jiba

ତୁମକୁ ଝୁରି ହୋଇ ପାଗଳ ହୋଇଯିଵ ଝିଅ କରନ୍ତୁ ଏହି ଛଅଟି ଟିପ୍ସ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣମାନେ ଚାହୁଁଛନ୍ତି ଝିଅ ଆପଣଙ୍କୁ ଦେଖୁ , ଝିଅ ଆପଣଙ୍କ ସହ କଥା ହେଉ ଏବଂ ଝିଅ ଆପଣଙ୍କୁ ଚାହୁଁ ବା ଆପଣଙ୍କ ପ୍ରତି ତାଙ୍କର ଲଗାବ ଵଢୁ ତେବେ ଏହା ନିଶ୍ଚିତ ହେବ , ତେବେ ଆଜି ଆମେ ଆପଣଙ୍କୁ ୬ଟି ଏପରି ଟିପ୍ସ ଦେବୁ ଯାହା ଦ୍ଵାରା କୈାଣସି ଝିଅକୁ ଆପଣ ନିଜ ଆଡକୁ ଆକର୍ଷିତ କରିପାରିବେ ,

ତେଵେ ପ୍ରଥମେ ହେଲା ଲଭ୍ ୟୋର ସେଲ୍ଫ , ଆପଣ ନିଜ ନିଜକୁ ଭଲ ପାଇବା ଶିଖନ୍ତୁ , କେତେ ଥର ଏପରି ହୁଏ ଯେ କେତେକ ଵ୍ୟକ୍ତି ଆପଣଙ୍କ ବିରୋଧରେ କହିଥାନ୍ତି , ଅନ୍ୟର କଥାକୁ ଦେଖି ଯଦି ଆପଣ ନିଜ କାମ କରନ୍ତିନି ବା ଅନ୍ୟ ଲୋକର କଥା ଶୁଣି ଆପଣ ଭାଙ୍ଗି ପଡ଼ୁଛନ୍ତି ତେବେ ଆପଣ ନିଜ ଆତ୍ମସମ୍ମାନ ହରାଇଥାନ୍ତି , ସେଥିପାଇଁ ସଚା ହୃଦୟରେ ଆପଣ ଅନ୍ୟର କଥା ନ ଶୁଣି ନିଜ କାମ କରନ୍ତୁ ଆପଣ ଯାହା କରୁଛନ୍ତି ଠିକ ଭାବି ଚଳନ୍ତୁ , ଅନ୍ୟମାନେ କ’ଣ କହୁଛନ୍ତି ତାହା ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ , ଏହା ଦ୍ଵାରା ଆପଣ ଆଗକୁ ଵଢିପାରିଵେ ,

ଦ୍ଵିତୀୟ ହେଲା ବି ଡିସିପ୍ଲିନ , ଆପଣ ନିଜର ଗୋଟିଏ ଗୋଲ ରଖନ୍ତୁ ବା ଲକ୍ଷ୍ୟ ରଖନ୍ତୁ , ଯାହା ଦ୍ଵାରା ଆପଣ ଅନ୍ୟକୁ ଆକର୍ଷିତ କରିପାରିଵେ , ଯଦି ଆପଣ ବିନା ଗୋଲରେ କାହାକୁ ଆକର୍ଷିତ କରିଛନ୍ତି ତେବେ ସେ ବେଶି ଦିନ ରହିବ ନାହିଁ , ସେହିପରି ଯଦି ଆପଣ ନିଜ ଗୋଲ ବା ଲକ୍ଷ୍ୟ ପ୍ରତି ଅଧିକ ଗୁରୁତ୍ବ ଦେବେ ତେବେ ସେଠାରେ ଆପଣଙ୍କ ଭେଲୁ ଵା ଚାହିଦା ବଢ଼ିବାକୁ ଲାଗିବ , ଏବଂ ଲୋକେ ଆପଣଙ୍କ ଆଡ଼କୁ ଆକର୍ଷିତ ହୋଇଯାଆନ୍ତି , ତୃତୀୟ ହେଲା ଡେଭଲପ ୟୋର ସେନ୍ସ ଅଫ୍ ହ୍ୟୁମର , ଏହି ଗୁଣ ବହୁତ କମ୍ ଲୋକଙ୍କ ପାଖରେ ରହିଥାଏ ଏବଂ ଯେଉଁ ଲୋକ ପାଖରେ ଏହି ଗୁଣ ରହିଥାଏ ତା ପ୍ରତି ଲୋକେ ଆକର୍ଷିତ ହୋଇଥାନ୍ତି ,

କେତେକ ଲୋକ ଏପରି ହୋଇଥାନ୍ତି ଯେଉଁମାନେ କି ସବୁବେଳେ ମଜାକ ଟାଇପର କଥା କହିଥାନ୍ତି , ସମସ୍ତଙ୍କ ସହ ମାଟି ଭାବେ ରହିଥାନ୍ତି , ଯାହାଫଳରେ ଲୋକେ ତାଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି , ତେବେ ଏହିପରି ହେବାକୁ ଚେଷ୍ଟା କରନ୍ତୁ ଯେପରି ଆପଣ ଫନି ଭାବେ ବା ମଜାଳିଆ ସ୍ଵଭାବର ହୁଅନ୍ତୁ , ଚତୁର୍ଥ ହେଲା କେତେକ ଲୋକ ଏପରି ହୋଇଥାନ୍ତି ଯେଉଁମାନେ କି କଥା କହିଲା ବେଳେ ନିଜ ହାତ ବା ନିଜର ଇମୋସନ ଦେଇଥାନ୍ତି ,

ଯାହାଫଳରେ ଲୋକେ ତାଙ୍କ କଥାକୁ ବେଶି ପସନ୍ଦ କରିଥାନ୍ତି ତା କଥା ବାର୍ତ୍ତା ଅନ୍ୟଙ୍କୁ ଆକର୍ଷିତ କରିଥାଏ , ତେବେ ଆପଣଙ୍କର କଥାରେ ଏପରି କେପାଵିଲିଟି ବା ଶକ୍ତି ରହିବା ଦରକାର ଯେପରି ସେ ଆପଣଙ୍କ କଥାରେ ଵୋର ହେବ ନାହିଁ , ଲୋକେ ଚାହିଁଥାନ୍ତି ଆପଣ ଯେପରି ତାଙ୍କ ସହ ଅଧିକ ସମୟ କଥା କୁହନ୍ତୁ , ଏ ଦୁନିଆରେ ସେପରି ଲୋକ ହକ ଜମାନ୍ତି ଯିଏ କଥା କହିଵାରେ ମାହିର ହୋଇଥାନ୍ତି ,

ପଞ୍ଚମ ହେଲା ଯଦି ଆପଣ ନିଜକୁ ଅସୁବିଧାରେ ପକାଇ ଅନ୍ୟକୁ ଖୁସି କରିବା ପାଇଁ ହ ବା ନା କହୁଛନ୍ତି ତେବେ ସେପରି କରିବା ଦ୍ଵାରା ଆପଣ ନିଜର ଆତ୍ମବିଶ୍ବାସକୁ ହରାଉଛନ୍ତି , ସେଥିପାଇଁ ଆପଣ ନିଜକୁ ଅଶୁଵିଧାରେ ପକାଇ ଏପରି ହ ବା ନା କୁହନ୍ତୁ ନାହିଁ । ତେବେ ଏହା ଥିଲା କିଛି ଟିପ୍ସ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *