ଆଜି ଆମେ ଜାଣିବା ବାହାଘର ପୁର୍ବରୁ କୌଣସି ଝିଅ ସହିତ କଥାବାର୍ତା ହେଲା ସମୟରେ ତାକୁ କେଉଁ ପ୍ରଶ୍ନ ପଚାରିବା ଜରୁରୀ ହୋଇଥାଏ।କାରଣ ବାହାଘର ଗୋଟିଏ ବହୁତ ବଡ଼ କାମ ହୋଇଥାଏ।ପୁରା ପୁରି ଜୀବନର ପ୍ରଶ୍ନ ହୋଇଥାଏ।ଏଇଟା ଗୋଟିଏ ଛୋଟ ଖେଳ ନୁହେଁକି ଯାହା କରିଦେଲ କରିଦେଲ।ବାହାଘର ଗୋଟିଏ ବହୁତ ବଡ଼ କଥା।ଏହା ଆପଣଙ୍କର ଜୀବନର ବହୁତ ବଡ଼ ନିଷ୍ପତି ହୋଇଥାଏ।ଏଠାରେ ଆପଣଙ୍କୁ ଝିଅଟିର ବିଷୟରେ କିଛି ଜାଣିବା ଦରକାର ହୋଇଥାଏ।ବାହାଘର ପୁର୍ବରୁ ଝିଅଟିକୁ କେତେଗୋଟି ପ୍ରଶ୍ନ ପଚାରିବା ବହୁତ ଆବଶ୍ୟକ ହୋଇଥାଏ।ଏଠାରେ ଆପଣ ତାକୁ ପ୍ରଥମେ ପଚାରିବେ କଣ ତମେ ମୋର ପ୍ୟାରେଣ୍ଟସଙ୍କର ସହିତ ରହିବାରେ କମ୍ପଟ ଅଛ।ଦେଖନ୍ତୁ ଆଜିକାଲିର ଝିଅ ମାନେ ଏପରି ହୋଇଗଲେଣି ଯିଏକି ବହୁତ ଅଲଗା ରହିବାକୁ ଚାହୁଁଛନ୍ତି।ଏଠାରେ ଆପଣ ଝିଅଟିକୁ ପଚାରିବା ଜରୁରୀ ହୋଇଥାଏକି କଣ ତମେ ମୋ ବାପା ଆଉ ମାଆଙ୍କ ସହିତ ରହିବାରେ ଖୁସି ହେବ ?
ଝିଅଟି ସହିତ ପୁରା ଫ୍ରି ଭାବରେ ପଚାରିବେ।କୌଣସି ପ୍ରେସର ତାକୁ ଦେଇକରି ପଚାରିବେ ନାହିଁ।ଝିଅଟି ଯାହା କହିବ ତାକୁ ଶୁଣନ୍ତୁ।ଝିଅଟିର ମତ କଣ ଅଛି ଜାଣନ୍ତୁ।ଝିଅଟି ଆପଣଙ୍କର ବାପା ଆଉ ମାଆଙ୍କ ସହିତ ରହିବାକୁ ଚାହୁଁଛନ୍ତି ନା ରହିବାକୁ ଚାହୁଁନାହିଁ।ହେଇପାରେ ଆପଣ ନିଜର ପତ୍ନୀଙ୍କ ପାଖରେ ନରହି ପାରନ୍ତି ।କିନ୍ତୁ ଆପଣ ନିଜର ବାପା ଆଉ ମାଆଙ୍କ ସହିତ ନିଶ୍ଚିତ ରହିବାକୁ ଚେଷ୍ଟା କରନ୍ତୁ।ଦ୍ଵିତୀୟରେ ଆପଣ ସେହି ଝିଅକୁ ପଚାରିବେ କଣ ତମେ ଜବ କରିବାରେ ଇଣ୍ଟରେଷ୍ଟ ଅଛ।ସାଧାରଣତଃ ଝିଅ ମାନଙ୍କ ଶ୍ୱଶୁର ଘରର ଲୋକ ମାନେ ଚାହିଁ ନଥାନ୍ତିକି ଝିଅଟି ଚାକିରୀ କରୁ ବୋଲି।ଝିଅଟି ଯାହା କରିବାକୁ ଚାହୁଁଛି ତାକୁ ପଚାରନ୍ତୁ।ଆପଣ ଭଲ ଇନକମ କରିବା ସତ୍ୱେବି ଝିଅଟି କଣ ପାଇଁ ଚାହିଁଛି ଜବ କରିବା ପାଇଁ ଚାହୁଁଛି।ତାକୁ ପଚାରନ୍ତୁ ।ତାକୁ କୌଣସି ଫୋର୍ସ କରନ୍ତୁ ନାହିଁ।ତାର ମନର କଥାକୁ ଜାଣିବାକୁ ଚେଷ୍ଟା କରନ୍ତୁ।କାରଣ ଏଠାରେ ଆପଣ ଜାଣନ୍ତୁକି ଆପଣଙ୍କ ପ୍ୟାରେଣ୍ଟସ ଏହାକୁ ସ୍ୱୀକାର କରିବେ କି ନାହିଁ।ଯଦି ସ୍ୱୀକାର କରିବେ ତେବେ କଣ ପାଇଁ କରିବେ ।ଅଥବା ଯଦି ସେମାନଙ୍କୁ ସ୍ୱୀକାର କରିବେ ନାହିଁ ତେବେ କଣ ପାଇଁ କରିବେ ନାହିଁ।ଆପଣ ତାକୁ ସବୁକଥା ଖୋଲିକରି କୁହନ୍ତୁ।
ଆପଣଙ୍କୁ ଏକ ମଧ୍ୟସ୍ତି ଭାବରେ ଏଠାରେ କାମ କରିବାର ଅଛି।ଝିଅଟିର ମତାମତ କଣ ଅଛି ତାକୁ ଯାଇ ଆପଣ ନିଜର ଘର ଲୋକଙ୍କ ଆଗରେ କହିବେ।ଏବଂ ଘର ଲୋକଙ୍କର ମତାମତ କଣ ରହୁଛି ତାକୁ ଯାଇ ଝିଅଟିକୁ କହିବେ।ଚୁଗୁଲି କରିବେ ନାହିଁ।ଭଲ ଭାବରେ ଖୋଲି କହିବେ।ଏଠାରେ ଆପଣ ବାହା ହେଉଛନ୍ତି।କୌଣସି ଖେଳ ଚାଲୁ ନାହିଁ।କାରଣ ଏହି ଛୋଟ ନିଷ୍ପତି ଆପଣଙ୍କର ଜୀବନକୁ ବଦଳାଇ ପାରେ।ଯଦି ଆପଣ ଏଠାରେ କୌଣସି ପ୍ରକାରର ମିଛ କଥା କହୁଛନ୍ତି ତେବେ ଆପଣ ନିଜର ଜୀବନକୁ ପୁରା ବର୍ବାଦ କରିଦେବେ।ଏଥିପାଇଁ ଆପଣ ନିଜେ ହିଁ ଦାୟୀ ରହିବେ।ଅନ୍ୟ କେହି ରହିବେ ନାହିଁ।
ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।