ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି ଧନ ର ଦେବୀ ଲଷ୍ମୀ ତାଙ୍କ ଘରେ ସବୁଦିନ ରୁହନ୍ତୁ ।ମା ଲଷ୍ମୀ ମଧ୍ୟ ତାଙ୍କର ସମ୍ପୁର୍ଣ୍ଣ କୃପା ଦେବା ପାଇଁ ଚେଷ୍ଟା କରନ୍ତି ।କିନ୍ତୁ କେତେକ ବ୍ୟକ୍ତି ଏହା ଭାବି ଚିନ୍ତିତ ହୁଅନ୍ତି ଯେ ମା ଲଷ୍ମୀ ଙ୍କୁ ଯେତେ ପୂଜା କଲେ ବା ଡାକିଲେ ମା ଶୁଣୁନାହାଁନ୍ତି ଓ ଧନ ସମ୍ପତ୍ତି ବୃଦ୍ଧି ହେଉ ନାହିଁ ।ଏହାର କାରଣ କଣ ଆପଣ ଜାଣିଛନ୍ତି କି ମା ଲଷ୍ମୀ
ବା ତାଙ୍କ ଭଉଣୀ ଅଲଷ୍ମୀ ସାଥିରେ ସବୁବେଳେ ରୁହନ୍ତି ।ଆପଣ ଜାଣିନାହାନ୍ତି ଯଦି ଜାଣନ୍ତୁ ତାଙ୍କ ଭ୍ରମଣ ସମୟ କେତେବେଳେ ସକାଳ 5.30 ରୁ 7.30ଏବଂ ସନ୍ଧ୍ୟା ରେ 5.30 ରୁ 7.30 ଯାଏ ଭ୍ରମଣ କରନ୍ତି ।ଆଉ ମାଲଷ୍ମୀ ଙ୍କୁ ଯାହାଙ୍କ ଘର ଭଲ ଲାଗେ ତାଙ୍କ ଘରକୁ ଯାଆନ୍ତି ଏବଂ ଅଲଷ୍ମୀ ଙ୍କୁ ଯାହା ଘର ଭଲ ଲାଗେ ତାଙ୍କ ଘରକୁ ଯାଆନ୍ତି ।ଜାଣନ୍ତୁ ଆମେ ଦେଖିବା ଯେ ସକାଳ ଓ ସନ୍ଧ୍ୟା ର 5.30ରୁ 7.30 ପର୍ଯ୍ୟନ୍ତ ଏଇ ଦୁଇ ଘଣ୍ଟା ବିଶେଷ ଆମେ
କେଉଁ କଥାର ଧ୍ୟାନ ରଖିବା ଆବଶ୍ୟକ ।ଯଉଁଠି ଆମ ଘରେ ମା ଲଷ୍ମୀ ରହିବେ ଆଉ ଅଲଷ୍ମୀ ଦୂରେଇ ଯିବେ ।ଆମେ ଜୀବନ ରେ କେମିତି ସୁଖରେ ରହିବା କାରଣ ଆମ ଘରେ ସବୁବେଳେ ପରିସ୍କାର ରଖିବା ଆଉ ଗେଟ ର ଆଗରେ ସଫାସୁତୁରା ରଖିବା ।ଯଦି ଅପରିଷ୍କାର ରଖିବେ ତାହେଲେ ଘରକୁ ଅଲଷ୍ମୀ ଘରକୁ ଆସିବେ ।ଘର ଦ୍ୱାର ର କିଛି ଶୁଭ ଚିହ୍ନ ର ଝୋଟି ଅଙ୍କାନ୍ତୁ କିମ୍ବା ଦ୍ୱୀପ ଲଗାନ୍ତୁ ।
ଏଇ ଦୁଇ ଘଣ୍ଟା ସମୟରେ ଘରେ କିମ୍ବା ଦୋକାନ ରେ ପୂଜାର୍ଚ୍ଚନା କରନ୍ତୁ ।ମିଠା ଲଡୁ ଭୋଗ ଲଗାନ୍ତୁ ଏବଂ ବାଣ୍ଟି ଦିଅନ୍ତୁ ଏହି ସମୟରେ ଦ୍ୱାରରେ ବସନ୍ତୁ ନାହିଁ ।ସନ୍ଧ୍ୟା ରେ ତୁଳସୀ ଗଛ ମୂଳରେ ଦ୍ୱୀପ ଲଗାନ୍ତୁ ଏବଂ କିଛି ଖାଦ୍ୟ ଖାନ୍ତୁ ନାହିଁ ।କିଛି ଝଗଡ଼ା କରନ୍ତୁ ନାହିଁ ଏବଂ ଝାଡୁ କିମ୍ବା ପୋଛା ପୋଛି କରନ୍ତୁ ନାହିଁ ଏହି ସମୟରେ ଗାଧୋଇବା ଉଚିତ ନୁହେଁ ବ ଶୋଇ ବେ ନାହିଁ ଶୋଇ ଲେ ବହୁତ ଅଶୁଭ ହୋଇଥାଏ ।ଏହି ସମୟରେ କାହାରିକୁ ଲୁଣ କିମ୍ବା ଦହି ଦିଅନ୍ତୁ ନାହିଁ ।ଏତିକି କହି ବିଦାୟ ନେଉଛି ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।