ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ସୁନା ଏବଂ ରୂପା ଦର କୁ ନେଇ ଆଉ କିଛି ବଡ ଅପଡେଟ୍ ରହିଛି କି ବିଶେଷଜ୍ଞ୍ୟ ମାନେ କହିଛନ୍ତି କି 17 ହଜାର ରୁ ବି ଅଧିକ ହଜାର ଖସିବ ସୁନା ଦର । ତେବେ କଣ ରହିଛି ନୂଆ ଦର ଏବଂ ବର୍ତମାନ ସମୟ ରେ କେତେ ଖସିଚି ଦର ଜାଣିବା । ତେବେ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ବାସ୍ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ନିଶ୍ଚି୍ତ ଭାବେ ଜାଣି ପାରିବେ ,।
ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ଦେଶ ରେ ବିବାହ ଋତୁ ଆରମ୍ଭ ହେବାକୁ ଜାଉଛି , ତେବେ ଯଦି ଆପଣ ମାନଙ୍କ ଘରେ ବି ବର୍ତମାନ ସମୟ ରେ କାହାର ବିବାହ ହେବାକୁ ଜାଉଛି ତେବେ ଏହି ଖବର ବହୁତ ଜରୁରୀ ଅଟେ , ତେବେ ଦେଶ ରେ କୋରନା ଭାଇରଲ ବଢିିବା ସହିତ ସୁନା ଏବଂ ରୂପା ର ଦର ରେ ବଡ ହ୍ରାସ ଦେଖିବା ପାଇଁ ମିଳିଛି ,
ତେବେ ବର୍ତମାନ ସମୟ ରେ ସୁନା ଦର 44700 ରେ ପ୍ରତି 10 ଗ୍ରାମ୍ ରେ ପହଁଁଚି ସାରିଛି , ତେବେ ରୂପା ଦର ଅଲ ଟାଇମ୍ ହାଇ ରୁ 11 ହଜାର ଟଙ୍କା ସସ୍ତା ହୋଇ ସାରିଛି । ତେବେ ଅଗଷ୍ଟ ରେ ଅଲଟାଇମ୍ ସୁନା ଦର ହାଇ ଲେବୁଲ୍ ଛୁଇଁ ଥିଲା ଜାହା 56200 ଟଙ୍କା ରହି ଥିବା ବେଳେ ଏହା ବର୍ତମାନ ସମୟରେ 11 ହଦାର ହ୍ରାସ ପାଇଁ 44700 ରହିଛି , ଅନ୍ୟ ପଟେ HDFC ସିକ୍ୟୁରିଟିଜ୍ ଏହି ସୂଚନା ଦେଇଛି କି ଅନ୍ତରାଷ୍ଟ୍ରୀୟ ବଜାର ରେ ସୁନା ଦର ବୃଦ୍ଦ୍ଧି ହୋଇ ଯଦି 1719 ଡଲାର ଆଉନ୍ସ ଯଦି ରୂପା ଦର 24.48 ଡଲାର ଆଉନ୍ସ ରେ ଅପରିବର୍ତିତ ରହିଛି ।
HDFC ସିକ୍ୟୁରିଟିଜ୍ ର ବରିଷ୍ଟ ତପନ ପଟେଲ କହିଛନ୍ତି କି ମାନ୍ଦା ଅବସ୍ତା ରୁ ବାହାରିବା ପରେ ସୁନା ଦାମ୍ ଖସିଛି ତେବେ ବୁଶେଷଜ୍ଞ୍ୟ ମାନଙ୍କ ଅନୁସାରେ ଆଗାମୀ ଦିନ ମାନଙ୍କ ରେ ସୁନା ଦର ଖସିବ ଏବଂ ପରେ ପରେ ଏହି ଥିରେ ସ୍ଥିରତା ଆସିବ ଏହି ଅନୁସାରେ ଦେଖିଲେ ସୁନା ଦର ପ୍ରାୟ 38800 ପ୍ରତି 10 ଗ୍ରାମ୍ ହିସାବ ରେ ପହଁଚିବ
ଆଉ ଯଦି ଏମିତି ହୁଏ ତେବେ ସୁନା ଦର ନିଜର ଅଲ ଟାଇମ୍ ହାଇ ରୁ 17 ହଜାର ଟଙ୍କା ଖସିଯିବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।