10

କଲ୍ କରୁନି ବ୍ଲକ କରିଦେଇଛି ଦୂରେଇ ଯାଇଛି ତେବେ ସେ ଏହି ପରି ଭାବେ ଫେରିବା ପାଇ ଚାହିଁଥାନ୍ତି – ଜାଣି ରଖନ୍ତୁ ପୁରା ଖବର |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କେହି ମଣିଷ ଆପଣଙ୍କୁ ବ୍ଲକ କରିଛି ବା ଆପଣଙ୍କ ଠାରୁ ଦୂରେଇ ଯାଇଛି , କିମ୍ଵା ଆପଣଙ୍କ ସହିତ ବ୍ରେକ ଅଫ୍ କରିଦେଇଛି , କିନ୍ତୁ ଆପଣଙ୍କ ପ୍ରେମକୁ ସେ ଫେରିଆସିବାକୁ ଚାହୁଛି ତା ମନ କଥା କିପରି ଜାଣିବେ , ସେ ଆପଣଙ୍କୁ ଡାଇରେକ୍ଟ କହିବନି ଯେ ମୁଁ ଫେରିଆସିଵି ବରଂ ତାର ହରକତରୁ ଶହେ ପ୍ରତିଷେଧ ଜାଣିପାରିବେ , ତାଙ୍କର ଏପରି କିଛି କାର୍ଯ୍ୟ କଳାପରୁ ଜାଣିପାରିବେ , ଆପଣଙ୍କର ଯେତେବେଳେ ବ୍ରେକ ଅଫ୍ ହୋଇଥିଲା ସେ ନିଶ୍ଚିତ କହିଥିବ ଯେ ତୁମ ସହ ମୋର ଆଉ କଥା ବାର୍ତା ଦରକାର ନାହିଁ ,

ତାପରଠାରୁ ସେ ଆପଣଙ୍କ ଠାରୁ ଦୂରେଇ ଯାଇଥିବ , କିନ୍ତୁ ତା’ର ଏପରି କିଛି ହରକତ ଜଣାଇ ଦେଵ ଯେ ସେ ଆପଣଙ୍କ ପାଖକୁ ଫେରିଆସିଵକୁ ଚାହୁଁଛି , ତେବେ ଆସନ୍ତୁ ଜାଣିବା ତାର କିଛି ସାଇନ୍ ବିଷୟରେ , ଯଦି ଆପଣଙ୍କ ଏକ୍ସ ପାଟନର୍ ଆପଣଙ୍କ ନମ୍ବର ଡିଲିଟ କରିନାହି , ଡିଲିଟ କରିବା ପରେ ମଧ୍ୟ ସେ ପୁଣି ସେଭ୍ କରିଛି , ଇନଷ୍ଟାଗ୍ରାମ , ଫେସବୁକ ରୁ ସେ ଆପଣଙ୍କୁ ରିମୁଭ କରିନାହିଁ , ଏବଂ ଆପଣଙ୍କ ଏକ୍ଟିଭିଟି ଉପରେ ନଜର ରଖିଛି ,

କାହିଁକି ନା ଯେଉଁ ମଣିଷର ଆପଣଙ୍କ ସହ କିଛି ସଂପର୍କ ନାହିଁ ସେ ଆପଣଙ୍କ ନମ୍ବର କ’ଣ ପାଇଁ ରଖିବା , ସେ ଆପଣଙ୍କୁ କାହିଁକି ଫଲୋ କରିବାକୁ ଚାହିଵ , ଦ୍ଵିତୀୟ ହେଲା ଯଦି ଆପଣଙ୍କ ଏକ୍ସ ପାଟନର୍ ଆପଣଙ୍କୁ କହୁଛି ତୁମେ ଯଦି ମୋତେ ଭଲ ପାଇଲ ନହେଲେ ନାହିଁ କିନ୍ତୁ ଆମେ ସାଙ୍ଗ ହୋଇ ରହିପାରିଵା , ଯଦି ଆପଣଙ୍କୁ ଫ୍ରେଣ୍ଡ ହୋଇ ରହିବା ପସନ୍ଦ ନୁହେଁ ବି ଆପଣଙ୍କୁ ଵ୍ରକ ଅଫ ପରେ ମଧ୍ୟ ଫ୍ରେଣୃ କରିବ ,

ଏହାର ଅର୍ଥ ସେ ଆପଣଙ୍କ ଠାରୁ ଅଲଗା ହେବାକୁ ଚାହୁଁନାହି ଆପଣଙ୍କ ସହ ସହ ରହିବାକୁ ଚାହୁଁଛି , ଆପଣ ଯଦି ଦେଖିପାରୁଥିବେ ଯେସଧିକାଂଶ ସମୟ ଅପସେଟ ରହୁଛି ବା ଦୁଃଖି ରହୁଛି ଏହା ମଧ୍ୟ ଆପଣଙ୍କ ପାଇଁ ଏକ ସାଇନ୍ ହୋଇପାରେ , କାହିଁକି ନା ସେ ତାର ଦୁଃଖକୁ ସୋସିଆଲ ମିଡିଆରେ ସେୟାର କରୁଛି ବା ଆପଣଙ୍କ ପାଇଁ ସେ ଦୁଃଖିତ ରହୁଛି , ଏ କଥା ସେ ଆପଣଙ୍କୁ ସିଧାସଳଖ କହିପାରୁନାହାନ୍ତି , ଆପଣ ଅନ୍ୟମାନଙ୍କ ଦ୍ଵାରା ଶୁଣିଵାକୁ , ସେ ବହୁତ ଦୁଃଖରେ ରହୁଛି , ଏହାର ଚତୁର୍ଥ ହେଲା ଯଦି ସେ ଆପଣାକୁ କିଛି ଦିନ ବ୍ଯବଧାନରେ କଲ କରୁଛି ,

ତେବେ ଆପଣ ଜାଣିନୀଯନ୍ତୁ ଯେ ଆପଣଙ୍କ ଏକ୍ସ ଆପଣଙ୍କୁ ଭୁଲି ପାରୁନି କହିକି ନ ସେ ଆପଣଙ୍କୁ ମିସ କରୁଛି ଆପଣଙ୍କ ସହ ଆଟାଚ ରହିବାକୁ ଚାହୁଛି ,କିନ୍ତୁ ଡିରେକ୍ଟ କହି ପାରୁନି ଆପଣଙ୍କ କଣ୍ଟାକଟ କୁ ଆସି କଲ କରିବାକୁ ଚାହୁଛି , ତେବେ ଏହି ପରି ଭାବରେ ସେ ଆପଣଙ୍କ ସହ କଥା ହେବାକୁ ଚାହୁଛି , ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *