17

ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ସଂକେତ ସାବଧାନ – ଜାଣି ରଖନ୍ତୁ ପୁରା ଖବର |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ନିଜ ଜୀବନରେ କିଛି ନୂଆ କଥା ଜାଣିବାକୁ ଚାହିଥିଲେ ଜାଣନ୍ତୁ ଏହି କଥା ବିଷୟରେ , ଏହି ସଂସାରରେ ମୃତୁ ହି ସବୁଠାରୁ ବଡ ସତ୍ୟ ମନୁଷ୍ୟ ହେଉ କିମ୍ବା ଭଗବାନ ଯିଏବ ବି ଏହି ସଂସାରରେ ଜନ୍ମ ନେଇଛନ୍ତି ତାଙ୍କୁ ମାରିବାକୁ ହି ପଡି ଥାଏ ଆଜି ଆମେ ଜାଣିବା ଗରୁଡ ପୂରଣ ଅନୁସାରେ ମୃତ୍ୟ ର ଠିକ ଚାଳିଶ ମିନିଟ ପୂର୍ବରୁ ହେଉଥିବା ଅତ୍ୟନ୍ତ ଭୟାନକ ଓ ଦର୍ଦନାକ ଘଟଣା ତେବେ ଆସନ୍ତୁ ଜାଣିବା କ’ଣ ଘଟିଥାଏ , ଏହି ସଂସାରରେ ଜନ୍ମ ନେଇଥିବା ପ୍ରତ୍ୟେକ ଵ୍ୟକ୍ତି ଏହା ଭାଵିଥାନ୍ତି ଯେ ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତ କରିବା ପାଇଁ ସେଥିପାଇଁ ମୃତ୍ୟୁ ସମୟ ଆସିବା ପୂର୍ବରୁ ଅନେକ ପ୍ରକାରର ଦାନ ଧର୍ମ ,

ଯଜ୍ଞ ଏବଂ ପୂଜା ପାଠ ପରି ପୁଣ୍ୟ କର୍ମ ଆଦି କରିଥାନ୍ତି , ଭିନ୍ନ ଭିନ୍ନ ତିର୍ଥ ସ୍ଥାନ ଭ୍ରମଣ କରିଥାନ୍ତି , ଏବଂ ଭାଵିଥାନ୍ତି ତୀର୍ଥ ସ୍ଥାନରେ ମୃତ୍ୟୁ ହେବା ଦ୍ଵାରା ବା ମୃତ୍ୟୁ ପରେ ସେମାନଙ୍କ ଅସ୍ଥିକୁ ତୀର୍ଥ ଜଳରେ ଭସାଇବା ଦ୍ଵାରା ତାଙ୍କୁ ମୁକ୍ତି ମିଳିଥାଏ , ଏବଂ ସେମାନଙ୍କର ସମସ୍ତ ପାପ ନଷ୍ଟ ହୋଇଯାଇଥାଏ , ସେମାନଙ୍କୁ ଯମ ଦଣ୍ଡର ଯନ୍ତ୍ରଣା ସହିବାକୁ ପଡ଼ିନଥାଏ , ସେମାନେ ଜନ୍ମ ଓ ମୃତ୍ୟୁରୁ ମୁକ୍ତି ପାଇ ପର ଲୋକ ଯାଇଥାନ୍ତି , ଗରୁଡ଼ ପୁରାଣ ଅନୁସାରେ ଏହା ସଂପୁର୍ଣ୍ଣ ରୂପେ ଅସତ୍ୟ ଅଟେ , ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁର ଠିକ ୪୦ ମିନିଟ ପୂର୍ବରୁ ମୃତ୍ୟୁର ଆତ୍ମାକୁ କାଶି ତୀର୍ଥରେ ବିରାଜମାନ ଭଗଵାନ କାଳ ଭୈରବ ନାଥଙ୍କ ଦ୍ଵାରା ସୁଦ୍ଧ କରାଯାଏ ,

deathhh

ଏବଂ ସେମାନଙ୍କୁ ଭୈରବୀ ଦଣ୍ଡ ଦିଆଯାଏ , ଭୈରବୀ ଦଣ୍ଡ ଅତ୍ୟନ୍ତ ଭୟଙ୍କର ହୋଇଥାଏ , ଏହା ନର୍କ ଯନ୍ତ୍ରଣା ଠାରୁ ମଧ୍ୟ ଅତ୍ୟଧିକ କଷ୍ଟ ଦାୟକ ହୋଇଥାଏ , ଏହା ପରେ ଚାଳିଶ ସେକେଣ୍ଡ ପରେ ଵ୍ୟକ୍ତିର ଖରାପ ଓ ଭଲ କର୍ମ ଫଳ ଦେଖାଇଦେଇଥାଏ , ଯାହା ଦ୍ଵାରା ଵ୍ୟକ୍ତିକୁ ତାର ଭଲ ଓ ଖରାପ କର୍ମର ଅନୁଭୁତି ହୋଇଥାଏ , ଏବଂ ଯଦି ଵ୍ୟକ୍ତି କୈାଣସି ପ୍ରକାର ବି ଖରାପ କର୍ମ କରିଥାଏ ତାକୁ ତାର ହଜାର ଗୁଣା ଅଧିକା କଷ୍ଟ ଭୋଗିବାକୁ ପଡ଼ିଥାଏ , ଏହା ପରେ ବ୍ୟକ୍ତିକୁ କିଛି ଭଲ କର୍ମର କିଛି ଭଲ ଗୁଣ ଯୋଗୁଁ ଖୁସି ମିଳିଥାଏ ,

ଏବଂ ଖରାପ କର୍ମର ଭୟଙ୍କର ପୀଡ଼ା ପ୍ରାପ୍ତି ହୋଇଥାଏ , ଏବଂ ଏହି ପୀଡ଼ା ଏତେ କଷ୍ଟ ଦାୟକ ହୋଇଥାଏ ବା ଦର୍ଦନାକ ହୋଇଥାଏ ଯେପରି ଵ୍ୟକ୍ତି କୁ ଗରମ ତେଲରେ ପକାଇ ଦିଆଯାଉଛି , ସେହିପରି ଅନୁଭବ ହୋଇଥାଏ , ଗରୁଡ଼ ପୁରାଣ ଅନୁସାରେ ଏପରି କରାଯିବାର କାରଣ ଏହା କି ସେହି ଚାଳିଶ ସେକେଣ୍ଡରେ ଵ୍ୟକ୍ତିର ସବୁ ଭଲ ଓ ଖରାପ କର୍ମର ଫଳ ନଷ୍ଟ ହୋଇଯାଇଥାଏ , ଏବଂ କିଛି ସମୟ ପରେ ଵ୍ୟକ୍ତିର ଆତ୍ମା ଶୁଦ୍ଧ ହୋଇଯାଇଥାଏ ତେବେ ତାର ଆତ୍ମା ପରମାତ୍ମା ସହ ଵିଲିନ ହୋଇଯାଇଥାଏ , ଏବଂ ଶେଷରେ ସେ ଜନ୍ମ ଓ ମୃତ୍ୟୁରୁ ମୁକ୍ତି ପାଇଯାଇଥାଏ , ତେବେ ଏହା ଥିଲା ସେହି ସଂକେତ ଯାହା ମୃତ୍ୟୁ ପୂର୍ବରୁ ମିଳିଥାଏ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *