15

ମାଁ କୁ ପିଟି ପିଟି ହତ୍ୟା କରିଛି ପୁଅ ବାପା କହୁଛି ମୋ ପୁଅକୁ ଫାଶି ଦିଅ ଘଟିଲା ଏପରି କାଣ୍ଡ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି , ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ନୀରିହ ଯୁବ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି , ତେବେ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି , ଆମ ସମାଜରେ ହେଉଥିବା ଅପରାଧ ଗୁଡ଼ିକୁ ଦେଖି ଆମ ସମାଜ ଲୋକଙ୍କ ମଧ୍ୟରେ ଆଉ ସହିଵାର ସାହାସ ହରାଇଦେଇଛନ୍ତି ,

ଏପରି ଏକ ଅଭାବନୀୟ ଘଟଣା ଯାହା ଆଶ୍ଚର୍ଯ୍ୟ କରି ରଖିଦେଇଛି , ଯେଉଁଠାରେ ବାପା ମୁଣ୍ଡ ପିଟି ପିଟି କାନ୍ଦୁଛନ୍ତି ଯେ ମୋ ପୁଅକୁ ଫାଶି ଦେଇ ଦିଅ , ଯେମିତି ଆମେ ଆଉ କେଵେ ତା ମୁହଁ ନ ଦେଖୁ , କାରଣ ଏପରି କିଛି କାଣ୍ଡ କରିଛି ଘରର ବଡ ପୁଅ ଯାହା ଶୁଣିଲେ ଆପଣ ମଧ୍ୟ ଚମକି ପଡ଼ିବେ , ପଇସା ମାଗିଥିଲା ରୋଗୀଣା ମାଆଙ୍କୁ , କିନ୍ତୁ ମାଁ ନ ଦେଇ ପାରିବାରୁ ପୁଅ ଘରେ ଥିବା ରେଡ଼ିଓରେ ପିଟି ପିଟି ମାଆକୁ ହତ୍ୟା କରିଛି , ଆଉ ତାପରେ ଘରର ଲୁଗା ପଟା ଅଖା ଆଦିରେ ମାଆକୁ ସେଥିରେ ଗୋଡ଼ାଇ ଦେଇଥିଲା , ଆଉ ଶେଷରେ ଘର ଭିତରେ ହିଁ ମାଆକୁ ନିଆଁ ଲଗାଇ ଦେଇଥିଲା ଘରର ବଡ ପୁଅ ,

ଏବଂ ଏପରି କିଛି ବର୍ଵର କାଣ୍ଡ ଘଟିଯାଇଛି ଭୁବନେଶ୍ୱରର କଳିଙ୍ଗ ନଗର ବସ୍ତିରେ , ତାଙ୍କ ବାପାଙ୍କ ବୟାନ ଅନୁସାରେ ଯେତେବେଳେ ପୁଅ ନିଶା ବା ମଦ ପିଇବା ପାଇ ଟଙ୍କା ମାଗିଥିଲା ସେତେବେଳେ ମାଁ ତାକୁ ନ ଦେଵାରୁ ସେ ତା ମାଆକୁ ପେଲି ଦେଇଥିଲା ଓ ଶେଷରେ ଏକ ଗୋଟିଏ ରେଡ଼ିଓ ଜରିଆରେ ଛେଚି ମାଆକୁ ପିଟି ପିଟି ହତ୍ୟା କରିଥିଲା , ବାପା କହିଲା ମୁଁ , ପଇସା ଦେଉଛି , ବଡ଼ ପୁଅ ପଇସା ଦେଉଛି , ସାନ ପୁଅବି ପଇସା ଦେଉଛି କିନ୍ତୁ ତାକୁ ମଦ ନିଶା ଏତେ ପାଗଳ କରିଦେଲା ଯେ ସେ ମାଆ କୁ ପିଟି ପିଟି ହତ୍ୟା କରିଛି , ମାଆକୁ ଯେତେବେଳେ ଘରର ସାଢି ,

ଵୁରା ଆଦିରେ ଗୋଡ଼ାଇ ନିଆଁ ଲଗାଇଛୀ ସେତେବେଳେ ଗାଁ ଲୋକେ ଗନ୍ଧରେ ଆସି ପହଞ୍ଚି ଯାଇଛନ୍ତି , ଓ ପାଣି ଢ଼ାଳି ଲିଭାଇଛନ୍ତି କିନ୍ତୁ ସେତେବେଳକୁ ଅଧା ଶରୀରର ଜଳି ଯାଇଥିଲା , ପ୍ରସାଦ ନାମକ ପୁଅ କରିଥିବା ଏହି ଜଲ୍ଲାଦ କାଣ୍ଡ ବସ୍ତି ଲୋକଙ୍କ ଆଗରେ ବି ମାନିଯାଇଥିଲା , ଶେଷରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେଠାରେ ପ୍ରସାଦକୁ ଗିରଫ କରିଥିଲା , ଘରକୁ ଫେରି ଏହି କାଣ୍ଡ ଦେଖି ବାପା ମୁଣ୍ଡ ପିଟି ପିଟି କାନ୍ଦୁଛି ଏବଂ ଏଭଳି ପୁଅକୁ ଜନ୍ମ କରି ନିଜ ଵାପା ହେବାକୁ ଧିକାର କରୁଛି , ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *