ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏକ ଏପରି ବିଷୟ ବସ୍ତୁ ବିଷୟରେ କହିବୁ ଯାହା ଆପଣଙ୍କ ଘର ପାଇଁ ଆପଣାଇ ପାରିବେ , ଆମେ ଅନେକ ପ୍ରକାରର ଗଛ ରୋପଣ କରିଥାଉ ଯାହା ପରିବେଶ ପାଇଁ ବହୁତ ଉପକାରୀ ଅଟେ , କିନ୍ତୁ ଶକ୍ତ ଆପଣ ଜାଣିଛନ୍ତି କି ଘର ପାଇଁ ଏପରି କିଛି ଗଛ ରହିଛି ଯାହା ଘର ପାଇଁ ବହୁତ ଶୁଭ ହୋଇଥାଏ ,
ଘରେ ରହିଥିବା ବିଭିନ୍ନ ବାସ୍ତୁ ଦୋଷ ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ନକରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଥାଏ ତେବେ ଆସନ୍ତୁ ଜାଣିବା ଏହି କିଛି ପବିତ୍ର ଗଛ ବିଷୟରେ ,ବନ୍ଧୁଗଣ ସମସ୍ତେ ଚାହିଁଥାନ୍ତି ତାଙ୍କ ଘରର ବାତାବରଣ ସବୁବେଳେ ସୁଦ୍ଧ ରହୁ ବୋଲି , ଆଉ ସକରାତ୍ମକ ଉର୍ଜାର ପ୍ରଭାବ ରହୁ ବୋଲି , ଆଜି ଆମେ ଆପଣଙ୍କୁ ଏପରି କିଛି ଗଛ ବିଷୟରେ କହିବୁ ଯାହାକୁ ଘରେ ଲଗାଇବା ଦ୍ବାରା ଘରର ପରିବେଶ ସକରାତ୍ମକ ରହିବା ସହ ପବନ ଶୁଦ୍ଧ ରହିଥାଏ ,
ଆଉ ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ , ପ୍ରାୟ ଲୋକ ଭଗବାନଙ୍କ ପୂଜା ପାଇ ଫୁଲ ଗଛ ଲଗାଇଥାନ୍ତି , ଏହା ତ ଲଗାଇବା ଉଚିତ କିନ୍ତୁ ଏହା ସହ କିଛି ଏପରି ଗଛ ରହିଛି ଯାହାକୁ ଘରେ ଲଗାଇଲେ ଶୁଭ ହୋଇଥାଏ , ପ୍ରଥମ ହେଲା ଭୃଷଙ୍ଗ ପତ୍ର , ଭୃଶୂ ଗଛ ଘରେ ଲଗାଇବା ଦ୍ବାରା ଶନି ଦୋଷ ଦୂର ହୋଇଥାଏ , ଏହା ଦ୍ଵାରା ହାଇ ବିପି ଓ ଆଖି ରୋଗ ଭଲ ହୋଇଥାଏ ,
ଏଥିପାଇଁ ଏହି ପତ୍ରକୁ ଆପଣଙ୍କୁ ଖାଇବାକୁ ବ୍ୟବହାର କରିବାକୁ ପଡ଼ିବ ,ଦ୍ଵିତୀୟ ହେଲା ଆଲୋଵେରା ଗଛ , ଆଲୋଵେରା ଗଛ ଘରେ ଲଗାଇବା ଦ୍ବାରା ଅମ୍ଳଜାନର ପରିମାଣ ବୃଦ୍ଧି ପାଇଥାଏ , ଓ ଏହା ନକରାତ୍ମକ ଉର୍ଜାକୁ ଘରୁ ବାହାର କରିଦେଇଥାଏ , ଏହି ଗଛ ଦ୍ଵାରା ଘରକୁ ସକରାତ୍ମକ ଉର୍ଜା ଆସିଥାଏ , ତୃତୀୟ ହେଲା ସ୍ପାଇଡର ଗଛ ଏହି ଗଛ କମ ଖରାରେ ବି ପଵନକୁ ଶୁଦ୍ଧ କରିଥାଏ , ଏହି ଗଛ କାର୍ବନ ମନଅକ୍ସାଇଡ ପରି ଗ୍ୟାସକୁ ଘରୁ
ଦୂର କରି ଘରକୁ ଶୁଦ୍ଧ ପବନ ଦେଇଥାଏ , ଏହା ଥିଲା କିଛି ଉପକାରି ଗଛ ଯାହାକୁ ଘରେ ଲଗାଇବା ଦ୍ବାରା ଘରର ବାତାବରଣ ସୁଦ୍ଧ ରହିବ , ଚତୁର୍ଥ ହେଲା ତୁଳସୀ ଗଛ ଯାହା ମାଁ ଲକ୍ଷ୍ମୀଙ୍କ ସ୍ୱରୂପ ଅଟେ , ଏହାକୁ ଘରେ ଲଗାଇ ପୂଜା କରିବା ଦ୍ଵାରା ମାଁ ଲକ୍ଷ୍ମୀଙ୍କ ଆଶିର୍ବାଦ ମିଳିଥାଏ , ଏବଂ ଘରେ ଧନ ବୃଦ୍ଧି ହୋଇଥାଏତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।