brusaaaa-735x400

ବୃଷ , ମିଥୁନ ଓ ବିଛା ରାଶିର ବ୍ୟକ୍ତି ହୋଇ ଜାଆନ୍ତୁ ସାବଧାନ – କାଲିଠୁ ଘଟିବ ଅଘଟଣ ।

RASIPHALA

ରାଶି ଚକ୍ର ସବୁବେଳେ ପରିବର୍ତ୍ତନ ଶିଳ । ଏହା କେତେବେଳେ କେଉଁ ଆଡକୁ ଢଳେ ତାହା କେହିବି କେବେ କଳ୍ପନା କରି ପାରିବେନି । ଏହି ରାଶି ଚକ୍ରର ଚଳନ ପାଇଁ ଆମ ଜୀବନରେ କେବେ ଖୁସି ଆସେ ତ କେବେ ଦୁଃଖ ଆସେ । ଯଦି ଆମ ରାଶି ଚକ୍ରର ଶନିଙ୍କ ପ୍ରଭାବ ଭଲ ଥାଏ , ତେବେ ଏହା ଆମ ପାଇଁ ଭଲ ପ୍ରଭାବ ପକାଇଥାଏ । ଯଦି ଶନିଙ୍କ କୋପ ଦୃଷ୍ଟି ପଡେ ତେବେ ଆମ ଜୀବନ ରେ ଅନେକ ସମସ୍ୟା ଓ ଦୁଃଖ ଆସିଥାଏ ।

ତେବେ ଏବେ ଏବେ ଜୋତିଷଙ୍କ ମତରେ 3 ଟି ରାଶିରେ ଶନିଙ୍କ କୋପ ଦୃଷ୍ଟି ପଡିବାକୁ ଜାଉଛି , ଯେଉଁ କାରଣରୁ ଏହି 3 ଟି ରାଶିର ଜୀବନରେ କିଛି ଅସୁବିଧା ଆସିପାରେ । ଆମେ ଆଜିର ଏହି ପୋଷ୍ଟରେ ଏହାର ନିରାକରଣ ବିଷୟରେ ସୁଚନା ଦେବୁ ଏହା ସହିତ ଏହି ଦଶା କେତେ ଦିନ ରହିବ ଏହା ମଧ୍ୟ ଜଣାଇବୁ । ଆସନ୍ତୁ ଜାଣିନେବା ।

sani-deevv

ବୃଷ ରାଶି – ବହୁଦିନ ପରେ ଏହି ରାଶିରେ ଶନି ଦେବଙ୍କ କୋପ ଦୃଷ୍ଟି ପଡିବାକୁ ଜାଉଚି । ଯେଉଁ କାରଣରୁ ଆପଣଙ୍କ ଜୀବନରେ ଅସୁବିଧା ଆସିପାରେ । ଟଙ୍କା ପଇସାରେ ଅସୁବିଧା ଆସିପାରେ । ଚାକିରୀ କ୍ଷେତ୍ରରେ ଅସୁବିଧା ଦେଖା ଦେଇପାରେ । ସ୍ୱାସ୍ତ୍ୟ ସମସ୍ୟା ବି କିଛି ମାତ୍ରାରେ ଆସିପାରେ । ତେବେ ଏହି ସବୁରୁ ଆପଣଙ୍କୁ ମୁକ୍ତି ପାଇବାକୁ ହେଲେ ଶନି ବାର ଦିନ ଶନି ଦେବାଙ୍କୁ ସ୍ମରଣ କରିବା ପରେ ଭୋଜନ ଗ୍ରହଣ କରନ୍ତୁ ।

ମିଥୁନ ରାଶି – ଏହି ରାଶିରେ ବେସି କିଛି ଅସୁବିଧା ନଥିଲେ ମଧ୍ୟ , ଆଗାମୀ କିଛି ଦିନ ପାଇଁ ଆପଣ କିଛି ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି । ଚାକିରୀରେ ପଦୋନ୍ନିତର ସୁଯୋଗ ଥିଲେ ମଧ୍ୟ କୌଣସି କାରଣରୁ ଏହା କିଛି ଦିନ ପାଇଁ ଅଟକିଯିବ । ବିବାହ ୟୋଗର ଅସୁବିଧା ସୃଷ୍ଟି ହେବା ସହ , ପାରିବାରିକ ଜୀବନରେ କଳହ ଆସିପାରେ । ଏଥିରୁ ମୁକ୍ତି ପାଇବା ପାଇଁ ଗୁରୁବାର ଦିନ ସକାଳୁ ସ୍ନାନ କରି ଗାଇଙ୍କୁ ଦୁବ ଘାସ ଖାଇବାକୁ ଦିଅନ୍ତୁ ।

sani

ବିଛା ରାଶି – ବିଛା ରାଶିର ବ୍ୟକ୍ତି ବିଶେଷ ମାନେ ଆଗାମୀ 3 ମାସ ପାଇଁ ଅର୍ଥ ସଂକଟ ଦେଖା ଦେଇପାରେ । ବ୍ୟବସାୟୀ ମାନେ କ୍ଷତିର ସାମ୍ମାନା କରି ପାରନ୍ତି । ବିଦ୍ୟାର୍ଥୀ ମାନଙ୍କ ପାଇଁ ପାଠ ପଢାରେ ଅନିୟମମତା ଓ ଖେଳ ପ୍ରତି ଆଗ୍ରହ ସୃଷ୍ଟି ହେବ । ସ୍ୱାସ୍ତ୍ୟ ଅବସ୍ତାରେ ସାମ୍ମାନ୍ୟ ଆସୁବିଧା ଆସିପାରେ । ଏହାର ପ୍ରତିକାର ପାଇଁ ମଙ୍ଗଳବାର ଦିନ ହନୁମାନଙ୍କୁ ପୁଜା କରନ୍ତୁ ।

ବନ୍ଧୁଗଣ ଏହି 3 ଟି ରାଶିଙ୍କର ବଦଳିଯିବ ଭାଗ୍ୟ ଅଛି ଶନି ଦଶା । ଯଦି ଆପଣ ବି ଆପଣଙ୍କ ରାଶି ବିଷୟରେ ସୁଚନା ପାଇବାକୁ ଚାହୁଁଛନ୍ତି , ତେବେ ଗୋଟିଏ ଲାଇକ କଲେ ଆମେ ଆପଣଙ୍କୁ ଆପଣଙ୍କ ବିଷୟରେ ସୁଚନା ଦେବୁ ।

 

Leave a Reply

Your email address will not be published. Required fields are marked *