rasi

୧୬ ଜାନୁୟାରୀ ୨୦୨୨ ଆଜିର ରାଶିଫଳ – କେମିତି କଟିବ ଆପଣଙ୍କ ଦିନ |

RASIPHALA

୧)ମେଷ ରାଶି : ଆଜିର ଦିନ ନିବେଶ କରିବାରେ ବଞ୍ଚନ୍ତୁ , ପରିବାର ସଦସ୍ୟଙ୍କ ସହ ସଂବନ୍ଧ ମଧୁର ହେବ , କିନ୍ତୁ ସନ୍ତାନ କିମ୍ବା ତାଙ୍କର ଶିକ୍ଷାକୁ ନେଇକରି ଚିନ୍ତା ସଂମ୍ଭବ ଅଟେ । ଯଦି ଆପଣ ଘରୋଇ ସ୍ତରରେ ଶାନ୍ତି ଚାହାନ୍ତି ତେବେ ଆପଣଙ୍କ ସ୍ତ୍ରୀଙ୍କ ମୁଡ୍ ଠିକ୍ ରଖିବାକୁ ହେବ , ବାହାନ କିମ୍ବା ମେସିନାରୀ ପ୍ରୟୋଗରେ ଅନିୟମିତତା ନ କରନ୍ତୁ । ଅଫିସ୍ ରେ ଆପଣଙ୍କୁ କେଉଁ ନୁଆ ପ୍ରୋଜେକ୍ଟ ଦାୟିତ୍ୱ ମିଳିପାରେ , ବିନା କାରଣରେ କାହା ସହ ଯୁକ୍ତି କରନ୍ତୁ ନାହିଁ । ମାନସିକ ଚିନ୍ତାର ବୃଦ୍ଧି ହୋଇପାରେ

୨)ବୃଷ ରାଶି : ମାତା ପିତାଙ୍କ ସହ ସଂମ୍ପର୍କ ମଧୁର୍ ହେବ , ଆଜିର ଦିନ ବିରୋଧୀକ ଆମନ୍ତ୍ରିତ କରିବେ ଓ ନିଜ ବୁନିଆଦିରେ ନିଜକୁ ଢାଞ୍ଚନ୍ତୁ ଓ ନିଜ ଶକ୍ତିକୁ ଦେଖାଇବାର ସଠିକ୍ ସମୟ ଅଟେ, ପରିବାରର ବାତାବରଣ ସୁଖଦ ହେବ , କୋର୍ଟ କଚେରି ସରକାରୀ କାର୍ଯ୍ୟଳୟରେ ଅଟକିଥିବା କାମ ପୁରା ହୋଇଯିବ , ସବୁଦିନର କାମ ସମୟରେ ପୁରା ହେବ , ନୁଆ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବାର ଯୋଗ୍ ଅଛି , ପାଖ ଲୋକଙ୍କ କେଉଁ କଥା ଭୁଲ୍ ଲାଗିପାରେ ।

୩)ମିଥୁନ ରାଶି : ପୁରୁଣା ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ , ଛୋଟ ଯାତ୍ରାରୁ ଭଲ ଫଳ ମିଳିବ , ଯେଉଁ ଲୋକ ସରକାରୀ ଚାକିରି କରୁଛନ୍ତି , ସେମାନଙ୍କୁ ପଦୋନ୍ନତି ହେବାର ଆଶା ଅଛି , ତଥା ଆୟରେ ବୃଦ୍ଧି ହେବାର ପୁରା ସଂମ୍ଭାବନା ଅଛି , ଆର୍ଥିକ ଉନ୍ନତି ପାଇଁ ନୁଆ ଯୋଜନା ହେବ , ଆଜି ଆପଣଙ୍କ ଆତ୍ମବିଶ୍ୱାସ ପୁରା ବଢିବ , ଆର୍ଥିକ ଉନ୍ନତି ପାଇଁ ନୁଆ ଯୋଜନା ହେବ , ଆଜି ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବ , କିଛି ଲୋକ ଆପଣଙ୍କ କଥା ସହମତି ଦେଇନପାରନ୍ତି , ଲୋକଙ୍କ କେଉଁ ପରି ଜବରଦସ୍ତି କରନ୍ତୁ ନାହିଁ , କ୍ୟାରିୟରରେ ଆପଣଙ୍କୁ  ସଫଳତା ମିଳିବ , ଛାଡପତ୍ରରୁ କିଛି ବି ଲାଭ ହେବ ନାହିଁ ।

mithun

୪)କର୍କଟ ରାଶି : ଆଜି ଚୋରୀ ହେବାର ସମସ୍ୟା ଆସିପାରେ , ଏଥିପାଇଁ ନିଜ ଜିନିଷକୁ ସମ୍ଭାଳିକରି ରଖନ୍ତୁ , କିଛି ଅନାବଶ୍ୟକ ଖର୍ଚ୍ଚର ସାମ୍ନା କରିପାରନ୍ତି । ଆଜି ନିଜ ଧର୍ମ କିମ୍ବା ସମାଜ ସହ ଯୋଡି ହୋଇଥିବା କାର୍ଯ୍ୟ କରିପାରିବେ , କ୍ୟାରିୟରରେ ନୂଆ ଆୟାମ ସ୍ଥାପନ କରିବେ , ମନ୍ଦିରରେ ଫଳ ଦାନ କରନ୍ତୁ , ଲାଭର୍ ଅବସର ମିଳିବ , ସହକର୍ମୀଙ୍କ ସହ ସଂମ୍ପର୍କ ବଢିବ , କେଉଁ ମାମଲାରେ ଆପଣଙ୍କ ମନ ଲାଗି ରହିବ , ଲାଇଫ୍ ପାର୍ଟନର ସହ ଭଲ ସମୟ ବିତାଇବେ

୫)ସିଂହ ରାଶି : ଆଜି ଦିନ ସିଂହ ରାଶି ବାଲାଙ୍କ ପାଇଁ ଭଲ ଦିନ ରହିବ , ଆପଣଙ୍କ ସୁଖ ସୁବିଧା ଲାଭ ଉଠାଇପାରିବେ , କାମରେ ସଫଳତା ମିଳିବ , ସବୁ ପ୍ରକାରର ଅନୁକୁଳ ପରିଣାମ ମିଳିବ , ବିଜନେସ୍ ଓ ଚାକିରି ସହ ଯୋଡି ହୋଇଥିବା ପଇସା ପାଇପାରନ୍ତି , କୁସଂଗତି ହାନି ହେବ , ବଞ୍ଚନ୍ତୁ , ବକାୟା ରାଶି ପ୍ରୟାସରେ ସଫଳ ହେବେ , ଯଦି ଆପଣ କଳା କ୍ଷେତ ସହ ଯୋଡି ହୋଇଛନ୍ତି , ତେବେ ଆପଣଙ୍କ ଜବ୍ କଲ୍ ଆସିପାରେ , କଠିନ ପ୍ରଶ୍ନର ଉତ୍ତର ଖୋଜିବାରେ ବ୍ୟସ୍ତ ହୋଇପାରନ୍ତି

୬)କନ୍ୟା ରାଶି : ସନ୍ତାନଙ୍କୁ ନେଇକରି ମନରେ ଚିନ୍ତା ଆସିପାରେ , କଥାକୁ ବେଶୀ ଘାଣ୍ଟନ୍ତୁ ନାହିଁ , ଖାଦ୍ୟପେୟ ଉପରେ ସଂୟମତା ରଖନ୍ତୁ , ନିଜ ପାଖରେ ହାଲାତରୁ ବାହାରିବାର ଦୃଢ ଇଚ୍ଛା ଶକ୍ତି ଅଛି , ତେବେ କିଛି ବି କରିପାରନ୍ତି , ସ୍ୱାସ୍ଥ୍ୟର ପଛରେ ଅଧିକା ପଇସା ଖର୍ଚ୍ଚ ହେବ , ବିବେକ ସହ କାର୍ଯ୍ୟ କରନ୍ତୁ , ଲାଭ ହେବ , ବେପାର ବ୍ୟବସାୟରେ ଭଲ ରହିବ , ଜୀବନସାଥୀ ସହ ନିଜ ସଂମ୍ପର୍କକୁ ନେଇ ଅଧିକା ଭାବୁକ ହୋଇପାରନ୍ତି , ପାରିବାରିକ ମାମଲାରେ ଆଜି ଅଚାନକ ବ୍ୟସ୍ତ ହୋଇପାରନ୍ତି ।

kanya

୭)ତୁଳା ରାଶି : ମାତା ପିତାଙ୍କ ସାହାଯ୍ୟରେ ଆର୍ଥିକ ତଙ୍ଗୀ ଦୁର ହୋଇଯିବ , କାମରେ ସଫଳତା ମିଳିବ , ଆର୍ଥିକ ଲାଭ ଅବସର ମଜବୁତ୍ ହେବ , ଛୁଆଙ୍କ ବାଦ ବିବାଦରେ ପଡିପାରନ୍ତି , ବେରୋଜଗାରୀ ଦୁର କରିବାପାଇଁ କେଉଁ ବରିଷ୍ଠ ବ୍ୟକ୍ତିଙ୍କ ସହାୟତା ନେବାରେ ସଫଳ ହେବେ , ଆପଣ ନିଜକୁ ସ୍ୱାସ୍ଥ୍ୟକର ଅନୁଭବ କରିବେ , ଆଜି ଆପଣଙ୍କୁ ନିଜ ପରିଶ୍ରମର ଫଳ ଅବଶ୍ୟ ମିଳିବ , ଅନ୍ୟଙ୍କ ଭରସା ରଖନ୍ତୁ ନାହିଁ , ଆପଣ କିଛି କାମ ଅଧୁରା ହୋଇପାରେ ।

୮)ବିଛା ରାଶି : ଆଜି ବ୍ୟବସାୟିକ ରୁପରେ ଆପଣଙ୍କ ପ୍ରଶଂସା ହେବ , ତଥା ପ୍ରୟାସରୁ ପ୍ରଶଂସା କରାଯିବ , ବଡ ଫଇସଲା କରିବାପାଇଁ ଦିନ ଠିକ୍ ନାହିଁ , ପରିବାର ସଦସ୍ୟଙ୍କ ସହ କିଛି ଭୁଲ୍ ବୁଝାମଣା ହୋଇପାରେ , ଆପନଙ୍କ ଦ୍ୱାରା ତିଆରି ହୋଇଥିବା ଭୁଲ୍ ବୁଝାମଣା କିଛି ପରିମାଣରେ ଆଘାତ କରିବ , ଲେଣ ଦେଣ କାର୍ଯ୍ୟରେ ସାବଧାନ ରୁହନ୍ତୁ , ବ୍ୟସ୍ତତାକୁ ନେଇ ଥକା ହୋଇପାରନ୍ତି । ନୁଆ ବ୍ୟବସାୟରେ ପଇସା ଲଗାଇବାର ଭାବିପାରନ୍ତି ।

୯)ଧନୁ ରାଶି : ଆଜି ଆପଣଙ୍କୁ ଭୁଲ୍ ଉପଦେଶ ଦେଇପାରନ୍ତି , ବ୍ୟର୍ଥ କାର୍ଯ୍ୟରେ ଶକ୍ତି ଖର୍ଚ୍ଚ ବଢିବ , ସଂମ୍ପତ୍ତି ନିବେଶ ନବିକରଣରେ ପଇସା ଖର୍ଚ ହ୍ହୋଇପାରେ , ଟିକିଏ କିଛି ଅସୁବିଧା ଦେଖାଦେଇପାରେ , ଆପଣଙ୍କ ଆର୍ଥିକ ସ୍ଥିତି ଲଗାତାର୍ ଠିକ୍ ହୋଇଯିବ , ଦୁଷ୍ଟଜନଙ୍କ ସହ ସାବଧାନ ରୁହନ୍ତୁ , ଧନ ଲାଭର ଅବସର ହାତରେ ଲାଗିବ , ଘର ବାହାର ପ୍ରସନ୍ନତା ରହିବ , ଆଜି ଦିନରେ ଗୁଡ ଦାନ କରନ୍ତୁ , ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ , କେଉଁ କଥାରେ ଆଜି ବିଚଳିତ ହୋଇପାରନ୍ତି ।

dhanu

୧୦)ମକର ରାଶି : ଆପଣଙ୍କ କେଉଁଠି ଫସି ରହିଥିବା ପଇସା ଫେରି ପାରିବେ , ନିଜ ମୁଲ୍ୟବାନ ସମୟ ନିଜ ଛୁଆଙ୍କ ସହ କଟାନ୍ତୁ , ବ୍ୟବସାୟିକ ଓ ସାମାଜିକ ଦାୟରାରେ ସମ୍ମାନ ଓ ପ୍ରତିଷ୍ଠା ହାସିଲ୍ କରିପାରନ୍ତି , ଜାଗା ବାଡି ନୁଆ ଘର ନେବାର ଯୋଗ ହେଉଛି , ଆର୍ଟ୍ସ ଷ୍ଟୁଡେଣ୍ଟ ଙ୍କ ପାଇଁ ଦିନ ବଢିଆ ରହିବ , କଳା କ୍ଷେତ୍ରରେ ଯୋଡି ହୋଇଥିବା ଲୋକଙ୍କ ପାଇଁ ଦିନ ଶାନଦାର୍ ରହିବ , କେଉଁ ଯୁକ୍ତି ଯୋଗୁଁ ଚିନ୍ତାରେ ରହିପାରନ୍ତି , ସ୍ୱାଭିମାନ ଉପରେ ଆଘାତ ଆସିପାରେ , ଟିକିଏ ଚିନ୍ତା ତ କରିବେ ।

୧୧)କୁମ୍ଭ ରାଶି : କିଛି ଖାସ୍ ମାମଲାରେ ଆଜି ଭୁଲ୍ ହୋଇପାରେ , ଆପଣଙ୍କ କିଛି ମହତ୍ତ୍ୱପୁର୍ଣ୍ଣ ସଭାରେ ଭାଗ ନେଇପାରିବେ , ଯାହା ଦ୍ୱାରା ଅଧିକା ପ୍ରଭାବଶାଳୀ ହୋଇଯିବେ , କିଛି ବିରୋଧୀ ଆପଣଙ୍କୁ ଭଡକାଇକରି ଭୁଲ୍ ପ୍ରମାଣିତ କରିବାରେ ଚେଷ୍ଟା କରିବେ , ଆଖି ସଂବନ୍ଧିତ ସମସ୍ୟା ଦୁର ହୋଇପାରେ , ବିଜନେସ୍ ର୍ ଆପଣ ଯେଉଁ କାମ ହାତକୁ ନେବେ ତାହା ଆପଣଙ୍କୁ ପୁରା ରୁପେ ସଫଳତା ଦେବ , ବିଦ୍ୟାର୍ଥି ବର୍ଗ ଶୈକ୍ଷଣୀକ କାର୍ଯ୍ୟରେ ସଫଳତା ପାଇବେ , ପରିଶ୍ରମ ଅଧିକା ହୋଇପାରେ ।

୧୨) ମୀନ ରାଶି : ଆଜି ଆପଣଙ୍କୁ ଧନ ପ୍ରାପ୍ତିର ଅନୁପ ଅବସର ପ୍ରାପ୍ତି ହେବ , ଆପଣଙ୍କ ରୋମାଣ୍ଟିକ୍ ସଂମ୍ପର୍କ ମାମଲାରେ ଭାଗ୍ୟଶାଳୀ ରହିବେ,  ପ୍ରୋପଟି ମାର୍କେଟ୍ ରେ ଫାଈଦା ମିଳିବାର ସମାଚାର ମିଳିପାରେ , ଭୁମି ଭବନ ଆଦି ସଂମ୍ପତ୍ତି କିଣିବାରେ ଫୋକସ୍ ଯୋଜନା କାର୍ଯ୍ୟନ୍ୱିତ ହେବ , କେଉଁ କାମରେ ମିତ୍ରଙ୍କ ଉପଦେଶ ନେବା ଫାଇଦା ଦାୟକ ହେବ , ପାରିବାରିକ ସଂମ୍ପର୍କ ଯୋଡି ହୋଇଯିବ , କେଉଁ ଭୁଲ୍ ପାଇଁ ଆପଣ ଚିନ୍ତିତ ହୋଇପାରନ୍ତି , କାର୍ଯ୍ୟରେ କିଛି ନୁଆ ପରିବର୍ତ୍ତନ ହେବାର ଲାଭ ମିଳିପାରେ ।

Leave a Reply

Your email address will not be published. Required fields are marked *