rasi

ଵାର ଅନୁସାରେ ଏହି ରାଶି ଵିଵାହ କଲେ ମିଳିଥାଏ ସର୍ବ ସୁଖ , ଧାନ ପ୍ରାପ୍ତି ହୋଇ ଥାଏ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ବସ୍ତୁ ହେଉଛି କେଉଁ ରାଶିର ବ୍ୟକ୍ତି ମାନେ କେଉଁ ବାରରେ ଵିଵାହ କଲେ ଶୁଭ ଫଳ ପ୍ରାପ୍ତି ହୁଏ , ଧନ ମଧ୍ୟ ବୃଦ୍ଧି ହୋଇଥାଏ ଏବଂ ସେମାନଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହୁଏ , ଜୀଵନ ସାଥି ସହ ଵିଵାହ ପରେ ସେମାନଙ୍କର ଜୀବନ ବହୁତ ହିଁ ଆନନ୍ଦ ମୟ ହୋଇଥାଏ , ସୁଖ ଶାନ୍ତି ପ୍ରାପ୍ତି କରିଥାନ୍ତି , ତେବେ ଆସନ୍ତୁ ଜାଣିବା ସେହି ରାଶି ବିଷୟରେ , ପ୍ରଥମେ ହେଲା ମେଷ ରାଶି , ମେଷ ରାଶିର ଵ୍ୟକ୍ତି ମାନେ ମଙ୍ଗଳ ବାର ଦିନ ଵିଵାହ କଲେ ଵ୍ୟକ୍ତିର ସର୍ବାଙ୍ଗ ଉନ୍ନତି ହୋଇଥାଏ , ଏବଂ ପ୍ରତ୍ୟେକ କ୍ଷେତ୍ରରେ ଏମାନେ ବହୁତ ଲାଭ ଦାୟକ ହୋଇଥାନ୍ତି , ସେମାନଙ୍କ ପାରିବାରିକ ଜୀବନ ବହୁତ ସୁଖମୟ ହୋଇଥାଏ , ଦ୍ଵିତୀୟ ହେଲା ବୃଷ ରାଶି ,

rasi4

ବୃଷ ରାଶିରେ ଵ୍ୟକ୍ତି ବିଶେଷ ମାନେ ଯଦି ଶୁକ୍ରବାର ଦିନ ବିବାହ କରନ୍ତି , ସେମାନଙ୍କ ବୈବାହିକ ଜୀଵନ ସୁଖମୟ ହୋଇ ଶାନ୍ତି ପୁର୍ଣ୍ଣ ହୋଇଥାଏ , ତୃତୀୟ ହେଲା ମିଥୁନ ରାଶି , ମିଥୁନ ରାଶିର ଵ୍ୟକ୍ତି ବିଶେଷ ମାନେ ବୁଧବାର ଦିନ ଵିଵାହ କଲେ ପ୍ରତ୍ୟେକ କ୍ଷେତ୍ରରେ ସେ ଵିଵାହ କଲେ ଉନ୍ନତି ମଧ୍ୟ କରିଥାନ୍ତି ,ଚତୁର୍ଥ ହେଲା କର୍କଟ ରାଶି , କର୍କଟ ରାଶିର ଵ୍ୟକ୍ତି ଯଦି ସୋମବାର ଦିନ ଵିଵାହ କରନ୍ତି ତେବେ ପରିବାର ଲୋକ ମଧ୍ୟରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ,ପଞ୍ଚମ ହେଲା ସିଂହ ରାଶି , ସିଂହ ରାଶିର ଵ୍ୟକ୍ତି ଯଦି ରବିବାରରେ ଵିଵାହ କରନ୍ତି ତେବେ ଆପଣଙ୍କୁ ସୁସନ୍ତାନ ପ୍ରାପ୍ତି ହୋଇଥାଏ ,

ସୁଖ ଶାନ୍ତି ପରିବାରରେ ସବୁବେଳେ ଲାଗି ରହିଥାଏ , ଷଷ୍ଠ ହେଲା କନ୍ୟା ରାଶି , କନ୍ୟା ରାଶିର ଵ୍ୟକ୍ତି ଯଦି ବୁଧବାର ଦିନ ଵିଵାହ କରନ୍ତି ତେବେ ସେମାନଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ , ଏବଂ ପରିବାର ସବୁବେଳେ ହସ ଖୁସିରେ ରହିଥାଏ , ସପ୍ତମ ହେଲା ତୁଳା ରାଶି , ତୁଳା ରାଶିର ଵ୍ୟକ୍ତି ବିଶେଷ ଯଦି ଶୁକ୍ରବାର ଦିନ ଵିଵାହ କରନ୍ତି ତେବେ ସୁଖ ସୈାଭାଗ୍ୟ ସେମାନଙ୍କୁ ପ୍ରାପ୍ତି ହୋଇଥାଏ , ଅଷ୍ଟମ ହେଲା ବିଛା ରାଶି , ବିଛା ରାଶିର ଵ୍ୟକ୍ତି ଯଦି ମଙ୍ଗଳଵାର ଦିନ ଵିଵାହ କରନ୍ତି ତେବେ ସେମାନେ ଆତ୍ମସନ୍ତୋଷ ଲାଭ କରନ୍ତି ,

rasi1

ଏବଂ ପାରିବାରିକ ଜୀବନ , ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ , ନବମ ହେଲା , ଧନୁ ରାଶି , ଧନୁ ରାଶିର ଵ୍ୟକ୍ତି ଯଦି ଗୁରୁବାରରେ ଵିଵାହ କରନ୍ତି ତେବେ ସର୍ବମଙ୍ଗଳ ହୋଇଥାଏ , ସେମାନେ ବହୁତ ଜଲଦି ଉନ୍ନତି କରିଥାନ୍ତି , ବୈବାହିକ ଜୀଵନ ସୁଖମୟ ହୋଇଥାଏ , ଦଶମ ହେଲା ମକର ରାଶି , ମକର ରାଶି ଵ୍ୟକ୍ତି ବିଶେଷ ଯଦି ଶନିବାରରେ ଵିଵାହ କରନ୍ତି , ଏମାନଙ୍କର ବୈବାହିକ ଜୀଵନ ବହୁତ ହିଁ ଲାଭ ଦାୟକ ହୋଇଥାଏ , ଏଗାର ନମ୍ବର ହେଲା କୁମ୍ଭ ରାଶି , କୁମ୍ଭ ରାଶିର ଵ୍ୟକ୍ତି ବିଶେଷ ଯଦି ଶନିବାର ଦିନ ଵିଵାହ କରନ୍ତି ତେବେ ସେମାନଙ୍କ ଜୀବନ ଉନ୍ନତି ହୋଇଥାଏ ,

ପ୍ରତ୍ୟେକ କ୍ଷେତ୍ରରେ ଜୟ ଯୁକ୍ତ ହୋଇଥାନ୍ତି , ଯେଉଁ କାର୍ଯ୍ୟ କରିଥାନ୍ତି ସେଥିରେ ବହୁତ କିଛି ଉନ୍ନତି ମଧ୍ୟ କରିଥାନ୍ତି , ଏବଂ ସେମାନେ ବୈବାହିକ ଜୀବନ ବହୁତ ହିଁ ସୁଖରେ ଵିତାଇଥାନ୍ତି , ଶେଷରେ ହେଲା ମୀନ ରାଶି , ମୀନ ରାଶିର ଵ୍ୟକ୍ତି ବିଶେଷ ଯଦି ଗୁରୁଵାରରେ ଵିଵାହ କରନ୍ତି ତେବେ ଏମାନେ ପ୍ରତ୍ୟେକ କ୍ଷେତ୍ରରେ ଜୟଯୁକ୍ତ ହୋଇଥାନ୍ତି , ତେବେ ଏହା ଥିଲା ୧୨ ଟି ରାଶି କେଉଁ ବାରରେ ଵିଵାହ କଲେ ସୁଖ ପ୍ରାପ୍ତି ହୋଇଥାଏ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *