akhi

ଆଖିର ରଙ୍ଗ ଦେଖି ଜାଣନ୍ତୁ ନାରୀମାନଙ୍କର ସ୍ଵଭାବ, କିପରି ହୋଇଥାନ୍ତି |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ବସ୍ତୁ ହେଉଛି ନାରୀର ନେତ୍ର ଲକ୍ଷଣ ବିଷୟରେ ,
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷର ବ୍ୟକ୍ତିତ୍ଵ ଓ ସ୍ଵଭାବ ବିଷୟରେ ଜାଣିବାର ଅନେକ ଉପାୟ ରହିଛି , କେବଳ ଜାତକରୁ କିମ୍ଵା ହାତରୁ ନୁହେଁ , ମଣିଷର ଆଖିର ରଙ୍ଗରୁ ମଧ୍ୟ ଵ୍ୟକ୍ତିର ସ୍ଵଭାବ ବିଷୟରେ ଜାଣିହେବ , ତେବେ ଚାଲନ୍ତୁ ଜାଣିବା କେଉଁ ରଙ୍ଗର ଆଖି କ’ଣ କହିଥାଏ ,
ଯେଉଁ ନାରୀ ମୃଗ ନୟନି ଅର୍ଥାତ୍ ଲମ୍ବା ଆଖି ସେହି ମାନେ ସୁଲକ୍ଷଣୀ ଅଟନ୍ତି ,
ଯେଉଁ ନାରୀର ଡାହାଣ ଆଖି କଣା ସେହି ନାରୀ ବନ୍ଧ୍ୟା ହୁଅନ୍ତି ,

ଯେଉଁ ନାରୀମାନଙ୍କର ଆଖି ଟେରା ସେମାନେ ସର୍ବଦା ପାପ କର୍ମରେ ଲିପ୍ତ ରହିଥାନ୍ତି ,
ଯେଉଁ ନାରୀର ବାମ ନେତ୍ର କଣା ସେହି ନାରୀ ଅସତି ହୁଅନ୍ତି ,
ଯେଉଁ ନାରୀର ଆଖି ବିଲେଇ ଆଖି ପରି ସେମାନେ ବହୁତ କାମକ ହୋଇଥାନ୍ତି ,
ଯେଉଁ ନାରୀର ଚକ୍ଷୁ ଗଜ ହାତୀ ପରି ସେହି ନାରୀ ସୁଲକ୍ଷଣୀ ଅଟନ୍ତି ,

eyeeeee

ଯେଉଁ ମହିଳାମାନେ ନୀଳ ନୟନା ସେମାନେ ପତି ପରାୟଣ ହୋଇଥାନ୍ତି ,
ଯେଉଁ ନାରୀର ନେତ୍ର ଦ୍ବୟ ଟେରା ପିଙ୍ଗଳ ବର୍ଣ୍ଣ ବା ଶ୍ୟାମ ବର୍ଣ୍ଣ ସେହି ପତ୍ନୀ ଚଞ୍ଚଳି ଓ ସତୀ ହୋଇଥାନ୍ତି ,
ଯେଉଁ ନାରୀର ଆଖି ନିଃସୃତ ଵା ଟଣା ଟଣା ସେହି ନାରୀ କାମୁକା ହୋଇଥାନ୍ତି ,
ଯେଉଁ ନାରୀର ବାମ ଆଖି ସାମାନ୍ୟ ଟେରା ସେ ନାରୀ ସୁଲକ୍ଷଣୀ ହୋଇଥାନ୍ତି ,

eyee

ଯେଉଁ ନାରୀର ଆଖି ପଦ୍ମ ପରି ଗୋଲ ସେ ନାରୀ ସୁଖି ଭୋଗୀନି ହୋଇଥାନ୍ତି ,
ଯେଉଁ ନାରୀର ଆଖି ପାରା ଆଖି ପରି ସେମାନେ ଆଜୀବନ ଦୁଃଖ କଷ୍ଟ ଭୋଗ କରିଥାନ୍ତି ,
ଯେଉଁ ନାରୀର ଆଖି ରକ୍ତ ବର୍ଣ୍ଣ ସେମାନେ ସ୍ଵାମୀ ହନ୍ତା ହୋଇଥାନ୍ତି ,

ଯେଉଁ ନାରୀର ଆଖି ଚିଲ ଆଖି ପରି ସେମାନେ ବହୁତ କାମ ପ୍ରବଣା ହୋଇଥାନ୍ତି ,
ତେବେ ଏହା ଥିଲା ନାରୀମାନଙ୍କ ଚକ୍ଷୁ ଦେଖି ଜାଣିପାରିବେ ତାଙ୍କ ସ୍ଵଭାବ । ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ॥
ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *