12

କନ୍ୟା ରାଶିର ଫେବୃଆରୀ ମାସର ମାସିକ ରାଶିଫଳ – ଜାଣି ରଖନ୍ତୁ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ୨୦୨୨ ମସିହା ଫେବୃଆରୀ ମାସର କନ୍ୟା ରାଶିର ଵ୍ୟକ୍ତି ବିଶେଷଙ୍କ ପାଇଁ ମାସିକ ରାଶିଫଳ ବିଷୟରେ , ଏହି ମାସିକ ରାଶିଫଳ ଗ୍ରହଙ୍କର ସ୍ଥିତିକୁ ନେଇ ଆଧାରିତ ହୋଇଥାଏ ,ଏହି ଗ୍ରହଙ୍କର ସ୍ଥିତି ଆମ ଜୀବନରେ ବହୁ ପ୍ରଭାବ ପକାଇଥାଏ , ଆମ ଜୀବନରେ ଚାଲୁଥିବା ସୁଖ ଏବଂ ଦୁଃଖ ଆଦି ଗ୍ରହ ମାନଙ୍କର ଗତି ଉପରେ ନିର୍ଭର କରିଥାଏ , ଆମ ଜୀବନରେ ହେଉଥିବା ପରିବର୍ତ୍ତନ ଗୁଡିକ ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ହିଁ ହୋଇଥାଏ , ତେବେ ଆସନ୍ତୁ ଜାଣିବା କନ୍ୟା ରାଶିର ଵ୍ୟକ୍ତି ବିଶେଷଙ୍କ ଫେବୃଆରୀ ମାସଟି କିପରି ରହିବ , ଏବଂ କିପରି ଫଳ ପ୍ରଦାନ କରିବ ଏବଂ କଣ କରିବେ ଅଶୁଭ ଗ୍ରହର ଅଶୁଭ ଫଳର ଖଣ୍ଡନ କରିବା ପାଇଁ ପ୍ରତିକାର , ଏହି ମାସ ଆପଣଙ୍କ ପାଇଁ ମଙ୍ଗଳକାରୀ ହେଉ ,

ଆପଣ ଯେଉଁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତାହା ନିଶ୍ଚିତ ଭାବେ ଫଳ ପ୍ରଦ ହେଉ , ତେବେ ପ୍ରଥମେ ଆମେ ଜାଣିବା ଯେଉଁମାନେ ରାଶି ବିଷୟରେ ଜାଣିନାହାନ୍ତି ବା ଯଦି ଆପଣ ଜାତକ ବିଷୟରେ ଜାଣିନାହାନ୍ତି ତେବେ ଆପଣଙ୍କ ନାମର ପ୍ରଥମ ଅକ୍ଷର ପେ , ପା , ପି , ସ , ନ , ଠ , ହୋଇଥାଏ କିମ୍ଵା ଯେଉଁମାନଙ୍କର ଜନ୍ମ ୫, ୧୪ ,୨୩ ତାରିଖ ରେ ହୋଇଥାନ୍ତି କିମ୍ଵା କୈାଣସି ମାସର ଶୁକ୍ଳପକ୍ଷ, ପଞ୍ଚମୀ ତିଥିରେ ଜନ୍ମଗ୍ରହଣ କରିଥାନ୍ତି ତେବେ ସେମାନଙ୍କର କନ୍ୟା ରାଶି ହେବ , ରାଶିର ଶୁଭ ରଙ୍ଗ ହେଉଛି ସବୁଜ ରଙ୍ଗ , ଯେତେବେଳେ ଆପଣ ବାହାରକୁ ଯାଉଛନ୍ତି ତେବେ ଆପଣ ସବୁଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଆପଣଙ୍କୁ ନିଶ୍ଚିତ ଭାବେ ଶୁଭ ଫଳ ପ୍ରାପ୍ତି ହେବ , ଏହି ରାଶିର ଶୁଭ ଵାର ହେଉଛି ବୁଧବାର ଓ ରବିବାର , ଏହି ରାଶିର ଶୁଭ ଦେଵତା ହେଉଛନ୍ତି ଭଗବାନ ଶ୍ରୀଗଣେଶ ,

rasi4

ଯଦି ଆପଣ କୌଣସି ବ୍ରତ ରଖିବାକୁ ଚାହୁଁଛନ୍ତି ତେବେ ଶୁଭ ଵାର ହେଉଛି ବୁଧବାର , ଏହି ଦିନ ଯଦି ଆପଣ କୈାଣସି ବ୍ରତ ରଖିଥାନ୍ତି ତେବେ ଏହା ନିଶ୍ଚିତ ଭାବେ ସଂପୁର୍ଣ୍ଣ ହୋଇଥାଏ , ଏହି ରାଶିର ଶୁଭ ସଂଖ୍ୟା ହେଉଛି ୫ , ଯଦି ଆପଣ କିଛି କାମ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ସଂଖ୍ୟା ୫ ଠାରୁ ଆରମ୍ଭ କରନ୍ତୁ , ତେବେ ଆସନ୍ତୁ ଜାଣିବା କିପରି ରହିବ ଫେବୃଆରୀ ମାସ , ଯଦି ଆପଣଙ୍କର କେହି ଶତ୍ରୁ ଅଛନ୍ତି ତେବେ ସେମାନେ ବହୁତ ଶୀଘ୍ର ତଳ ପତନ ହେବେ , ଭାଇ ଭଉଣୀ ମଧ୍ୟରେ ଉତ୍ତମ ସଂପର୍କ ରହିବ ଏବଂ ବହୁ ସମସ୍ଯାର ସମାଧାନ ମଧ୍ୟ କରିଵେ , ତେବେ ଆସନ୍ତୁ ଜାଣିବା କନ୍ୟା ରାଶି ପାଇଁ ଏହି ୨୦୨୨ ମସିହା ଫେବୃଆରୀ ମାସ କିପରି ଫଳ ପ୍ରଦାନ କରିବ , ଦେଖିବାକୁ ଗଲେ ଏ ମାସରେ ଆପଣଙ୍କୁ ମଧ୍ୟମ ଧରଣର ଫଳ ମିଳିବ ,

rasi1

କର୍ମ କ୍ଷେତ୍ରରେ ସମ୍ମାନ ଯୋଗ ରହିଛି , କନ୍ୟା ରାଶିର ଵ୍ୟକ୍ତି ବିଶେଷମାନେ ଆପଣ ଆପଣଙ୍କର କାର୍ଯ୍ୟ ଧର୍ଯ୍ୟର ସହ ସଫଳ ହେବ , ଯେଉଁ କାର୍ଯ୍ୟ ଆପଣଙ୍କର ପୂର୍ବ ମାସରେ ଅଧୁରା ରହିଯାଇଛି ତାହା ସଂପୂର୍ଣ୍ଣ ହେବ , ଏହି ମାସ ଆପଣଙ୍କର ଲଭ ମେରେଜ ହୋଇପାରେ , ଆପଣଙ୍କର ଵିଵାହ ଏକ ରୋମାଣ୍ଟିକ ରହିବ , ଯଦି ଆପଣଙ୍କର ସନ୍ତାନଙ୍କର ଵିଵାହ ବୟସ ରହିଛି ତେବେ ନିଶ୍ଚିତ ଭାବରେ ଵିଵାହ ହୋଇଯିବ , ପାରିବାରିକ ଜୀବନ ଆପଣଙ୍କର ସୁଖ ମୟ ହେବ , ଯେଉଁ କାର୍ଯ୍ୟ ଆପଣ ଏହି ମାସରେ କରିବା ପାଇଁ ଚାହୁଁଛନ୍ତି ସେଥିରେ ଆପଣ ସଫଳ ଅର୍ଜନ କରିବେ , ଦେହ ମନ ଆପଣଙ୍କର ଭଲ ରହିବ , ଆୟ ଵେୟ ଆପଣଙ୍କର ସମାନ ରହିବ , ଆପଣ ଯେଉଁ କ୍ଷେତ୍ରରେ କାମ କରିବେ ସେଥିରେ କରୁଥିବା ଆୟ ଆପଣଙ୍କ ଵେୟ ସହ ସମାନ ରହିବ ,

ଆପଣ ଅଧିକ ପରିମାଣରେ ଖର୍ଚ୍ଚ କରିବେ ସେଥିପାଇଁ ଖର୍ଚ୍ଚ ପ୍ରତି ଧ୍ୟାନ ଦେଵେ , ଯେଉଁ ଜାଗାରେ ଆପଣ ଚାକିରି କରୁଛନ୍ତି ସେଠି ବିରୋଧିମାନଙ୍କୁ ଦୂରେଇ ଦେବ , ନାରୀମାନଙ୍କ ମନ ପ୍ରଫୁଲ୍ଲ ରହିବ , ଏହି ରାଶିର ଲୋକମାନଙ୍କର ଆର୍ଥିକ ଉନ୍ନତି ହେବ ସହ ଆନନ୍ଦ ଉଲ୍ଲାସ ହେବ , ନାରୀମାନେ ସମ୍ମାନ ପାଇବେ ଓ ପିଲାମାନଙ୍କର ପାଠ ପଢିରେ ସଫଳତା ମିଳିବ , ଏହିମାସଟି ଆପଣଙ୍କ ପାଇଁ ଶୁଭ ରହିବ ଓ ଶୁଭ ଫଳ ପାଇଁ ଗରିବ ଲୋକଙ୍କୁ ଅନ୍ନ ଵସ୍ତ୍ର ଦାନ କରନ୍ତୁ , ଯଦି ଆପଣ କାହାକୁ ଟଙ୍କା ପଇସା ଦେଇଥାନ୍ତି ତେବେ ତାହା ନିଶ୍ଚିତ ଭାଵରେ ପାଇବେ , ବ୍ୟବସାୟରେ ଲାଭ ହେବ , ଯେଉଁ ଆଶା ମନରେ ରଖିଛନ୍ତି ତାହା ଏହି ମାସରେ ନିଶ୍ଚିତ ଭାବେ ସଫଳ ହେବ , ଏବଂ ଆପଣଙ୍କୁ ବିଭିନ୍ନ ଦିଗରୁ ଟଙ୍କା ପଇସା ମିଳିଵାର ଶୁଭ ସମୟ ରହିଛି , ଚାକିରିରେ ପ୍ରତିଷ୍ଠିତ ହେବେ ,ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *