ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା କୁମ୍ଭ ରାଶିର ଫେବୃଆରୀ ମାସର ମାସିକ ରାଶିଫଳ ବିଷୟରେ ,ଆଜି ଆମେ ଜାଣିବା ୨୦୨୨ ଫେବୃଆରୀ ମାସର କୁମ୍ଭ ରାଶିର ମାସିକ ରାଶିଫଳ ବିଷୟରେ , ଏହି ମାସିକ ରାଶିଫଳ ଗ୍ରହଙ୍କ ର ସ୍ଥିତି ଓ ଚଳନକୁ ନେଇ ଆଧାରିତ , ଏବଂ ଗ୍ରହଙ୍କର ସ୍ଥିତି ଏବଂ ଚଳନ ଆମ ମନୁଷ୍ୟ ଜୀଵନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ଯାହାଫଳରେ ଆମ ଜୀବନରେ କେବେ ସୁଖ ଆସିଥାଏ ତ କେବେ ଦୁଃଖ ଆସିଥାଏ , ଗ୍ରହଙ୍କର ସ୍ଥିତିକୁ ନେଇ ଆମେ ପାରିବାରିକ ଜୀବନ , ବୈବାହିକ ଜୀବନ , ଆର୍ଥିକ ସ୍ଥିତି , ଶିକ୍ଷା , ବ୍ୟବସାୟ ଏବଂ ସ୍ଵାସ୍ଥ୍ୟ ବିଷୟରେ ସଂପୁର୍ଣ୍ଣ କଥା ଜାଣିଥାଉ , ତେବେ ଆଜି ଆମେ ଜାଣିବା କୁମ୍ଭ ରାଶିର ଫେବୃଆରୀ ମାସ କିପରି କଟିବ ,
କେମିତି ଦିନ କଟିବ , ଏବଂ କ’ଣ କରିବେ ଅଶୁଭ ଗ୍ରହର ଅଶୁଭ ପ୍ରଭାବକୁ ଖଣ୍ଡନ କରିବା ପାଇଁ ପ୍ରତିକାରକ ,ଏହି ୨୦୨୨ ମସିହା ଫେବୃଆରୀ ମାସ ଆପଣଙ୍କ ପାଇଁ ବିଶେଷ ଫଳ ପ୍ରଦାନ କରିଵ , କିଛି କ୍ଷେତ୍ରରେ ଆପଣଙ୍କୁ ଶୁଭ ଫଳ ମିଳିଵ , ଚାକିରି କ୍ଷେତ୍ରରେ ରହିଥିବା ଵ୍ୟକ୍ତି ମାନଙ୍କ ପାଇଁ ମାସଟି ସଂଘର୍ଷ ପୁର୍ଣ ରହିଵ , କାରଣ ଦଶମ ଭାଗରେ କେତୁଙ୍କ ଉପସ୍ଥିତ ଏବଂ ରାହୁଙ୍କ ପ୍ରଭାବ ରହିବ , ଯାହାଫଳରେ ଚାକିରି କ୍ଷେତ୍ରରେ ସ୍ଥିତି ସାମାନ୍ୟ ରହିବ, ସପ୍ତମ ଭାଗରେ ବୃହସ୍ପତି ରହିବା କାରଣରୁ ବ୍ୟବସାୟ କରୁଥିବା ଵ୍ୟକ୍ତିଙ୍କୁ ଉତ୍ତମ ଫଳ ମିଳିବ , ବିଶେଷ କରି ଲାଭବାନ ମଧ୍ୟ ହେବେ , ଯାହା ବିଦ୍ୟାର୍ଥୀ ମାନଙ୍କ ପାଇଁ ମାସଟି ଶୁଭ ରହିବ , ଏଥିପାଇଁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ ,
କ୍ୟାରିୟର ଦୃଷ୍ଟିରୁ ମାସଟି ସଂଘର୍ଷମୟ ରହିବ , ଯେଉଁମାନେ ସେୟାର ମାର୍କେଟରେ ଟଙ୍କା ଲଗାଉଛନ୍ତି ସେମାନେ ନ ଲଗାଇବା ଠିକ ହେବ , ନଚେତ ଆପଣଙ୍କ ଲସ ହୋଇଯାଇପାରେ , ମାସର ଦ୍ଵିତୀୟ ଅଧ୍ୟାୟରେ ନୂଆ ନୂଆ ଦିଗରୁ ଆପଣଙ୍କୁ ଧନର ଆଗମନ ହେବାକୁ ଲାଗିବ , ଏବଂ ଆପଣଙ୍କ ଆୟର ବୃଦ୍ଧି ମଧ୍ୟ ହେବାକୁ ଲାଗିଵ ଏବଂ ଆପଣ ଋଣ ମୁକ୍ତ ମଧ୍ୟ ହୋଇଯିଵେ , ପ୍ରେମ ସଂଵନ୍ଧରେ ମାସଟି ସାମାନ୍ୟ ରହିବ , ପରସ୍ପର ମଧ୍ୟରେ ବୁଝାମଣା ଠିକ ରହିଵ ନାହିଁ , ଏବଂ ଆପଣ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ନିହାତି ଜରୁରୀ, ନଚେତ କଳହ ସୃଷ୍ଟି ହୋଇପାରେ , କିନ୍ତୁ ବିବାହିତ ଵ୍ୟକ୍ତି ପାଇଁ ମାସଟି ଭଲ ରହିଛି , ଦାମ୍ପତ୍ୟ ଜୀବନରେ ସୁଖ ମିଳିବ ଓ ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ମଧ୍ୟ ରହିଛି , ମାସର ଦ୍ଵିତୀୟ ଅଧ୍ୟାୟରେ ଆପଣଙ୍କ ଜୀବନ ସାଥି ଓ ମାଁ ଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇପାରେ ,
ଏଥିପାଇଁ ବିଶେଷ ସାବଧାନ ରୁହନ୍ତୁ , ଯଦି ଆପଣ ଚାହୁଁଛନ୍ତି କାହାକୁ ଲଭ ପ୍ରସ୍ତାବ ରଖିବା ପାଇଁ ତେବେ ଏହା ଶୁଭ ସମୟ ଅଟେ , ଏହି ମାସ ଆପଣଙ୍କର ଲଭ ମେରେଜ ହୋଇପାରେ , ଆପଣଙ୍କର ଵିଵାହ ଏକ ରୋମାଣ୍ଟିକ ରହିବ , ଯଦି ଆପଣଙ୍କର ସନ୍ତାନଙ୍କର ଵିଵାହ ବୟସ ରହିଛି ତେବେ ନିଶ୍ଚିତ ଭାବରେ ଵିଵାହ ହୋଇଯିବ , ପାରିବାରିକ ଜୀବନ ଆପଣଙ୍କର ସୁଖ ମୟ ହେବ , ପ୍ରେମ ମାମଲା ଏହି ମାସ ଖୁସି ନେଇ ଆସିଵ , ପତିପତ୍ନୀଙ୍କ ମଧ୍ୟରେ ସୁସଂପର୍କ ରହିବ , କୈାଣସି ଦୂର ଜାଗାକୁ ଯାତ୍ରା ମଧ୍ୟ କରିପାରନ୍ତି , ବିଦେଶ ଯାତ୍ରାର ସୁଯୋଗ ଵନୁଅଛି , ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ , କୁମ୍ଭ ରାଶିର ପ୍ରତ୍ୟେକ ରାଶିଙ୍କୁ ସଂକ୍ଷିପ୍ତରେ କିଛି କିଛି କଷ୍ଟ ଆପଣଙ୍କ ସମସ୍ଯାକୁ ଆପଣଙ୍କ ଜୀବନରେ ଆସିପାରେ ,
ଏ ସମସ୍ତ କଷ୍ଟ ଦୁଃଖକୁ ଦୂର କରିବା ପାଇଁ ଗୁରୁବାର ଦିନ ଗୋଟିଏ ବ୍ରହ୍ମ ଦଷ୍ଟି ଚେର ଆଣନ୍ତୁ ବ୍ରହ୍ମ ଦ୍ରଷ୍ଟି ଚେରରେ ଟିକେ ହଳଦୀ ଲଗାଇ ଦିଅନ୍ତୁ , ହଳଦୀ ରଙ୍ଗ ସୂତାରେ ବାନ୍ଧି ଆପଣ ଦକ୍ଷିଣ ହସ୍ତରେ ବାନ୍ଧି ଆପଣ ରାତିରେ ଧାରଣ କରନ୍ତୁ ଏବଂ ଗୁରୁଵାର ଦିନ ଆପଣ ଏକ ତାମ୍ର ପାତ୍ରରେ ବା କଂସା ପାତ୍ରରେ ସଂପୁର୍ଣ୍ଣ ଗହମ ଭର୍ତ୍ତି କରିଦିଅନ୍ତୁ , ହଳଦୀଆ ରଙ୍ଗର ବସ୍ତ୍ର ରଖନ୍ତୁ , ହଳଦୀ ସାତୋଟି ରଖନ୍ତୁ କନ୍ଚି କଉଡ଼ି ରଖନ୍ତୁ , କିଛି ଦକ୍ଷିଣା ରଖନ୍ତୁ ଆପଣଙ୍କ କୂଳ ପୁରୋହିତ ବ୍ରାହ୍ମଣକୁ ଦାନ କରିଦିଅନ୍ତୁ , ଆପଣଙ୍କ ସମସ୍ତ ବୃହସ୍ପତି ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ , ଶୁଭତ୍ଵ ପ୍ରାପ୍ତି ହେବ , ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।