13

ମହାତ୍ମା ବୁଦ୍ଧଙ୍କ ମହତ୍ତ୍ୱ ବାଣୀ – ଜାଣି ରଖନ୍ତୁ ପୁରା ଖବର |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜଣେ ବ୍ୟକ୍ତି ମହାତ୍ମା ବୁଦ୍ଧ ଙ୍କୁ ପଚାରିଲା ଯେ ମୋ ଜୀବନରେ ଏତେ ଦୁଃଖ କଣ ପାଇଁ ଏବଂ ମହାତ୍ମା ବୁଦ୍ଧ ତାଙ୍କୁ ପଚାରିଲେ କୁହ ତୁମ୍ଭର ଦୁଃଖ କଣ ସେ କହିଲା ମୁ ତୁମ୍ଭକୁ ମୋର କେତେ ଦୁଃଖ କହିବି ପୁରା ଜୀବନ ଦୁଃଖ ରେ ଭରା ମୋର ଶରୀର ବି ପୁରା ବେମାରୀ ରେ ଭରିଯାଇଛି ଏମିତି ଗୋଟାଏ ପରେ ଗୋଟିଏ ଦୁଃଖ ଲାଗି ରହିଛି ଯେ ଜୀବନ ରହିବା ଅପେକ୍ଷା ମରିଯିବା ଭଲ ମହାତ୍ମା ବୁଦ୍ଧ ସେ ବ୍ୟକ୍ତି ଙ୍କୁ କହିଲେ ତୁମ୍ଭର ଏତେ ଦୁଃଖ ର କାରଣ କଣ ମୁଁ ତା ଆପଣଙ୍କ ପାଖକୁ ଆସିଛି ଏହି ପାଇଁ ଯେ ଆପଣ କୁହନ୍ତୁ ଯେ ମୋ ଜୀବନରେ ଦୁଃଖ କାହିଁକି ।

ବୁଦ୍ଧ ତାଙ୍କୁ କହିଲେ କି ତୁମର ସବୁ ଦୁଃଖ ର କାରଣ ତୁମେ ନିଜେ ।ସେ ବ୍ୟକ୍ତି କହିଲା ବୁଝି ମୁଁ ପାରିଲି ନାହିଁ କଣ ପାଇଁ ଏ ଏସବୁ କାରଣ ବୁଦ୍ଧ ତାଙ୍କୁ ଏକ ଛୋଟ ଛୋଟ କାହାଣୀ ଶୁଣାଇଲେ ପ୍ରଥମ କାହାଣୀ ଗୋଟିଏ ବ୍ୟକ୍ତି ଗଛ କୁ ଧରି ଚିତ୍କାର କରୁଥିଲା ମୋତେ ବଞ୍ଚାଉ କିଏ ଏହି ଗଛ ପାଖରୁ ନିଅ ଏ ଗଛ ମୋତେ ଧରି ନେଇଛି ଏବଂ ସେଠାରେ ଜଣେ ଗୁରୁ ଏବଂ ଶିଷ୍ୟ ପହଞ୍ଚିଲେ ।ଶିଷ୍ୟ ଜନଙ୍କ ଗୁରୁ କୁ କହିଲେ ଯେ ଏ ବ୍ୟକ୍ତି ଙ୍କୁ ସାହାର୍ଯ୍ୟ କରିବା ଦରକାର ।

budhaa

ଗୁରୁ କହିଲେ ଯେ ବ୍ୟକ୍ତି ଙ୍କୁ କେହିବି ସାହାର୍ଯ୍ୟ କରିବେନି କାରଣ ଯେ ସେ ବ୍ୟକ୍ତି ନିଜେ ଗଛ କୁ ଧରିଛନ୍ତି।ତାଙ୍କୁ କିଏ ଛଡ଼ାଇପାରିବ ।ଏମିତି ବୁଦ୍ଧ କହିଲେ ତୁମେ ନିଜେ ସେ ଦୁଃଖ କୁ ଧରିଚ ।ଏବଂ କହୁଛ ସବୁ ଜିନିଷ ମୋର।ତାପରେ ଦ୍ଵିତୀୟ କାହାଣୀ ଟି ଶୁଣାଇଲେ ଗୋଟିଏ ବୁଢ଼ିଆଣି ନିଜେ ଜାଲ ତିଆରି କରେ ଏବଂ ଦିନେ ସେଇ ଜାଲ ରେ ଫସି ଯାଏ ।ବୁଦ୍ଧ ତୃତୀୟ କାହାଣୀ କହିଲେ ରସ ଭରା ଏକ ପାତ୍ର ରେ ଯେତେବେଳେ ଏକ ମହୁମାଛି ପଡ଼ିଯାଏ ଓ ସେଥିରେ ପଡିଗଲା ପରେ ତାଙ୍କୁ ଆନନ୍ଦ ଆସେ ଓ ସେ ଚାହେଁ କିଛି ରସ ନେଇ ଉଡିଯିବାକୁ କିନ୍ତୁ ସେ ରସରେ ଏତେ ବୁଡ଼ି ଯାଏ

budhha

ଯେ ସେ ଉଡ଼ିପାରେ ନାହିଁ ସେ ରସକୁ ପି ପି ତାର ଡେଣା ସେଥିରେ ଲାଗିଯାଏ ଓ ବୁଡ଼ି ଯାଏ ଆଉ ସେ ବାହାରି ପାରେ ନାହିଁ ।ଯେଉଁ ସୁଖ ପ୍ରଥମ ରୁ ପାଇଲ ସେ ଏବେ ଦୁଃଖ ଦେଉଛି ।ଯଉଁ ଲୋକ ସ୍ୱାଦିଷ୍ଟ ଖାଦ୍ୟ ଖାଇବା ପାଇଁ ଲାଗେ ପରେ ସେ ଦୁଃଖ ରେ ପଡେ ଓବଶରୀର ଖରାପ ହୁଏ।ଏହି ପରି ମୋର ସବୁବେଳେ ଦୁଃଖ ହୁଏ ।ଆଉ କହିଲେ ଯେ ମୋର ମନରୁ ହିଁ ସୃଷ୍ଟି ହୋଇଛି ।

ସେ ବ୍ୟକ୍ତି କହିଲେ ମୋତେ ତ କାରଣ କହିଲେ ଏବଂ ତାର ନିରାକରଣ କେମିତି ହେବ ଯେ ତୁମ୍ଭର ମନକୁ ଉପରକୁ ନେଇ ମୋହ ମାୟା କୁ ଦୂର କର।ତାହେଲେ ଦୁଃଖ ରୁ ମୁକ୍ତି ପାଇବା ।ଏହି ଛୋଟ ଉପାୟ କୁ ଆମ ଜୀବନରେ ଲଗାଇବା।ଏତିକି କହି ମୁଁ ବିଦାୟ ନେଉଛି ଜୟ ଜଗନ୍ନାଥ। ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *