ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେଉଁମାନେ ମାଳିକାକୁ ମାନୁଛନ୍ତି ସେମାନେ ନିଶ୍ଚିତ ଭାବେ ଜାଣିପାରୁଥିବେ ଯେ ମାଳିକାର ପ୍ରତିଟି ପୃଷ୍ଠା ଧୀରେ ଧୀରେ କରି ସବୁ ସତ ହେବାକୁ ଲାଗିଛି ,ଆଜିର ଯୁଗରେ ମାଳିକା ଯାହା ସବୁ ରଚନା କରିଯାଇଛି ତାର ସବୁ ଭବିଷ୍ୟତ ଵାଣୀ ମଧ୍ୟ ଧୀରେ ଧୀରେ କରି ସବୁ ସତ ହେବାକୁ ଲାଗିଲାଣି , ଭୂସ୍ଖଳନ , ବନ୍ୟା , ବାତ୍ୟା , ମହାମାରୀର ପରି ଭୟଙ୍କର ଘଟଣା ସବୁ ସତ ହେବାରେ ଲାଗିଲାଣି , ମହାପୁରୁଷ ମାନେ ମାଳ ମାଳ କରି ମାଳିକା ପୋଥିର ରଚନା କରିଯାଇଛନ୍ତି , ତେବେ ଆଜି ଆମ ଅଗଣାରେ ମାଳିକା ପ୍ରଚାରକ ବା ମାଳିକା ବିଶେଷଜ୍ଞ ବାବା ଅଛନ୍ତି ଯିଏକି ମାଳିକାର କିଛି ଗୁପ୍ତ ରହସ୍ୟ ଉନ୍ମୋଚନ କରିଛନ୍ତି ,
ଏପରି ଏକ ସଂକେତ ଆସିଛି ଯାହା ଏହି ୨୦୦୦ ମସିହା ସେହି ଭଳି ଏକ ପ୍ରଳୟ କାରି ଝଡ଼ ସୃଷ୍ଟି ନିଶ୍ଚିତ ହେବ , କିଛି ନା କିଛି ଫଳ ଭୋଗ କରିବାକୁ ହେବ , ମହାପୁରୁଷ ପରିଷ୍କାର ଭାବେ ଲେଖି ଦେଇଛନ୍ତି ଯେ ଏହି କଳିଯୁଗରେ କ’ଣ ଘଟିବ , ବାବା କହିଛନ୍ତି ଯେ ସଂସାରରେ ଯେତେ ଲୋକ ଅଛନ୍ତି ତାକୁ ଚାରିଭାଗ କରିଦେବା ପରେ ତିନି ଭାଗ ପାପି ଵାହାରିଵେ , ଯିଏ ସତ ପଥରେ ଚାଲୁଥିବ କରି ତାର ଅପାର କ୍ଷତି କରିବ , ଏପରିକି ଘରେ ଘରେ ପାପ ବୃଦ୍ଧି ହେବ , ଆହୁରି କହିଛନ୍ତି ଯେ ବର୍ତମାନ ଵଛାଵଛି ସମୟ ଆସିଯାଇଛି ଯେଉଁଠାରେ ଭକ୍ତ ମାନେ ଜନ୍ମ
ନେଇଛନ୍ତି ସେହିଠାରେ ଶେଷ ସମୟ ଆସିଛି ବୋଲି ମାଳିକା ଠାରୁ ଦେଇଛି , ଯେପରି ୧୯୯୯ ମସିହା ବାତ୍ୟାକୁ ନିର୍ଣ୍ଣୟ କରିଥିଲେ ସମୁଦ୍ର ମାଡ଼ି ଆସିଵ , ବତାସ ବହିବ , ମୁକଳ୍ପ ବଟରୁ ଡାଳ ଭାଙ୍ଗି ଯେ ପଡ଼ିବ ସତ୍ଯଭାଵ ସାଲଗମ ସତ , ସେହି ୧୯୯୯ ମସିହା ଯଦି ପରୀକ୍ଷା କରିବ , ତାହା ତିନୋଟି ୯ ଥିଲା ତେବେ ଆଜି ହେଉଛି ୨୦୨୨ ମସିହା ଯେଉଁଠାରେ ତିନୋଟି ୨ ରହିଛି , ସେହି ତିନୋଟି ୯ ରେ ହାଡ଼ି ଦାସ ଲେଖିଥିଲେ ୨୮ ଅଙ୍କ ଵଛାଵଛି ହେବ , ୧୯୯୯ ତିନୋଟି ନଅ ହେଇଗଲା ,
ମିଶି ହୋଇଗଲା ୨୮ ଏହା ମଧ୍ୟ ଏକ ସଂକେତ ଯେ ୨୮ ଟି ନକ୍ଷେତ୍ର , ୨୭ ନକ୍ଷେତ୍ର ଓ ଅଭିଜିତ ଏକ ମିଶିଲେ ହୋଇଯାଉଛି ୨୮ , କିନ୍ତୁ ଏହି କେରଳ ଅନୁସାରେ ୨୭ ବୋଲି ଧରାଯାଏ , ସେହିପରି ୨୮ ନକ୍ଷେତ୍ର ଯେପରି ୨୭ ସୂର୍ଯ୍ୟା , ତେଣୁ ଏହା ଏକ ଧର୍ମର ସଂକେତ ଅଟେ , ଯେଉଁ ବର୍ଷ ଏହି ଧର୍ମର ସଂକେତ ଥିବ ଏହା କ୍ଷତି କରିବ , ସେହିପରି ୨୦୨୨ ମହାପୁରୁଷ ଲେଖିଛନ୍ତି ,
ଯଦି ଆମେ ୨୦୨୨ କୁ ବିଭାଗ କରିଦେବା ୨୦ ଗୋଟିଏ ରହିବ ଅନ୍ୟଟି ୨୨ ରହିବ , ଆପଣ ୨୨ ସଂଖ୍ୟା ଦେଖିବେ ତେବେ ଜଗନ୍ନାଥଙ୍କ ୨୨ ପାହାଚ ସଂଖ୍ୟା , ୨୦ ହେଲା ତ୍ରେତୟା ଯୁଗରେ ରାବଣ ର କଥା , ରାବଣର ୨୦ ଟା ବାହୁ , ତେଣୁ ଏହା ଏକ ଧର୍ମର ସଂକେତ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।