନ ହୋଇଥାଏ , କିନ୍ତୁ ହୋଟେଲରେ ପ୍ରାୟତଃ ମଟନ ତରକାରୀ ୨୦୦ ଉପରକୁ ଟଙ୍କା ନେଇଥାନ୍ତି ,

କିନ୍ତୁ ଆଜି ଆମେ ଏପରି ଏକ ଜାଗା ବୁଲିଯିବା ଯେଉଁଠାରେ ଏପରି ମଟନ ତିଆରି ହେଉଛି ଯାହାକୁ ଥରେ ଟେଷ୍ଟ କରିବା ମାତ୍ରେ ଆପଣ ସେ ସ୍ଵାଦ ଭୁଲି ପାରିବେ ନାହିଁ ଏବଂ ଅନ୍ୟ ହୋଟେଲ ଅପେକ୍ଷା ଏଠାକାର ପିସ୍ ଓ ତାର ଟେଷ୍ଟ ଅନ୍ୟ ହୋଟେଲ ଅପେକ୍ଷା ଅଲଗା ହୋଇଥାଏ , ତେବେ ଆସନ୍ତୁ ଜାଣିବା ସେହି ହୋଟେଲ ବିଷୟରେ ଯାହାକି କଟକ ଏବଂ ଭୁବନେଶ୍ବର ଯିବା ରାସ୍ତାରେ ପଡ଼ିଥାଏ , ଯାହାର ମଟନ ସହ ଭାତ ମାତ୍ର ୧୬୦ ଟଙ୍କା ଅଟେ ,

ହୋଟେଲର ନାମ ହେଉଛି ଲୋକେଶ୍ଵର ହୋଟେଲ , ଏଠାକାର ନାନା ଯିଏକି ମଟନ ତିଆରି କରନ୍ତି ତାଙ୍କର ହାତ ରନ୍ଧା ବହୁତ ସ୍ଵାଦିଷ୍ଟ ଅଟେ , ଭିଡିଓ ମାଧ୍ୟମରେ ମଟନରେ ପୁରା ରେସପି ମଧ୍ୟ ଦେଖାଇଛନ୍ତି ବିଭିନ୍ନ ପ୍ରକାରର ମସଲାର ମିଶ୍ରଣ କରାଯାଉଛି ଯାହାର ବାସ୍ନାରେ ହିଁ ଆପଣ ମଟନର ସ୍ଵାଦ ଭାରି ପାରିବେ , ଏହା ବହୁତ ଜଣାଶୁଣା ହୋଟେଲ , ୧୬୦ ଟଙ୍କାରେ ମଟନ ସହ ଭାତ ବହୁତ ସ୍ଵାଦିଷ୍ଟ ,

ଏଠାକୁ ବହୁତ ଲୋକ କାହିଁ କେତେ ଦୂରରୁ ଆସି ପାର୍ସଲ କରି ନେଇଥାନ୍ତି , ମଟନ ସହ ଭାତ , ଶାଗ ଭଜା , ଆଳୁ ଚଟଣି ,ଭଜା ତା ସହ ସାଲାଟ ବହୁତ ସ୍ଵାଦିଷ୍ଟ ଅଟେ , ତେବେ ନିଶ୍ଚିତ ଭାବେ ଆପଣଙ୍କୁ ଜଣାଇ ଦେଉଛୁ ଏହି ହୋଟେଲ ଠାରୁ ଏପରି ସ୍ଵାଦିଷ୍ଟ ତା ସହ ଏତେ କମ ଟଙ୍କାରେ ମଟନ ମିଳିବ ନାହିଁ ସେଥିପାଇଁ ଆପଣ ଥରେ ଏହି ଜାଗାକୁ ଆସନ୍ତୁ ଏବଂ ଏହାର ସ୍ଵାଦ ନିଶ୍ଚିତ ଭାବେ ଟେଷ୍ଟ କରି ଦେଖନ୍ତୁ ,

ତେବେ ଏହି ହୋଟେଲ। ବେଶି ବାଟ ନୁହେଁ କଟକ ଭୁବନେଶ୍ୱର ଯିଵା ବାଟରେ ପୁରା ସାମ୍ନା ରାସ୍ତାରେ ଲେଖା ଥିବ ଲୋକେଶ୍ଵର ହୋଟେଲ , ଆପଣ ନିଶ୍ଚିତ ଭାବେ ଆସନ୍ତୁ ଏବଂ ମଟନର ସ୍ଵାଦର ମଜା ନିୟନ୍ତୁ ତେବେ ଆଜି ପାଇଁ ଏତିକି , ଏବେ ପାଇଁ ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *