b

B ଅକ୍ଷର ନାମ ଥିବା ବ୍ୟକ୍ତିଙ୍କର, ୨୦୨୨ ର ବାର୍ଷିକ ରାଶିଫଳ କେମିତି କଟିବ ଦିନ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମନୁଷ୍ୟ ଜୀବନରେ ସର୍ବଦା କିଛି ନା କିଛି ସମସ୍ୟା ଓ ସଂକଟ ଲାଗି ରାହିଥାଏ ମନୁଷ୍ୟ ଚେଷ୍ଟାକରେ ସେ ସବୁକୁ ସମାଧାନ କରିବା ପାଇଁ ଓ ମନରେ ଆଶା ରଖିଥାଏ ଭବିଷ୍ୟତ ରେ ଏପରି ସଂକଟ ନ ଆସିବା ପାଇଁ ସେଥିପାଇଁ ମନୁଷ୍ୟ ଯଥେଷ୍ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର ଆଦିକୁ ବିଶ୍ଵାସ କରିଥାଏ ସାହାର୍ଯ୍ୟରେ ସେ ନିଜର ଭବିଷ୍ୟତ କୁ ସୁଖମୟ ଓ ସୁନ୍ଦର କରିବା ପାଇଁ ମନରେ ବିଶ୍ୱାସ ଆଣିଥାଏ ଏହାତ ଆପଣମାନେ ଜାଣନ୍ତି ଯେ ବ୍ୟକ୍ତି ର ନାମ ତାର ରାଶି ଉପରେ ଅନେକ ପ୍ରଭାବ ପକାଇଥାଏ ଯେମିତିକି ଵ୍ୟକ୍ତି ର ନାମ ର ପ୍ରଥମ ଅକ୍ଷର ରୁ ହିଁ ଜଣା ପଡିଥାଏ,ଯେ ବ୍ୟକ୍ତି ର ଆଚାର କେମିତି ଓ ବିଚାର କିପରି ସ୍ୱଭାବ ଓ ଗୁଣଜ୍ଞାନ ଓ ଆଗତ ଭବିଷ୍ୟତ କିପରି ,

ତ ବନ୍ଧୁଗଣ ଆଜି ବି ନାମ ବ୍ୟକ୍ତି ଙ୍କ ବିଷୟରେ ଜାଣିବା 2022 ମସିହା ବର୍ଷ ଟି କିପରି କଟିବ ତେବେ ବ ନାମର ବ୍ୟକ୍ତି ବିଶେଷ ଙ୍କ ପାଇଁ 2022 ମସିହାଟି ଶିକ୍ଷା କ୍ଷେତ୍ର ,ସ୍ୱାସ୍ଥ୍ୟ କ୍ଷେତ୍ର ରେ ରାଜନୀତି କ୍ଷେତ୍ର ରେ ଦମ୍ପତ୍ୟ ଓ ପାରିବାରିକ କ୍ଷେତ୍ରରେ ଉଥାନ ପତନ ପରିସ୍ଥିତି ଦେଖା ଦେଇ ପାରେ ବା ମିଶ୍ରିତ ଫଳ ଏ ବର୍ଷରେ ପ୍ରଦାନ କରିବ ତ ବନ୍ଧୁଗଣ ପ୍ରଥମେ ଦେଖିବା କେରିଅର କ୍ଷେତ୍ରରେ କିପରି ଫଳ ପ୍ରଦାନ କରିବ ଯେଉଁ ବ୍ୟକ୍ତି ନୂତନ ଚାକିରି କରିବାକୁ ଛାହୁଛନ୍ତି ବା ନୂତନ ବ୍ୟବସାୟ କରିବା କୁ ଚାହୁଁଛନ୍ତି ବ ଯୋଜନା କରିଛନ୍ତି ସେମାନେ ସଫଳତା ଏ ବର୍ଷ ରେ ନିଶ୍ଚୟ ପାଇବେ କର୍ମକ୍ଷେତ୍ରରେ ଉଚ୍ଚଧିକାରୀ ଓ ବରିଷ୍ଠ ବ୍ୟକ୍ତି ଙ୍କ ସହ ସୁ ସମ୍ପର୍କ ବଳରେ ପ୍ରଶଂସା ଏ ବର୍ଷରେ ମଧ୍ୟ ପାଇବେ କର୍ମ କ୍ଷେତ୍ର ରେ ପଦୌନତି

rasi4

ପାଇଁ ସହକର୍ମୀ ଙ୍କ ସହ ସୁବିଧା ମଧ୍ୟ ପାଇବେ ରାଜନୀତି କ୍ଷେତ୍ରରେ କର୍ତ୍ତବ୍ୟ ନିଷ୍ଟ ଉଦ୍ୟମି ଦକ୍ଷ ଜନପ୍ରିୟ ନିଶ୍ଚିତ ଭାବରେ ବ୍ୟକ୍ତି ପାଖରୁ ପ୍ରଶଂସା ପାଇବେ ରାଜନୀତି କ୍ଷେତ୍ରରେ ସୋଜଗା ହାତ ପାହାନ୍ତାରେ ପାଇବେ ସହଯୋଗି ମାନେ ସହଯୋଗ କରିବେ ସହଯୋଗୀ ମାନଙ୍କ ସହ ଶତ୍ରୁତା ମେଣ୍ଟି ଯିବା ପରେ ଶତ୍ରୁ ମାନେ ଦୁର୍ବଳ ହେଇଯିବେ ନିଜର କର୍ମ ଦ୍ଵାରା ମାନ ସମ୍ମାନ ଅର୍ଜିତ ଆପଣ କରିବେ ଦେଖିବାକୁ ଗଲେ ଆର୍ଥିକ ପରିସ୍ଥିତି ପ୍ରବଳ ମାତ୍ରା ରେ ପରିବର୍ତ୍ତନ ହେବା ର ସମ୍ଭାବନା ରହିଛି ଅର୍ଥାତ୍ ଆର୍ଥିକ ସ୍ଥିତି ପ୍ରତିବିସେଶ ନଜର ରଖିବା ଆବଶ୍ୟକ ଯେ କୌଣସି ଟଙ୍କା ନିବେଶ କରିଲେ ଆଶାତୀତ ଲାଭ ପାଇବେ ବ୍ୟବସାୟ ରେ ଭାଗୀଦାର ଙ୍କ ସହଯୋଗ ରେ ବ୍ୟବସାୟ ର ଉନ୍ନତି ହେବାର ସମ୍ଭାବନା ମଧ୍ୟ ଅଛି ବ୍ୟବସାୟ ର ଉନ୍ନତି ହେବା ସହ ଲାଭବାନ ହେବେ

ଯେଉଁ ମାନେ ସହଯୋଗୀ ମାନଙ୍କ ସହ ମିଶି ବ୍ୟବସାୟ କରୁଛନ୍ତି ଯାହା ଭୂଲ୍ ବୁଝା ଥିଲା ତାହା ନିଶ୍ଚିତ ଦୂର ହେବା ଏବଂ ଦୂର ହେଲେ ଆପଣ ବ୍ୟବସାୟ ରୁ ଅଧିକ ରୁ ଅଧିକ ଲାଭ ପାଇବେ ଯାହା ପାଇଁ ଧନ ସଂପତ୍ତି ର ଅଭାବ ରହିବ ନାହିଁ ,ଶେଷରେ ସନ୍ତାନ ସୁଖ ମିଳିବାର ସମ୍ଭାବନା ମଧ୍ୟ ରହିଛି ବିଦ୍ୟାର୍ଥୀ ମାନେ ବିଦ୍ୟା କ୍ଷେତ୍ର ରେ ଅନେକ ଶୁଭଫଳ ପାଇବେ ପ୍ରତିଯଗିତାମୂଳକ ପରୀକ୍ଷା ପାଇଁ ଯଦି ଆପଣ ପ୍ରସ୍ତୁତି ହେଉଛନ୍ତି ଏହି ସମୟ ଆପଣ ଙ୍କ ପାଇଁ ଅନୁକୂଳ ରହିବ ଯେ କୌଣସି ଶିକ୍ଷ୍ୟା କ୍ଷେତ୍ର ରେ ଶୁଭ ଫଳ ପ୍ରାପ୍ତି କରିବେ ଯେଉ ମାନେ ବିଦେଶ ରେ ରହି ପାଠ ପଢିବାକୁ ଚାହୁଁ ଛନ୍ତି ବା ବିଦେଶରେ ରହୁଛନ୍ତି ସେମାନେ ମଧ୍ୟମ ଶୁଭ ଫଳ ନିଶ୍ଚିତ ପାଇବେ ନୂତନ ଉଚ୍ଚଶିକ୍ଷା ପ୍ରାପ୍ତି ହେବାର ସମ୍ଭାବନା ରହିଛି ପରିବାର ରେ

rasi1

ଆଶା କରୁଥିବା ଖବର ପାଇ ଖୁସି ହେବେ ପୈତୃକ ସଂପତ୍ତି କୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟି ଯିବ ଓ ମାନସିକ ଏକାଗ୍ରତା ବଜାଇ ରହିବ,ପତି ଓ ପତ୍ନୀ ଙ୍କ ସହିତ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ ଓ ପ୍ରେମିକ ଓ ପ୍ରେମିକା ପ୍ରେମ କ୍ଷେତ୍ରରେ ଉନ୍ନତି କରିବେ ସାମ୍ବାଦିକ ମାନେ ଉଦେଶ୍ୟ କୁ ସଫଳ କରିବାରେ ସକ୍ଷମ ହେବେ ଅନେକ ସୁଯୋଗ ହାତ ପାହାନ୍ତାରେ ପାଇବା ଫଳରେ ଉତ୍ସାହ ଵୃଦ୍ଧି ପାଇବ ଜାଗା ଜାମି ଉଚ୍ଚ ବାହନଏ ବର୍ଷରେ କ୍ରୟ କରିବେ କଳା ସାହିତ୍ୟ ସଂସ୍କୃତି କ୍ରୀଡ଼ା କ୍ଷେତ୍ରରେ ପ୍ରଶଂସା ମଧ୍ୟ ପାଇବେ ଅବିବାହିତ ଯୁବକ ଯୁବତୀ ଙ୍କର ବିବାହ ପ୍ରସ୍ତାବ ମାନ ଏ ବର୍ଷରେ ସମାଧାନ ହେବ ତେବେ ଏଇ ବି ଅକ୍ଷର ବ୍ୟକ୍ତି ବିଶେଷ ଙ୍କ ସ୍ୱାସ୍ଥ୍ୟ ସମସ୍ୟା ନିତୀଚର୍ଯ୍ୟରେ ବ୍ୟବଧାନ ହେବ ସ୍ୱାସ୍ଥ୍ୟ ରେ ସାମାନ୍ୟ

ବ୍ୟତିକ୍ରମ ଦେଖା ଦେବ ବି ଅକ୍ଷର ବ୍ୟକ୍ତି ବିଶେଷ ମନେ ଆପଣ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ ଆପଣଙ୍କ ଖାଇବା ପିଇବା ଦିନଚର୍ଯ୍ୟା କୁ ରଖନ୍ତୁ ଏବଂ ସକାଳୁ ସକାଳୁ ଯୋଗ ବ୍ୟାୟାମ ନିଶ୍ଚିତ ଭାବେ କରନ୍ତୁ ଏହା ଯୋଗୁ ଆପଣଙ୍କ ସ୍ୱାସ୍ଥ୍ୟ ରେ ଉନ୍ନତି ଆସିବ,ବି ଅକ୍ଷର ବ୍ୟକ୍ତି ଙ୍କ ପାଇଁ ରୋଗ ଋଣ ଏବଂ ଶତ୍ରୁ ଙ୍କୁ ସାମ୍ନା କରିବାକୁ ପଡିପାରେ ତେଣୁ ଏବର୍ଷ ର ବିଶେଷ ପ୍ରତିକାର ରହିଛି ଜାଣିବା ତେଣୁ ଏ ବର୍ଷ ର ପ୍ରତିକାର ହେଉଛି 1 .କୁଆ ,ପାରା ବା ଛୋଟ ଛୋଟ ଚଢ଼େଇମାନଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ । 2.ଅଶ୍ୱସ୍ତ ଵୃକ୍ଷ ମୂଳରେ ଗୁଡ ଥୋଇ ପ୍ରଣାମ କରନ୍ତୁ ।

3.ହଳଦୀ ଟିକେ ପାଣିରେ ମିଶାଇ ପ୍ରତ୍ୟୁକ ଦିନ ସ୍ନାନ କରନ୍ତୁ ଏହାଦ୍ୱାରା ନିଶ୍ଚତ ଶୁଭ ଫଳ ଏବର୍ଷରେ ପାଇବେ । 4.ଏହାକୁ ନିଶ୍ଚିତ କରନ୍ତୁପ୍ରତ୍ୟେକ ଦିନ ହନୁମାନ ଚାଲିସା ପାଠ କରନ୍ତୁ ଓ ପ୍ରତ୍ୟେକ ଦିନ ଶନି ଦେବଙ୍କ ବିଜୟ ମନ୍ତ୍ର ଓଃ ସ୍ୱଂ ଶନିଶ୍ଚରାୟ ନମଃ ଏହି ମନ୍ତ୍ର କୁ ଯପ କରନ୍ତୁ ଏବଂ ଯଦି ପାରିବେ ପ୍ରତ୍ୟେକ ସଂକ୍ରାନ୍ତି ଓ ସୋମବାର ଦିନ ପୂଜା କରନ୍ତୁ ନଚେତ ଶିବ ମନ୍ଦିର ନିଶ୍ଚିତ ଯାଅନ୍ତୁ ।ବନ୍ଧୁଗଣ ଏହା କଲେ ଏବର୍ଷ ର ଯେତେବି ଅଶୁଭ ଶକ୍ତି ଦୂର ହେବ ।।ଏତିକି କହି ବିଦାୟ ନେଉଛି ଧନ୍ୟବାଦ ଜୟ ଜଗନ୍ନାଥ |ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ |

Leave a Reply

Your email address will not be published. Required fields are marked *