8

କଲେଜ ଭିତରେ ଲୁଚି ଛପି କରିଛନ୍ତି ଵିଵାହ – ଜାଣି ରଖନ୍ତୁ ପୁରା ଘଟଣା |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି , ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ନୀରିହ ଝିଅ ଅଛନ୍ତି ଯେଉଁମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି , ତେବେ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି , ଆମ ସମାଜରେ ହେଉଥିବା ଅପରାଧ ଗୁଡ଼ିକରେ ସମାଜ ଲୋକଙ୍କ ଯେତିକି ଭୁଲ ସେତିକି ଭୁଲ ହୋଇଥାଏ ସେତିକି ଭୁଲ ହୋଇଥାଏ ପ୍ରେମୀ ଯୁଗଳଙ୍କର ,

ବର୍ତ୍ତମାନ ପ୍ରାୟତଃ ଵିଵାହ ସଂଵନ୍ଧ | ପ୍ରେମ ସଂପର୍କ ଓ ପରେ ହତ୍ୟା କାଣ୍ଡ ଏହି ପରି ଘଟଣା ବହୁତ ସାମ୍ନାକୁ ଆସୁଛି କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଆପଣଙ୍କ ରୋମ ଟାଙ୍କୁରି ଉଠିବ | ଏପରି ଏକ ଅଭାବନୀୟ ଘଟଣା ଯାହା ଆଶ୍ଚର୍ଯ୍ୟ କରି ରଖିଦେଇଛି , ପ୍ରାୟତଃ ଆମେ ଶିକ୍ଷା ଗ୍ରହଣ କରିଥାଉ ସେହି ସ୍ଥାନକୁ ଆମେ ମନ୍ଦିର ରୂପେ ପୂଜା ମଧ୍ୟ କରିଥାଉ କାରଣ ସେହି ଠାରେ ହି ଆମର ପ୍ରଥମ ଶିକ୍ଷା ଆରମ୍ଭ ହୋଇଥାଏ ,

marrage 1

କିନ୍ତୁ ଆଜି କାଲିର ଏହି ଶିକ୍ଷାଦାନ କରୁଥିଵା ମନ୍ଦିରକୁ ଛାତ୍ରଛାତ୍ରୀ ମାନେ ଅପବିତ୍ର କରିସାରିଛନ୍ତି , ଶିକ୍ଷା କ୍ଷେତ୍ରକୁ ଆଜି କେତେକ ଛାତ୍ର ଛାତ୍ରୀ ଏକ ରାସଲୀଳାର ମଠ ଭାବି ସାରିଲେଣି , ଯେଉଁଠାରେ ଲୋକେ ଶିକ୍ଷା ଗ୍ରହଣ କରି ବଡ଼ ବଡ଼ ପଣ୍ଡିତ ଆଦିରେ ପରିଣତ ହେଉଥିଲେ ଆଜି ସେହି ଶିକ୍ଷା କ୍ଷେତ୍ର ଏକ ରାସଲୀଳାର ଏକ ମଠ ହୋଇ ରହିଯାଇଛି ଯେଉଠାକୁ ଗଲେ କେବଳ ପ୍ରେମ ଵିଵାହ ଛଡ଼ା ପାଠ କିଛି ନାହିଁ , ଆଜି ଆମେ ଆପଣଙ୍କୁ ଏହିପରି କିଛି ଘଟଣା ବିଷୟରେ କହିଵାକୁ ଯାଉଛୁ , ଆପଣ ତ ଅନେକ ବାହାଘର ଶୁଣିଥିଵେ ପ୍ରାୟତଃ ପ୍ରେମିକ ପ୍ରେମିକାର ବାହାଘର ନିଶ୍ଚିତ ଭାବେ ଜାଣିଥିବେ ,

marrage 2

କିନ୍ତୁ କେବେ ଦେଖିଛନ୍ତି କଲେଜ ଭିତରେ ପାଠ ପଢିବା ଜାଗିରେ କିଭଳି କଲେଜ ଛାତ୍ର ଓ କଲେଜ ଛାତ୍ରୀ ଵିଵାହ କରୁଛନ୍ତି ଆସନ୍ତୁ ଜାଣିବା , ତେବେ ଏଠାରେ ଦୁଇ ପ୍ରେମିଯୁଗଳ ଏଠାରେ ପାଠ ପଢିବା ସମୟରେ ପ୍ରେମ ହୋଇଥିଲା ପ୍ରେମ ହେବା ପରେ କଲେଜ ଭିତରେ ଯାହାକି ଦୁଇ ଯୁବକ ଯୁବତୀ ଵିଵାହ କରିଛନ୍ତି , କଲେଜ ଭିତରେ ହିଁ ଦୁଇଜଣ ଵିଵାହ କରିଛନ୍ତି , ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ,

କଲେଜ ଛାତ୍ରୀ ହେଉଛନ୍ତି ଯୁକ୍ତ ଦୁଇର ଛାତ୍ରୀ , ଏବଂ ପୁଅ ହେଉଛି ଯୁକ୍ତ ତିନିର ଛାତ୍ର ସେମାନେ କଲେଜରେ ପରସ୍ପରକୁ ଭଲ ପାଇଛନ୍ତି ଓ ଶେଷରେ ଦୁଇ ଜଣ କଲେଜ ଭିତରେ ହିଁ ଵିଵାହ କରିଛନ୍ତି , ଦ୍ଵିତୀୟ ହେଲା ଦୁଇ ପ୍ରେମୀ ଯୁଗଳ ଘରେ କିଛି ନ ଜଣାଇ ଲୁଚି ଛପି କଲେଜ ପାଖରେ ଥିବା ମନ୍ଦିର ପାଖକୁ ଯାଇ ଵିଵାହ କରିଛନ୍ତି , ବାପା ମାଆଙ୍କ ବିନା ଅନୁମତିରେ ଦୁଇଜଣ ଵିଵାହ କରିଛନ୍ତି , ତେବେ ଏହିପରି ଭାଵରେ ଆଜିର ସମାଜ ଚିଲିଛି ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *