ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜିର ସମୟରେ ଆମେ ମାନେ ପ୍ରାୟତଃ ଯୁବକ ଏବଂ ଯୁବତୀ ମାନଙ୍କୁ ପ୍ରେମ ସଂମ୍ପର୍କ ସ୍ଥାପନ କରୁ ଥିବାର ଦେଖି ଥାଏ । ସେମିତି ବେଳେ କଣ ଆପଣ ମାନେ ଜାଣିଛନ୍ତି । ଏହି ପ୍ରେମ କୁ ନେଇ ଆଜିର ଦିନ ରେ ବି ବହୁତ କଡା ଆଇନ୍ ରହିଛି । ତେବେ କିଛି ଗ୍ରାମ ବି ଏମିତି ରହିଛି , ଯେଉଁଠାରେ ଯଦି ଆପଣ ମାନେ ପ୍ରମକୁ ପ୍ରସୟ ବି ଦିଅନ୍ତି , ତେବେ ନିଶ୍ଚିତ ଭାବେ ଆପଣ ଙ୍କୁ ମଧ୍ୟ କଠିନ ପରିସ୍ଥିତି ର ସାମ୍ନା କରିବା ପାଇଁ ପଡି ପାରେ । ଆମେ ଆପଣ ମାନଙ୍କୁ ଏମିତି କହିବାର କାରଣ ହେଲା । ଏହି ଦିନ ରେ ସେମିତି ହିଁ ଗୋଟିଏ ଘଟଣା ରେ ପ୍ରେମ ପୁଅ କରୁ ଥିବା ବେଳେ ଶେଷରେ ବାପ କୁ ବି ସଜା ମିଳି ଥିବାର ଏଠାରେ ଦେଖିବା ପାଇଁ ମିଳିଛି ।
ତେବେ ଏହି ଘଟଣା ଟି ପ୍ରୟାଗ ରାଜ ମଉଜା ଅନ୍ତର୍ଗତରେ ରହି ଥିବା ଥାନା ଅଧିନ ରେ ରହି ଥିବା ଏକ ଗ୍ରାମରେ ଏପରି ଗୋଟିଏ ଘଟଣା ର ଭିଡ଼ିଓ ବହୁତ ପରିମାଣ ରେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି । ସେମିତି ବେଳେ ସଂମ୍ପର୍ଣ୍ଣ ଘଟଣା ଅନୁସାରେ , ଆପଣ ମାନଙ୍କୁ ସୂଚନା ଦେବୁ କି । ଶଶାଙ୍କ ନାମକ ଏହି ଯୁବକ ଜଣଙ୍କ ଗାଁ ର ଜଣେ ଯୁବତୀ ଙ୍କୁ ପ୍ରେମ କରୁ ଥିବା ବେଳେ ସେ ତାଙ୍କୁ ଦେଖା କରିବା ପାଇଁ ସେଠାକୁ ରାତ୍ରୀ ସମୟ ରେ ଜାଇ ଥିଲେ । ଏବଂ ପୁଅ ର କହିବା କଥା ରୁ ଜଣା ପଡିଛି କି । ସେଥି ପାଇଁ ତାର ନିଜ ବାପା ହିଁ ତାକୁ ସାହାଯ୍ୟ କରିଥିବା କଥା ବି ପୁଅ କହିଥିବାର ଦେଖିବାକୁ ମିଳିଥିଲା ।