ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭୁଲ ଜୀବନ ଶୈଳୀ ଓ ଖରାପ ଖାଦ୍ୟ ପେୟ ଯୋଗୁ ଆଜିକାଲି ଅର୍ଶ ,ଭଗନ୍ଦର ଓ ମଳକଣ୍ଟକ ଭଳି ସମସ୍ୟା ପାଉଥିବେ ଯାହାକୁ ଆମେ ଅର୍ଶ ବା ପାଇଲସ କୁହାଯାଏ ।ଏହା ବହୁତ କଷ୍ଟ ଦେଇଥାଏ ତେବେ ଯଦି ଅପଣଙ୍କୁ ଏହି ରୋଗ ହେଇଥାଏ ତେବେ ଏହା କୁ ଅର୍ଶ କୁହାଯାଏ ସେଥିପାଇଁ ଆପଣଙ୍କୁ ବସିବା ଉଠିବା ରେ ବହୁତ କଷ୍ଟ ହୋଇଥାଏ ଏବଂ ରକ୍ତ ମଧ୍ୟ ପଡିଥାଏ ।
ଏବଂ ଚିନ୍ତା କରିବା ର ଆବଶ୍ୟକ ତା ନାହିଁ ।ଏହା ପାଇଁ ଘରୋଇ ଉପଚାର ଦୁଇଟି ରହିଛି । ଅର୍ଶ ର ବିଭିନ୍ନ ପ୍ରକାର କାରଣ ରହିଛି ଆପଣ ଙ୍କୁ ଗ୍ୟାସ ଓ ଏସିଡ ଭଳି ସମସ୍ୟା ଓ ଆପଣଙ୍କ ପେଟ ସଫା ହେଉନାହିଁ ତାହେଲେ ଆପଣଙ୍କୁ ଏହି ରୋଗ ରେ ପଡ଼ିବାକୁ ପଡିଥାଏ ।ତେବେ ଅର୍ଶ ଭଳି ସମସ୍ୟା ରୁ କେମିତି ମୁକ୍ତି ପାଇବେ ।ବନ୍ଧୁଗଣ ଆପଣଙ୍କୁ ପ୍ରଥମେ ଲାଜକୋଳି ପତ୍ର
ଆଣିବାକୁ ପଡିବ ଓ ତାହାକୁ ଭଲ ଭାବେ ଧୋଇ ଦେବେ ଏବଂ ଅନ୍ୟଟି କଞ୍ଚା ଗାଈ କ୍ଷୀର ନେବେ ଯଦି ମିଳୁନାହିଁ ତାହେଲେ ଓମ୍ଫେଡ଼ କ୍ଷୀର ନେଇପାରିବେ କିନ୍ତୁ କଞ୍ଚା ହବା ଆବଶ୍ୟକ ।ତେବେ ଏହି ପତ୍ରକୁ କ୍ଷୀର ରେ ପକାଇ ଦିଅନ୍ତୁ ଏବଂ ସେବନ କରନ୍ତୁ କିଛି ଦିନ କଲାପରେ ଦେଖିବେ ଆପଣ ଅର୍ଶ ଭଳି ସମସ୍ୟା ରୁ ସମ୍ପୂର୍ଣ୍ଣ ମୁକ୍ତି ପାଇବେ ।ଯଦି ରୋଗ ଅଳ୍ପ ଦିନ ହେଲା ହେଇଚି ତେବେ ତିନି ଦିନ
ଏହି ଉପଚାର କରନ୍ତୁ ।ଯଦି ଆପଣଙ୍କ ର ରୋଗ ବହୁତ ଦିନ ହେଲେଣି ତାହେଲେ ପନ୍ଦର ଦିନ କରନ୍ତୁ ସମ୍ପୂର୍ଣ୍ଣ ଭାଲହେଇଯିବ ।ଯଦି ଅର୍ଶ ରୁ ରକ୍ତ ପଡୁଛି ତେବେ ଏହାର ଉପାଚାର ପ୍ରଥମେ ଗେଣ୍ଡୁ ପତ୍ର ନିଅନ୍ତୁ ତାପରେ ତାକୁ ଧୋଇ ଦିଅନ୍ତୁ ତାପରେ ବାଟି ପ୍ରସ୍ତୁତ କରନ୍ତୁ ଏବଂ 10 ଟି ଗୋଲ ମରିଚ ସେଥିରେ ପକାନ୍ତୁ ଦୁଇ ଟିକୁ ଭଲସେ ବାଟି ଅଢେ଼ଇଶ ଲିଟର ର ପାଣି ନିଅନ୍ତୁ ଏବଂ ପେଷ୍ଟ କୁ ମିଶାଇ ଦିଅନ୍ତୁ ।ମିଶେଇ ସରିବା ପରେ ଏହାକୁ ସେବନ କରନ୍ତୁ ।ଦେଖିବେ ରୋଗ ରୁ ସମ୍ପୂର୍ଣ୍ଣ ପାଇବେ।ଏତିକି କହି ବିଦାୟ ନେଉଛି ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।