ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେଉଁମାନେ ମାଳି କାକୁ ମାନୁଛନ୍ତି ସେମାନେ ନିଶ୍ଚିତ ଭାବେ ଜାଣିପାରୁଥିବେ ଯେ ମାଳିକାର ପ୍ରତିଟି ପୃଷ୍ଠା ଧୀରେ ଧୀରେ କରି ସବୁ ସତ ହେବାକୁ ଲାଗିଛି ,ଆଜିର ଯୁଗରେ ମାଳିକା ଯାହା ସବୁ ରଚନା କରିଯାଇଛି ତାର ସବୁ ଭବିଷ୍ୟତ ଵାଣୀ ମଧ୍ୟ ଧୀରେ ଧୀରେ କରି ସବୁ ସତ ହେବାକୁ ଲାଗିଲାଣି , ଭୂସ୍ଖଳନ , ବନ୍ୟା , ବାତ୍ୟା , ମହାମାରୀର ପରି ଭୟଙ୍କର ଘଟଣା ସବୁ ସତ ହେବାରେ ଲାଗିଲାଣି ,
ମହାପୁରୁଷ ମାନେ ମାଳ ମାଳ କରି ମାଳିକା ପୋଥିର ରଚନା କରିଯାଇଛନ୍ତି , ଯେଉଁଥିରେ ବିଭିନ୍ନ ମଠ , ମନ୍ଦିର ଆଦି ବିଷୟରେ ମଧ୍ୟ ରଚନା କରାଯାଇଛି , ସେଥିମଧ୍ୟରୁ ଅନ୍ୟତମ ମନ୍ଦିର ହେଉଛି ମାଳିକାର ଅନ୍ୟତମ ବର୍ଣ୍ଣିତ ମେଘେଶ୍ଵର ଦେବ ମନ୍ଦିର , ଯାହା ଓଃ ଶ୍ରୀ ଶ୍ରୀ ମେଘେଶ୍ଵର ଦେବ ମନ୍ଦିର ଭାବେ ପରିଚିତ ଯାହା ବର୍ତ୍ତମାନ ଭୁବନେଶ୍ୱରର ବଡଗଡ ଟଙ୍କପାଣି ରୋଡ ନିକଟରେ ଅବସ୍ଥିତ ରହିଛି , ଏହି ମନ୍ଦିର ସଂପୁର୍ଣ୍ଣ ପୁରୀ ମନ୍ଦିର ସଦୃଶ ରହିଛି ,
ଏହି ମନ୍ଦିରର ଦ୍ଵାର ଶ୍ରୀକ୍ଷେତ୍ର ଦ୍ଵାର ପରି ରହିଅଛି , ଦ୍ଵାର ର ଠିକ ସାମ୍ନାରେ ବସିଛନ୍ତି ଭଗଵାନ ଶିବଙ୍କ ନନ୍ଦି , ମନ୍ଦିରର କାନ୍ଥର ଚାରିପଟେ ରହିଛି ସୁନ୍ଦର କଳାକୃତି ଆକୃତି ଛୋଟ ଛୋଟ ମୂର୍ତ୍ତି , ସଂପୁର୍ଣ୍ଣ ମନ୍ଦିରଟି ଏକ ଆଶ୍ଚର୍ଯ୍ୟ ଭାଵେ ସଜ୍ଜିତ ରହିଛି , ମନ୍ଦିର ଆଗରେ ରହିଛି ଶିବଲିଙ୍ଗ ଯାହା ନାଗ ଦେବତାଙ୍କ ଦ୍ଵାରା ଗୋଡ଼ାଇ ହୋଇ ରହିଛି , ବାହାରେ ରହିଛି ଏକ ବଗିଚା ଯେଉଁଠାରେ ଫୁଲ ତୋଳା ଯାଇ ମନ୍ଦିରରେ ପୂଜା ପାଉଛି , ସେଠାକାର ପରିବେଶ ଏପରି ରହିଛି ଆପଣ ସେଠାକୁ ଯିବା ମାତ୍ରେ
ଏକ ଶାନ୍ତିପୂର୍ଣ୍ଣ ଓ ସୁମଧୁର ପବନର ସ୍ଵର , ସେଠାରେ ଥିବା ଚଢ଼େଇ ମାନଙ୍କର କଣ୍ଠସ୍ୱର ଶୁଣି ଆପଣଙ୍କର ମନ ଭରିଯିଵ , ସେହି ଠାରେ ହିଁ ଆପଣଙ୍କୁ ରହିବାକୁ ଇଛା ହେବ , ମନ୍ଦିରର ଚାରିପଟେ ପୂରା ଶାନ୍ତ ପରିବେଶ , ସୁନ୍ଦର କାରୁକାର୍ଯ୍ୟରେ ଥିବା ମନ୍ଦିର ଆଶ୍ଚର୍ଯ୍ୟ ଅଟେ , ମନ୍ଦିର ଭିତରର ପରିସର ଅତ୍ୟନ୍ତ ଶୋଭନୀୟ ଅଟେ , ମନ୍ଦିର ଵାହାର ଅପେକ୍ଷା ମନ୍ଦିର ଭିତରର ପରିସ ବହୁତ ସୁନ୍ଦର ଭାବେ କାରୁକାର୍ଯ୍ୟରେ ନିର୍ମିତ ହୋଇଛି ,
ଭିତରେ ମୂର୍ତ୍ତି ସ୍ଥାପନା କରାଯାଇଛି , ବାହାର ପଟର ଠିକ ସାମ୍ନାରେ ରହିଛି ସୁନ୍ଦର ପରିବେଶ , ଉପରେ ଏକ ବାନା ଉଡୁଛି , ଚାରିପଟେ ରହିଛି ଶାନ୍ତ ପରିବେଶ ଅନେକ ଭକ୍ତ ତାଙ୍କ ଭକ୍ତିଭାବ ନେଇ ଦର୍ଶନ ପରିଲକ୍ଷେ ଆସୁଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏଠାକୁ ଆସି ଏହାର ମନୋମୁଗ୍ଧକର ପରିବେଶ ଦର୍ଶନ କରନ୍ତୁ ଓ ମାଳିକା ରଚିତ ମନ୍ଦିର କାରୁକାର୍ଯ୍ୟ ଆଶ୍ଚର୍ଯ୍ୟ କର ହୋଇରହିଛି , ତେବେ ଆଜି ପାଇଁ ଏତିକି, ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।