sign

ଇଶ୍ଵରଙ୍କ ଶକ୍ତି ଆପଣଙ୍କ ସହ ଯୋଡି ରହିଛି ନା ନାହିଁ ଜାଣନ୍ତୁ ଏହି ପରିଭାଵରେ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଦୁନିଆରେ ଏମିତି ବହୁତ ମଣିଷ ଅଛନ୍ତି ଯେଉଁମାନଙ୍କୁ ଦିବ୍ୟ ମଣିଷ ରୂପେ ଆଶିର୍ବାଦ ମିଳିଛି , ଓ ଏମିତି ମଧ୍ୟ କିଛି ମଣିଷ ଅଛନ୍ତି ଯେଉଁମାନଙ୍କ ମାଧ୍ୟମରେ ଭଗବାନ ଭଲ କାମ କରାଇଥାନ୍ତି , ତେବେ ବନ୍ଧୁଗଣ ଆପଣଙ୍କୁ ଏପରି ଅନୁଭବ ହୋଇଛି କି ଆପଣଙ୍କୁ କୈାଣସି ଦିବ୍ୟ ଶକ୍ତିର ସାସାୟତା ମିଳିଛି ନା ନାହିଁ ,

ତେବେ ଆଜି ଆମେ ଜାଣିବା ଏପରି କିଛି ସଂକେତ ବିଷୟରେ ଯାହା ଦ୍ଵାରା ଆପଣ ଜାଣି ପାରିବେ ଯେ ଆପଣଙ୍କୁ କୈାଣସି ଇଶ୍ଵରୀୟ ଶକ୍ତିର ସାହାଯ୍ୟ ମିଳିଛି ନା ନାହିଁ , ପ୍ରଥମ ହେଲା ଅଚାନକ କୈାଣସି ଶବ୍ଦ ଶୁଣାଯିଵା , ଯଦି ଆପଣ ରାତ୍ରି ସମୟରେ ଶୋଇଛନ୍ତି ହଠାତ୍ ଆପଣଙ୍କୁ କୈାଣସି ଶବ୍ଦ ଶୁଣାଯାଉଛି , କିନ୍ତୁ ଉଠି କରି ଦେଖିଲା ବେଳକୁ କୈାଣସି ଶବ୍ଦ ଶୁଣାଯାଉନାହି ,

bishnu 1

ଯଦି ଏହି ଘଟଣା ଆପଣଙ୍କ ସହ ବାରମ୍ବାର ହେଉଛି ତେବେ ଜାଣିରଖନ୍ତୁ ଯେ ଆପଣଙ୍କ ସହ କୈାଣସି ଇଶ୍ଵରୀୟ ଶକ୍ତି ଯୋଡ଼ି ରହିଛି , ଏହି ସମୟରେ ଆପଣ ଭଗବାନଙ୍କ ଆରାଧନା କରନ୍ତୁ , ଦ୍ଵିତୀୟ ହେଲା ପୂର୍ବାଭାସ ହେବା ଯଦି ଆପଣଙ୍କୁ କୈାଣସି ଘଟଣା ପୂର୍ବରୁ ପୂର୍ବାଭାସ ହେଉଛି ତେବେ ଜାଣିରଖନ୍ତୁ ଭଗଵାନ ଆପଣଙ୍କୁ କିଛି ସଂକେତ ଦେଉଛନ୍ତି , ଏହା ଆପଣଙ୍କୁ ନିଶ୍ଚିତ ରୂପେ ସଫଳତା ପ୍ରାପ୍ତ କରାଇଵ ,

ତୃତୀୟ ହେଲା ଭଲ ଚରିତ୍ର , ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଯେଉଁ ଵ୍ୟକ୍ତିର ଭଲ ଚରିତ୍ର ସ୍ଵଭାବ , ବ୍ୟକ୍ତିତ୍ଵ ଭଲ ରହିଥାଏ ଭଗଵାନ ସେମାନଙ୍କୁ ନିଶ୍ଚିତ ସାହାଯ୍ୟ କରିଥାନ୍ତି , ଯଦି ଆପଣ ଏହିପରି ବ୍ୟକ୍ତିତ୍ଵ ହୋଇଥାନ୍ତି ତେବେ ଭଗବାନ ଆପଣଙ୍କୁ କୈାଣସି ନା କୈାଣସି ରୂପେ ସାହାଯ୍ୟ କରିଥିବେ , ଚତୁର୍ଥ ହେଲା ଭୋର ସମୟରେ ନିଦ ଭାଙ୍ଗିଯାଉଛି ତେବେ ଆପଣ ଏହା ଵୁଝି ଯାଆନ୍ତୁ ଯେ ଆପଣଙ୍କ ଉପରେ କୈାଣସି ଇଶ୍ଵରୀୟ ଶକ୍ତିର କୃପା ରହୁଛି ,

କାରଣ ଏହି ସମୟରେ ଦେଵତା ମାନେ ଜାଗ୍ରତ ହୋଇଥାନ୍ତି , ଯଦି ଆପଣଙ୍କ ପିଲା ବେଳଠାରୁ ଆପଣଙ୍କ ନିଦ ଖୋଲି ଯାଉଛି ତେବେ ଆପଣ ଵୁଝି ନିୟନ୍ତୁ ଆପଣଙ୍କ ଦ୍ଵାରା ଭଗବାନ କିଛି ଶୁଭ କାର୍ଯ୍ୟ କରିବାକୁ ଯାଉଛନ୍ତି , ପଞ୍ଚମ ହେଲା ଯଦି ଆପଣ ସବୁବେଳେ ସଫଳତା ପାଉଛନ୍ତି ତେବେ ଏହା ଧ୍ୟାନ ରଖନ୍ତୁ ଯେ ଆପଣଙ୍କ ଉପରେ କୈାଣସି ଦିବ୍ୟ ଶକ୍ତିର ପ୍ରଭାବ ରହିଛି , ତେବେ ଏହା ଥିଲା ଜାଣିବା କଥା ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *