ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟେକ ଅଙ୍କ ଆମ ଜୀବନ ସହିତ ଯୋଡି ହୋଇ ରହିଥାଏ , ଏବଂ ଅଙ୍କ ଶାସ୍ତ ଅନୁସାରେ ସମସ୍ତ ଗ୍ରହ ମଣ୍ଡଳ ସମସ୍ତ ଜୀଵ ଶକ୍ତି ସମସ୍ତ ଦେଵୀ ଦେଵତା ଏବଂ ସମସ୍ତ ଧନ ଆକର୍ଷଣର କାରଣ ହୋଇଥାଏ , ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଏହିପରି ତିନୋଟି ସଂଖ୍ୟା ଅଛି ଯାହାକୁ କେହି କୈାଣସି ଶନି ମନ୍ଦିରରେ ଲେଖି ଆସନ୍ତି ତେବେ ଆପଣଙ୍କରର ଭାଗ୍ୟ ଉଜ୍ବଳ ମୟ ହୋଇ ଉଠିବ ,
ଆପଣଙ୍କ ଜୀବନରେ ଚମତ୍କାର ହେବାକୁ ଲାଗିବ , ଏହି ଉପାୟରେ ଏବଂ ଦୀନ ହୀନ ଦରିଦ୍ର ଵ୍ୟକ୍ତି ଚାକିରି ବ୍ୟବସାୟ ରୋଜଗାର ଯାହା ବି ଇଛା ରଖିଥିବେ , ଏପରି କି ଆପଣଙ୍କ ମନରେ ଲୁଚି ରହିଥିଵା ଇଛା ମଧ୍ୟ ଉଦୟ ହୋଇଥାଏ କେବଳ ଏତିକି ଚେଷ୍ଟା କରିବାର ଅଛିକି ଏହି ସଂଖ୍ୟାକୁ କୈାଣସି ଶନିବାର ଦିନ କୈାଣସି ଶନି ମନ୍ଦିରରେ ଲେଖିବାକୁ ହେବ , ତେବେ ଏହି ଅଙ୍କ ବା ସଂଖ୍ୟା କ’ଣ ହୋଇଥାଏ ଆସନ୍ତୁ ଜାଣିନେଵା ,
ସେହି ଅଙ୍କ ମଧ୍ୟରୁ ପ୍ରଥମ ଅଙ୍କ ହେଉଛି ୧ , ଏହି ଅଙ୍କ ହେଉଛି ସୂର୍ଯ୍ୟଙ୍କର ପ୍ରତିକ , ଦ୍ଵିତୀୟ ଅଙ୍କ ହେଉଛି ୮ , ୮ ଅଙ୍କ ହେଉଛି ଶନିଙ୍କ ପ୍ରତିକ , ଶନିଙ୍କ ଶୁଭ ଅଙ୍କ ହେଉଛି ୪ , କୈାଣସି ବି ମନ୍ଦିରକୁ ଯାଇ ସେହି କାନ୍ଥରେ ଲେଖିଦିଅନ୍ତୁ ୧,୮,୪ ଏହି ସମସ୍ତ ଅଙ୍କକୁ ମିଶାଇଲେ ୧୩ ହୋଇଥାଏ ଯାହାକି ଭଗଵାନ ଶିବଙ୍କ ୧୩ ମୁଖ୍ୟ ଲିଙ୍ଗ ସ୍ଵରୁପ ହେଉଛନ୍ତି ଶିବ ଶଙ୍କର , ଏହି ୧୩ ଅଙ୍କ କୁ ଦିବ୍ୟ ଅଙ୍କ ବୋଲି କୁହାଯାଏ ଏବଂ ସମସ୍ତ ସଂସାର ଏଥିରେ ନିଵାସ କରିଥାନ୍ତି , ଏବଂ ଏହାକୁ ଇଛାଵୃତ୍ତି ଅଙ୍କ ମଧ୍ୟ ମାନିଥାନ୍ତି ,
ଏହି ଅଙ୍କଟି ଜୀବନକୁ ଅନ୍ଧକାର ମୟ କରିଦେଇଥାଏ , ସୂର୍ଯ୍ୟ ଆମର ଜୀବନର ଅନ୍ଧକାର ଦୂର କରିଥାନ୍ତି , ଆମ ଜୀବନରେ ଚାଲୁଥିବା ସମସ୍ତ ସମସ୍ୟା ମଧ୍ୟ ଦୂର କରିଥାନ୍ତି , ୮ ଅଙ୍କ ହେଉଛି ସମସ୍ତ କର୍ମର କର୍ମ ଫଳ , ଆମକୁ କର୍ମ ଅନୁସାରେ କୈାଣସି ଫଳ ମିଳିନଥାଏ , ଏହି ରୂପେ ଶନି ଦେବ କର୍ମର ଫଳ ପ୍ରଦାନ କରିଥାନ୍ତି , ଏହି ୪ ଅଙ୍କ ହେଉଛି ଶୁଭତ୍ବର ପ୍ରତିକ ,
ଏହି ଅଙ୍କ ଅନୁସାରେ ଶନି ଦେବ ଆମକୁ ଶୁଭତ୍ବ ପ୍ରଦାନ କରିଥାନ୍ତି , ଏଥିପାଇଁ କୈାଣସି ମନ୍ଦିରକୁ ଯାଇ ୧,୮,୪ ଅଙ୍କ ଲେଖି ଆସିବାର ଅଛି , ଏହା ଦ୍ଵାରା ସାରା ବର୍ଷ ଆପଣଙ୍କ ଘରକୁ ଟଙ୍କା ପଇସା ଆସିଵାକୁ ଲାଗିବ , ତେବେ ଏହା ଥିଲା କିଛି ଉପାୟ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ ॥ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।