18

ଘରେ ଝାଡୁ ଯଦି ଏପରି ରଖୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ବସ୍ତୁ ହେଉଛି ଘରେ ଝାଡୁକୁ କେଉଁ ଜାଗାରେ ରଖିବା ଦରକାର ଓ ଝାଡୁ ରଖିବା ଦ୍ଵାରା ଆମ କେଉଁ ଲାଭ ହୋଇଥାଏ , ସାଧାରଣତଃ ଆମ ହିନ୍ଦୁ ଧର୍ମ ଅନୁସାରେ ଆମ ଘରେ ଘରେ ପ୍ରାୟ ପ୍ରତ୍ୟେକଙ୍କ ଘରେ ‌ଝାଡୁ ଆମେ ବ୍ୟବହାର କରିଥାଉ , କିନ୍ତୁ କଣ ଆପଣ ଜାଣିଛନ୍ତି କି ଝାଡୁ ହେଉଛି ମାଁ ଲକ୍ଷ୍ମୀଙ୍କ ସ୍ଵରୁପ ବା ଝାଡୁକୁ ମାତା ଲକ୍ଷ୍ମୀଙ୍କ ସହିତ ତୁଳନା କରାଯାଛି ,

ଯଦି ଝାଡୁକୁ ଆପଣ ଅସମ୍ମାନ କରିବେ ଗୋଡ଼ରେ ଲଗେଇବେ ବା ଝାଡୁରେ କାହାକୁ ପିଟିଵେ ତେବେ ମାଁ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି , ତେଣୁ ଭୁଲରେ ବି ଝାଡୁକୁ କେବେ ଗୋଡ଼ରେ ମାରନ୍ତୁ ନାହିଁ , ଆଉ କେବେ ଝାଡୁକୁ ଗୋଡରେ ଆଡାନ୍ତୁ ନାହିଁ , ଏବଂ ବିଶେଷ କରି ଶନିବାର ଦିନ ଆପଣ କେବେବି ଘରକୁ ଝାଡୁ ଆଣିବେ ନାହିଁ ଏବଂ ଘରର ପଶ୍ଚିମ ଦିଗରେ ଯଦି ଝାଡୁ ରଖାଯାଏ ସେ ଘରେ ଧନଧାନ୍ୟ ପୁର୍ଣ ହେବା ସହିତ ଘରେ ସବୁବେଳେ ମଙ୍ଗଳ ହୋଇଥାଏ ଏବଂ ମାଁ ଲକ୍ଷ୍ମୀଙ୍କ ଅପାର

laxmi

କୃପା ସେହି ଘର ଉପରେ ରହିଥାଏ , ଘରେ ଯେତେବେଳେ ଆପଣ ଝାଡୁ ରଖୁଛନ୍ତି ତେବେ ଏପରି ଏକ ସ୍ଥାନରେ ରଖନ୍ତୁ ଯେଉଁଠାରେ ବାହାର ଲୋକଙ୍କ ନଜର ନ ପଡେ , ଏବଂ ଯେତେବେଳେ ଝାଡୁ ଆପଣଙ୍କ ଘରେ ରଖୁଛନ୍ତି ଧ୍ୟାନ ସହକାରେ ଏହାକୁ ଠିଆ କରି ରଖନ୍ତୁ ନାହିଁ , ଏହାକୁ ସବୁବେଳେ ଶୋଆଇ ରଖନ୍ତୁ , ଘରେ ଝାଡୁ ମାରିବା ସମୟରେ ମାଁ ଲକ୍ଷ୍ମୀଙ୍କୁ ଧ୍ୟାନ କରି ଝାଡୁ ମାରିବା ଉଚିତ ,

ଏବଂ ସକାଳେ ସୂର୍ଯ୍ୟ ଉଦୟ ପୂର୍ବରୁ ଘରେ ଝାଡୁ ଲଗାଇବା ଉଚିତ , ସନ୍ଧ୍ୟା ସମୟରେ ବା ସୂର୍ଯ୍ୟ ଅସ୍ତ ପରେ ଘରେ କେବେ ଝାଡୁ ଲଗାଇବା ଉଚିତ ନୁହେଁ , ସନ୍ଧ୍ୟା ସମୟରେ ଘରୁ ବାହାରୁଥିବା ଅଳିଆ ଘର ବାହାରେ ଫିଙ୍ଗନ୍ତୁ ନାହିଁ ତେବେ ଏହା ଥିଲା କିଛି ଜାଣିବା କଥା ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *