ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ବୃଷ ରାଶିର ମାସିକ ରାଶିଫଳ ବିଷୟରେ ଏହି ମାସ ଆପଣଙ୍କ ପାଇଁ ମଙ୍ଗଳକାରୀ ହେଉ , ଆପଣ ଯେଉଁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତାହା ନିଶ୍ଚିତ ଭାବେ ଫଳ ପ୍ରଦ ହେଉ , ତେବେ ଆଜି ଆମେ ଜାଣିବା ନୂତନ ବର୍ଷ ୨୦୨୨ ଜାନୁଆରୀ ମାସ କିପରି କଟିବ , କେମିତି ଦିନ କଟିବ , ଏବଂ କ’ଣ କରିବେ ଅଶୁଭ ଗ୍ରହର ଅଶୁଭ ପ୍ରଭାବକୁ ଖଣ୍ଡନ କରିବା ପାଇଁ ପ୍ରତିକାରକ , ତେବେ ଆଜି ଆମେ ଜାଣିବା ୨୦୨୨ ମସିହା ଫେବୃଆରୀ ମାସର ବୃଷ ରାଶିର ମାସିକ ରାଶିଫଳ , ତେବେ ପ୍ରଥମେ ଆମେ ଜାଣିବା ଯେଉଁମାନେ ରାଶି ବିଷୟରେ ଜାଣିନାହାନ୍ତି ବା ଯଦି ଆପଣ ଜାତକ ବିଷୟରେ ଜାଣିନାହାନ୍ତି ତେବେ ଆପଣଙ୍କ ନାମର ପ୍ରଥମ ଅକ୍ଷର ଯଦି ଇ ଏ, ଉ , ଅ,ଵୁ, ବି ,ଵେ, ବା ହୋଇଥାଏ ବା ଯେଉଁମାନଙ୍କର ଯେକୌଣସି ମାସର ୬,୧୫, ୨୪ ତାରିଖ ଜନ୍ମ ହୋଇଥିବେ ଵା
ଯେକୌଣସି ପକ୍ଷର ଷଷ୍ଠୀ କିମ୍ଵା ପୁର୍ଣ୍ଣମା ଅମାବାସ୍ୟା ତିଥିରେ ଜନ୍ମଗ୍ରହଣ କରିଥିଲେ ତେବେ ସେମାନଙ୍କର ବୃଷ ରାଶି ହେବ , ତେବେ ଏହି ବୃଷ ରାଶି ପାଇଁ ସ୍ଵାମୀ ଗ୍ରହ ହେଉଛନ୍ତି ଶୁକ୍ର , ଆପଣଙ୍କ ପାଇଁ ଶୁଭ ହେଉଛି ଧଳା ରଙ୍ଗ ଯଦି ଆପଣ ଧଳା ରଙ୍ଗର ବସ୍ତ୍ର ବା ଧଳା ରଙ୍ଗର କୈାଣସି ଵସ୍ତୁ କିଣନ୍ତୁ ତେବେ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରାପ୍ତି ହେବ , ଶୁଭ ଵାର ହେଉଛି ସୋମବାର, ଶୁକ୍ରବାର ଓ ଶନିବାର ରାଶିର ଶୁଭ ଦେଵତା ହେଉଛନ୍ତି ଭଗବାନ ଶିଵ , ବିଷ୍ଣୁ ଓ ଭୈରବ , ରାଶିର ଶୁଭ ଦେବୀ ହେଉଛନ୍ତି ମାଁ ଲକ୍ଷ୍ମୀ, ଏବଂ ମାତା ସନ୍ତୋଷୀ ରାଶିର ବ୍ରତ ଵାର ହେଉଛି ସୋମବାର ଓ ଶୁକ୍ରବାର , ଏହି ବାରରେ ଯଦି ଆପଣ ବ୍ରତ ଉପବାସ କରୁଛନ୍ତି ତେବେ ନିଶ୍ଚିତ ଭାବେ ଶୁଭ ଫଳ ପ୍ରାପ୍ତି କରିବେ , ଯଦି କୈାଣସି ମାନସିକ ରଖି କୈାଣସି ବ୍ରତ ଉପବାସ କରନ୍ତି ତେବେ ନିଶ୍ଚିତ ଶୁଭ ଫଳ ପାଇବେ ,
ରାଶିର ଶୁଭ ସଂଖ୍ୟା ହେଉଛି ୬ ରାଶିର ଶୁଭ ତାରିଖ ହେଉଛି ୬,୧୫, ୨୪ ତାରିଖ ଯଦି ଆପଣ ଏହି ଦିନରେ କିଛି ଶୁଭ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ନିଶ୍ଚିତ କରନ୍ତୁ ଶୁଭ ଫଳ ନିଶ୍ଚିତ ପାଇବେ , ଏବେ ଜାଣିବା ଏମାନଙ୍କ ସ୍ଵଭାବ କିପରି ହୋଇଥାଏ , ବୃଷ ରାଶିର ଵ୍ୟକ୍ତି ମାନଙ୍କର ସ୍ଵଭାବ ବିଷୟରେ , ଏମାନେ ଅତ୍ୟଧିକ ସଂବେଦନଶୀଳ ହୋଇଥାନ୍ତି , ଏମାନେ ବୁଦ୍ଧି ଅପେକ୍ଷା ହୃଦୟରୁ ଅଧିକ ଚିନ୍ତା କରିଥାନ୍ତି , ଏମାନେ ଚଞ୍ଚଳ, ଲାଜକୁଳା ସ୍ଵଭାବର ହୋଇଥାନ୍ତି ,ବେଳେ ବେଳେ ପିଲାମାନଙ୍କ ପରି ଅତି ସରଳ ପ୍ରତିତ ହୋଇଥାନ୍ତି , ଏମାନଙ୍କର ଆନ୍ତରିକ ସ୍ଵଭାବ ଅତ୍ୟନ୍ତ ସୈମ୍ୟ ହୋଇଥାଏ , ଏହି ରାଶିରେ ଜନ୍ମିତ ହୋଇଥିବା ଵ୍ୟକ୍ତି ବହୁତ ଵିଶ୍ଵାସୀ ଓ ସହନଶୀଳ ହୋଇଥାନ୍ତି , ଅତ୍ୟଧିକ ସଂବେଦନଶୀଳ ହୋଇଥିବା କରାଣରୁ ଏମାନଙ୍କୁ ବୁଝିବା ଅତ୍ୟନ୍ତ କଷ୍ଟ ହୋଇଥାଏ ,
ଏମାନେ କୋମଳ ଓ ଅନ୍ୟକୁ ସୁରକ୍ଷା ଦେବା ପରି ଲୋକ ହୋଇଥାନ୍ତି , ଏହି ରାଶିର ଵ୍ୟକ୍ତି ଛୋଟ ଛୋଟ କଥାକୁ ହୃଦୟକୁ ନେଇପାରନ୍ତି , ଏମାନେ ଅଧିକ ଅନ୍ତରମୁଖି ହୋଇଥିବାରୁ ଏମାନଙ୍କର ଭାଵନା ଲୁଚାଇବାକୁ ପ୍ରୟାସ କରିଥାନ୍ତି , ବୃଷ ରାଶିର ଲୋକମାନେ ଅନ୍ୟର ଭାଵନାକୁ ଜାଣିବାରେ ଏକ ବିଶେଷ ପ୍ରତିଭା ରଖିଥାନ୍ତି , ଏମାନେ କାହାକୁ ଭଲ ପାଇବା କୈାଣସି ସାଧାରଣ କଥା ନୁହେଁ , ଏମାନେ ସର୍ବଦା ସଚ୍ଚୋଟ ଓ ବିଶ୍ବାସୀ ହୋଇଥାନ୍ତି, ଏମାନଙ୍କ ମଧ୍ୟରେ ସଂଵନ୍ଧ ଦୀର୍ଘ ସ୍ଥାୟୀ ହୋଇଥାଏ , ଏମାନେ ନିଜ ସାଥି ପାଇଁ କିଛି ବି କରିପାରନ୍ତି , ଏମାନେ ନିଜ ଜୀବନ ସାଥି ପାଇଁ ବହୁତ ଵିଶ୍ଵାସୀ ହୋଇଥାନ୍ତି , ସଂପର୍କ ଏମାନଙ୍କ ଜୀବନରେ ବହୁତ ମହତ୍ତ୍ଵ ରଖିଥାଏ , ଏମାନଙ୍କର ସର୍ବଦା ନିଜ ପରିବାରର ଚିନ୍ତା ରହିଥାଏ , ପରିବାର ଠାରୁ ଅଧିକ ଦୂରକୁ ଯିଵା ପସନ୍ଦ ହୋଇନଥାଏ ,
ଏମାନେ ନିଜ ପରିବାରକୁ ଅଧିକ ସ୍ନେହ କରିଥାନ୍ତି , ନିଜ ଘର ପରିଵାର ସହ ଏମାନେ ଖୁବ୍ ଖୁସିରେ ରହିଥାନ୍ତି , ଜନ୍ମରୁ ଏମାନଙ୍କର ଆତ୍ମବିଶ୍ବାସ ରହିଥାଏ , ଏମାନେ ଯେଉଁ କଥା କହିଥାନ୍ତି ସେଥିରେ ଏମାନେ ଅଟଳ ରହିଥାନ୍ତି , ଫେବୃଆରୀ ମାସ କିପରି ଫଳ ପ୍ରଦାନ କରିବ ଯଦି ଦେଖିବା ଏଇ ମାସରେ ଆପଣ ଧର୍ମ ଅନୁଷ୍ଠାନରେ ଯୋଗ ଦେବେ , ଆପଣ ଆପଣଙ୍କର ଘରେ କୈାଣସି ଶୁଭ କାର୍ଯ୍ୟ ଆରମ୍ଭ କରିପାରନ୍ତି , ନଚେତ ଧର୍ମ କାର୍ଯ୍ୟରେ ଯୋଗ ଦେଇପାରନ୍ତି , ଆପଣ ସୁରୁଖୁରୁରେ କର୍ତ୍ତବ୍ୟ ତୁଲାଇ ପାରନ୍ତି , ବ୍ୟବସାୟରେ ଦିଗ ଉଜ୍ବଳ ରହିବ ବ୍ୟବସାୟରେ ପ୍ରଚୁର ଲାଭ ମଧ୍ୟ ପାଇବେ , ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନେ ନିଶ୍ଚିତ ଭଲ ଫଳ ପାଇବେ , ଏହି ମାସ ଆପଣଙ୍କ ପାଇଁ ମିଶ୍ରିତ ଫଳ ଦେଵ , ସମୟ ସମୟ ଶାରୀରିକ ପୀଡ଼ା ଅନୁଭବ କରିବେ , ଏଥିପାଇଁ ଆପଣ ଆପଣଙ୍କର ଶରୀର ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ , ଦିନ ଚର୍ଚ୍ଚାକୁ ଠିକ ରଖନ୍ତୁ ଖାଇବା ପିଇବା ଠିକ ଠାକ୍ ରଖନ୍ତୁ ,
ସକାଳୁ ଯୋଗ ବ୍ୟାୟାମ ପ୍ରାଣାୟମ ଆଦି ନିଶ୍ଚିତ ଭାବେ କରନ୍ତୁ , ପୂର୍ବରୁ ଶତ୍ରୁତାକୁ ନେଇ ଗଣ୍ଡଗୋଳ ହୋଇପାରେ , ଯଦି ଆପଣଙ୍କ ଶତ୍ରୁ ଆପଣଙ୍କ ପଛରେ ପଡ଼ିଛନ୍ତି ତେବେ ଏହା ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ , ଛୋଟ ଛୋଟ କଥାରେ ଗଣ୍ଡୋଳ ପର୍ଯ୍ୟନ୍ତ ଯାଆନ୍ତୁ ନାହିଁ , ମହିଳାମାନଙ୍କ ପାଇଁ ଏହି ମାସ ଭଲ ଅଛି , ପିଲାମାନେ ଏହି ଫେବୃଆରୀ ମାସରେ ପାଠ ପଢ଼ାରେ ଅଭଭହେଳା ଦେଖା ଦେଇପାରେ , ଅଧିକ ଵୁଲା ବୁଲି କରିପାରନ୍ତି , ଏଥିପାଇଁ ମାଁ ଵାପାମାନେ ଏଥିପାଇଁ ଧ୍ୟାନ ରଖିବା ଆବଶ୍ୟକ , ଏମାନଙ୍କର ଠିକ ସମୟରେ ପାଠ ପଢ଼ାଇବା ସହ ଖାଇବା ମଧ୍ୟ ଦେଖନ୍ତୁ , ପ୍ରେମିକ ପ୍ରେମିକା ପାଇଁ ଏହି ମାସ ଭଲ ଅଛି , ତେବେ ଏହା ରହିଛି କିଛି ଖାସ୍ କଥା ତୁଳା ରାଶି ପାଇଁ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।