ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ୬୦୦ ବର୍ଷ ପୂର୍ବେ ଥିବା ପୋଥି ବା କାଳପତ୍ରିକା ବିଷୟରେ ଆପଣଙ୍କୁ ଜଣାଇବୁ, ଯାହା କି ମହାପୁରୁଷଙ୍କ ଭବିଷ୍ୟତ ମାଳିକା ଗୋଟିଏ ପରେ ଗୋଟିଏ ସତ୍ୟ ହେବାକୁ ଲାଗିଛି ଯେପରିକି ପର୍ବତେ ଶୀଖରେ ଫୁଟିବ କଇଁ ଅଚ୍ୟୁତ ବଚନ ଟଳିଵ ନାହିଁ , ମହାପୁରୁଷ ଅଚୁ୍ୟତାନନ୍ଦ ଯାହା ଠାର ଦେଇ ଯାଇଥିଲେ ତାହା ବର୍ତମାନ ଆଗତ ଭବିଷ୍ୟତରେ ପ୍ରତିଫଳିତ ହେଉଛି , ଯେଉଁ ପୁରୁଷ ଅନ୍ୟା ପଥରେ ଗମନ କରିଛି ତାହାର ପ୍ରତିଫଳ ମଧ୍ୟ ପାଇଛି ,
ଯାହାକି ମହାପୁରୁଷ ୬୦୦ ଶହ ବର୍ଷ ପୂର୍ବେ ଲେଖି ଯାଇଥିଲେ , ତେବେ ଆଜି ଆମେ ସେହି ମହାପୁରୁଷଙ୍କ କଥା କହିବାକୁ ଯାଉଛୁ , ତେବେ ମହାପୁରୁଷ ଲେଖିଯାଇଥିଲେ ଯେ ଏହି କଳିହତ କରାଳ ଗତିରେ ଶାସ୍ତ୍ର ଅଧ୍ୟୟନ କରୀଵେ ନାହିଁ , ଶାସ୍ତ୍ର ବହି ସବୁ ଫିଙ୍ଗି ଦେଵେ , ଅଧର୍ମ ମାର୍ଗରେ ଗମନ କରିବେ , ଦେଶ ଛାଡି ବିଦେଶରେ ରହିଵେ , ଅର୍ଥାତ୍ ଏମିତି ଏକ ସମୟ ଆସିବ ଯେଉଁଠି ଅନ୍ୟା ଅତ୍ୟାଚାର ଆରମ୍ଭ ହେବ , କାହିଁ କେଉଁ ଯଦି ବାପା ପୁରୁଣା ପୁରାଣ ବହି ଆଦି ରଖିଯାଇଥିବେ ତାହାକୁ
ଏହି ଅଜ୍ଞାନି ମଣିଷ ବୁଝି ପାରିବେ ନାହିଁ , ବରଂ ତାକୁ ଘରେ ଅଳିଆ ସୃଷ୍ଟି କରୁଛି କହି ଫିଙ୍ଗି ଦେବେ , କେବଳ ସେତିକି ନୁହେଁ ମହାପୁରୁଷ କହିଛନ୍ତି ଯେ କେହି ଏଠାରେ ନିଜ ଜନ୍ମ ମାଟିରେ ରହିଵେ ନାହିଁ , ସମସ୍ତେ ନିଜ ନିଜ ଭିଟାମାଟି ବିକି ଦେଇ ପାଶ୍ଚାତ୍ୟ ସଭ୍ୟତିକୁ ଆପଣାଇଵେ , ଦେଶ ଛାଡି ବିଦେଶରେ ରହିବେ , ଅଜ୍ଞାନ ରାସ୍ତାରେ ଗମନ କରିବେ , ଏହି ବିଶ୍ବକୁ ଧରି ରଖିଥିବା ଚାରୋଟି ସ୍ତମ୍ଭ କୁ ଆମେ ଅଲଗା କରିବା ,
ସେହି ଚାରୋଟି ସ୍ତମ୍ଭ ମଧ୍ୟରୁ ପ୍ରଥମ ହେଉଛି ଗୀତା , ଗୀତା ପରି ପବିତ୍ର ଗ୍ରନ୍ଥକୁ ଆମେ ଅଧ୍ୟୟନ କରିବା , ଅନ୍ୟଟି ହେଉଛି ଗାୟତ୍ରୀ , ଆମେ ଆଉ କେବେ ହେଲେ ଗାୟତ୍ରୀ ଜପ କରିବା ନାହିଁ , ଗାୟତ୍ରୀ ମନ୍ତ୍ର ପାଠ କରିବା ନାହିଁ , ତୃତୀୟ ହେଉଛି ପତିତପାବନ ଗଙ୍ଗା , ଗଙ୍ଗା ଜଳକୁ ଆମ୍ଭେ ପାନୀୟ ରୂପେ ଗ୍ରହଣ କରିପାରିବା ନାହିଁ , ଚତୁର୍ଥ ହେଉଛି ଗୋମାତା , ଗୋମାତା ପ୍ରତି ଆମର ସ୍ନେହ ଭାଵ ଦୂରେଇ ଯିଵ , ଗୋମାତା ପରି ସମ୍ପଦ ଆଉ ରହିବ ନାହିଁ , ତେବେ ଏହି ଚାରୋଟି ସ୍ତମ୍ଭ କଳି ଯୁଗ ବେଳକୁ ସମାପ୍ତ ହୋଇଯିବ , ତେବେ ଏହା ଥିଲା ଶାସ୍ତ୍ର ଅନୁସାରେ କିଛି କଥା ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।