dance

କୋଭିଡ ନିୟମକୁ କରାଗଲା ଉଲଂଘନ, ବିଧାୟିକାଙ୍କୁ ହେଲା ଜେଲ – ଜାଣି ରଖନ୍ତୁ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯୁଗର ପରିବର୍ତ୍ତନ ହେବା ସହିତ ଚଳଚିତ୍ରର ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି , ଦିନକୁ ଦିନ ଚଳଚିତ୍ର ଉନ୍ନତ ହେବାରେ ଲାଗିଛି , ଆଜିର ଏ ଦୁନିଆରେ ଭାରତୀୟ ଚଳଚିତ୍ରକୁ ସାରା ବିଶ୍ଵ ଦେଖୁଛି , ଭାରତୀୟ ଚଳଚିତ୍ର ମଧ୍ୟରୁ ଓଲିଉଡ ଇଣ୍ଡଷ୍ଟ୍ରି ଏବେ ଉନ୍ନତ ହେବାରେ ଲାଗିଛି କାରଣ ଏହାର ପ୍ରଶଂସକ ସାରା ଭାରତରେ ଅଧିକ ଦେଖିଵାକୁ ମିଳୁଛି , ତେଵେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ଅଭିନେତ୍ରୀ ଯେତେ ସୁନ୍ଦର ଓ ଆକର୍ଷଣୀୟ ସେତେ ଷ୍ଟାଇଲିସ ମଧ୍ୟ ହୋଇଥାନ୍ତି ,

ନିକଟରେ ଓଲିଉଡ ଇଣ୍ଡଷ୍ଟ୍ରିରୁ ଏକ ଗୀତ ବାହାରି ଆସିଛି ଯାହା ପ୍ରସଂସକ ମାନଙ୍କୁ ବହୁତ ଆକର୍ଷଣ କରିଛି , ସମସ୍ତଙ୍କ ମନ ଜିତି ନେଇଛି , ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି , କିନ୍ତୁ ଏହି ଗୁଆ ଘିଅ ଗୀତରେ ନାଚ ଆଦି ମହଙ୍ଗା ପଡ଼ିଯାଇଛି , ତେବେ ମହଙ୍ଗା ପଡିଲା ଗୁଆ ଘିଅ ନାଚ ବିଧାୟିକାଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି , ନୂଆ ବର୍ଷ ପାଇଁ ରାଜ୍ୟ ସରକାର କଟକଣା ଲାଗୁ କରିଥିଵା ଵେଳେ ଏହାକୁ ଖୋଲା ଖୋଲି ଭାବେ ଉଲଂଘନ କରିଛନ୍ତି କବି ସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ , ରାଜ୍ୟ ସରକାରଙ୍କ କଟକଣା ସମସ୍ତଙ୍କ ପାଇଁ ସମାନ ,

dance

ନୂଆ ବର୍ଷ ବେଳେ ମନ୍ଦିର ବନ୍ଦ ରହିଥିବା ବେଳେ ବିଧାୟିକା କିପରି ରଙ୍ଗାରଙ୍ଗ କାର୍ଯ୍ୟରେ ଯୋଗ ଦେଲେ , ଏ ନେଇ ସାଙ୍ଘାତିକ ଅଭିଯୋଗ ଆଣି ଗଞ୍ଜାମ ଜିଲ୍ଲା ଉତ୍ତରା ଥାନାରେ ଏତଲା ଘୁମୁସୁର ସାଙ୍ଗାଠିକ ବିଜେପି କମିଟି ସଭାପତି ପ୍ରମୋଦ ପଣ୍ଡା , ଗତ ଜାନୁଆରୀ ୨ ତାରିଖରେ ଗଞ୍ଜାମ ଜିଲ୍ଲା ବେଗୁନିଆ ପଡ଼ା ଅରବିନ୍ଦ ଶିକ୍ଷା କେନ୍ଦ୍ରରେ ବିଧାୟିକା ଲତିକା ପ୍ରଧାନ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିବା ସହ ନାଚ ଗୀତ କରିଥିଲେ , ତେବେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଏଠାରେ ଲୋକେ ଏକାଠି ହୋଇଥିଲେ , କିନ୍ତୁ କାହା ମୁହଁରେ ମାସ ଵା ସାମାଜିକ ଦୂରତା ନଥିଲା ,

1

 

ସେନେଇ ବିଧାୟିକାଙ୍କ କାର୍ଯ୍ୟ କ୍ରମ ବିରୋଧ କରି ଥାନାରେ ଏତଲା ଦାୟଲ କରିଛନ୍ତି , ବିଧାନସଭାର ମୁଖ୍ୟ କର୍ତା କହିଛନ୍ତି ଜାନୁଆରୀ ୧,୨ ସରକାରଙ୍କ ତରଫରୁ କୋଭିଡ କଟକଣା ଲାଗୁ କରାଯାଇଥିଲା , ୧୪୪ ଧାରା ଲଗାଯାଇଥିଲା ମନ୍ଦିର ଯିବା ମଧ୍ୟ ବନ୍ଦ ହୋଇଯାଇଥିଲା , କିନ୍ତୁ ବେଗୁନିଆ ପଡ଼ାରେ କବି ସୂର୍ଯ୍ୟ ବିଧାୟିକା ଗୋଟିଏ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କ୍ରମ କରିଥିଲେ ଯେଉଁଥିରେ ହଜାର ହଜାର ଲୋକ ରୁଣ୍ଡ ହୋଇଥିଲେ ଯେଉଁଠାରେ କାହା ମୁହଁରେ ମାସ ନଥିଲା , ସୋସିଆଲ ଡିସଟାନ୍ସ ନଥିଲା , ପୁରା ପୁରି କୋଭିଡ ନିୟମକୁ ଉଲ୍ଲଂଘନ କରାଯାଇଥିଲା ,

ଗୋଟିଏ ଶିକ୍ଷା ଅନୁଷ୍ଠାନ ଭିତରେ ନାଚ ଗୀତର ବ୍ୟବସ୍ଥା କରାଯାଇଥିଲା , ସେଥିପାଇଁ ଆହୁରି ମଧ୍ୟ କହିଛନ୍ତି ଯେ କଣ ଦେଶରେ ବିଜେଡ଼ି ଦଳ ପାଇଁ ନିୟମ ଅଲଗା ଓ ଜନତା ମାନଙ୍କ ପାଇଁ ତା’ର ନିୟମ ଅଲଗା , ବିଧାୟିକା ଯେହେତୁ ସେଠାରେ ରହି ଏହି କାର୍ଯ୍ୟ କ୍ରମ କରିଥିଲେ ତେଣୁ ତାଙ୍କ ନାମରେ ଅଭିଯୋଗ ଟି କରାଯାଇଛି , ଏହା ଉପରେ ଯଦି ପ୍ରସାସନ ଯଦି ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଏ ତେବେ ଭାରତୀୟ ଜନତା ପାର୍ଟି ତାର ବିରୋଧ ପ୍ରଦର୍ଶନ କରିବ , ଆଗାମୀ ଦିନରେ ଏହି ପ୍ରତିରୋଧକ ଜୋର ଜବରଦସ୍ତ ହେବ , ତେବେ ଦେଖିବା ସରକାର ଏହା ପ୍ରତି କେଉଁ କାର୍ଯ୍ୟ ଅନୁଷ୍ଠାନ ନେବେ , ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *