ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହା ତ ଆମେ ସମସ୍ତେ ମାନି ଥାଆନ୍ତି ଯେ ଯେତିକି ଆମ ଚାରିପାଖେରେ ସକରାତ୍ମକ ଉର୍ଜା ରହିଥାଏ ସେତିକି ଆମ ମନ ଶାନ୍ତ ରହିଥାଏ , ଏମିତି ହିଁ ଆମ କାମରେ ସଫଳତା ମିଳିଥାଏ , ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ଜୀବନରେ କିଛି ବସ୍ତୁ ର ପ୍ରଭାବ ମଧ୍ୟ ପଡ଼ିଥାଏ , ଆମ ଘରେ ବିଭିନ୍ନ ପ୍ରକାରର ଚିତ୍ର ଲଗାଯାଇଥାଏ ଯାହାର ମହତ୍ତ୍ଵ ଆମେ ଜାଣିନଥାଉ ,
ଯାହାର ଖରାପ ପ୍ରଭାବ ମଧ୍ୟ ଆମକୁ ଭୋଗିବାକୁ ପଡ଼ିଥାଏ , ବାସ୍ତୁ ଶାସ୍ତ୍ର ଅନୁସାରେ ଆମେ ଯେଉଁ ବସ୍ତୁକୁ ଆମ ସାମ୍ନାରେ ଦେଖିଥାନ୍ତି ସେହି ବସ୍ତୁ ହିଁ ଆମ ଉପରେ ଅଧିକ ପ୍ରଭାବ ପକାଇଥାଏ , ଏଥିପାଇଁ ଘର ଭିତରେ ଥିବା ବସ୍ତୁକୁ ଚିହ୍ନିଵା ଆବଶ୍ୟକ , ଶ୍ରୀହରି ବିଷ୍ଣୁଙ୍କ ଦ୍ଵାରା କୁହାଯାଇଥିବା ଭାଗବତ ଗୀତାରେ ମଧ୍ୟ ରଚନା କରାଯାଇଛି ଯେ କେଉଁ ଫୋଟ ଘରେ ଲଗାଇବା ଉଚିତ ଏବଂ କେଉଁ ଫୋଟ ଲଗାଇବା ଅନୁଚିତ ହୋଇଥାଏ , ତେବେ ଆସନ୍ତୁ ଜାଣିବା , ପ୍ରଥମ ଫୋଟ ,
ଆପଣ ଯେଉଁଠାରେ ବେପାର ବା ବିଜନେସ ବା ଅଫିସରେ କାମ କରୁଛନ୍ତି ଏବଂ ସେଥିରେ ବାରମ୍ବାର ଅସଫଳ ହେଉଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ସେ ସ୍ଥାନର ପୂର୍ବ ଦିଗରେ ଦୋୖଡୁଥିଵା ଘୋଡାର ଫୋଟ ଲଗାନ୍ତୁ ଦେଖିବେ ଆପଣ ନିଶ୍ଚିତ ଭାବେ ବିଜନେସରେ ଉନ୍ନତି କରିବେ,କାରଣ ଏହି ଘୋଡ଼ା ଆପଣଙ୍କୁ ସବୁବେଳେ ଆଗକୁ ବଢିବା ପାଇଁ ଶକ୍ତି ଦେଇଥାଏ ଯେହେତୁ ଏହା ଇନ୍ଦ୍ରଙ୍କ ଘୋଡ଼ା ହୋଇଥାଏ । ଗର୍ଭବତୀ ମହିଳାମାନଙ୍କ ପାଇଁ ସୁନ୍ଦର ଵିଚାର ସୁନ୍ଦର ବାତାବରଣ ଓ ମନ ପସନ୍ଦ ରହିବା
ଅତି ଆବଶ୍ୟକ , ତେଣୁ ସେମାନଙ୍କ ରୁମରେ ମାତା ଯଶୋଦାଙ୍କ ସହ ଶ୍ରୀକୃଷ୍ଣଙ୍କ ଫୋଟ ବା ଲହୁଣୀ ଖାଉଥିବା କୃଷ୍ଣଙ୍କ ଫୋଟ ଲଗାଇବା ଆବଶ୍ୟକ , କରାଇ ଏହା ମାତା ଓ ଶିଶୁ ଦୁହିଁଙ୍କ ପାଇଁ ଲାଭଦାୟକ ଅଟେ , ତୃତୀୟ ହେଲା ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପରିବାର ଏକ ଆଦର୍ଶ ପରିବାର ବନୁ ତେବେ ଆପଣ ଆପଣଙ୍କର ଡ୍ରଇଂ ରୁମରେ ରାଜ ଦରବାରର ଫୋଟ ନିଶ୍ଚିତ ଲଗାନ୍ତୁ , ଚତୁର୍ଥ ଯଦି ଆପଣ ଧନ ବଢେଇବା ପାଇଁ ଚାହୁଁଛନ୍ତି ଓ ଚାହୁଁଛନ୍ତି ଆପଣଙ୍କ ଘରେ ଧନ ସରି ନ ଯାଉ ତେବେ ଆପଣଙ୍କର ଘରେ ଭଗବାନ ଧର୍ମେନ୍ଦ୍ରଙ୍କ ଫୋଟ ନିଶ୍ଚିତ ଭାବେ ଲଗାନ୍ତୁ ,
ଏହି ଫୋଟ ଲଗାଇବା ଦ୍ବାରା ଆପଣଙ୍କ ଘରର ସଦସ୍ୟମାନଙ୍କର ସ୍ଵାସ୍ଥ୍ୟ ମଧ୍ୟ ଠିକ୍ ରହିବ , ତା ସହ ମାଁ ଲକ୍ଷ୍ମୀଙ୍କ ଆପଣଙ୍କ ଘରକୁ ଆଗମନ ମଧ୍ୟ ହେବ , ପଞ୍ଚମ ହେଲା ଯଦି ଆପଣଙ୍କ ମନ କୈାଣସି କାମ କରିବାକୁ ମନ ନାହିଁ ବା ଆପଣଙ୍କ ମନ କୈାଣସି କାମରେ ମନ ଲାଗୁନାହିଁ ତେବେ ତିନୋଟି ଆପଣ ଆପଣଙ୍କର ରୋଷେଇ ଘରେ ଛୋଟ ଶିଶୁର ହସୁଥିବା ଫୋଟ ଲଗାନ୍ତୁ ,
ଷଷ୍ଠ ହେଲା ନୂଆ ଵିଵାହ କରିଥିଵା ଦମ୍ପତିଙ୍କ ରୁମରେ ରାଧା କୃଷ୍ଣ ଙ୍କ ଫୋଟ ଲଗାଇଵା ଉଚିତ ଏହା ଦ୍ଵାରା ସ୍ଵାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ଭାବ ରହିଥାଏ , ସପ୍ତମ ହେଲା ମାଁ ସରସ୍ଵତୀଙ୍କ ଫୋଟ ଯିଏକି ବୁଦ୍ଧି ଵିଦ୍ୟା ଦାୟନି ମଧ୍ୟ କୁହାଯାଏ ତେଣୁ ଏହା ପିଲାମାନଙ୍କ ପାଠ ପଢୁଥିବା ସ୍ଥାନରେ ଲଗାଇବା ଉଚିତ , ତେବେ ଏହା ଥିଲା କେଉଁ ସବୁ ଫୋଟ ଲଗାଇବା ଘର ପାଇଁ ଶୁଭ ହୋଇଥାଏ , ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।