16

ସ୍ଵାମୀ ଆଗରେ ସ୍ତ୍ରୀ ତା’ର ବୟଫ୍ରେଣ୍ଡ୍ ସହ କଲା ଵିଵାହ ତାପରେ ଘଟିଛି ଏପରି ଘଟଣା |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି , ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ନୀରିହ ଯୁବ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି , ତେବେ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି , ଆମ ସମାଜରେ ହେଉଥିବା ଅପରାଧ ଗୁଡ଼ିକୁ ଦେଖି ଆମ ସମାଜ ଲୋକଙ୍କ ମଧ୍ୟରେ ଆଉ ସହିଵାର ସାହାସ ନାହିଁ ,

ଏପରି ଏକ ଅଭାବନୀୟ ଘଟଣା ଯାହା ଆଶ୍ଚର୍ଯ୍ୟ କରି ରଖିଦେଇଛି , ଯେଉଁଠାରେ ତିନି ବର୍ଷ ଧରି ଚାଲିଥିବା ଫେସବୁକ ପ୍ରେମ ସଫଳ ହୋଇଛି , ତେବେ ଏହି ଘଟଣାଟି ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖିଦେଇଛି , ଆଜିର ଏହି ସୋସିଆଲ ମିଡିଆ ଏପରି ହୋଇଗଲାଣି ଯେଉଁଠାରେ ଯେଉଁଠାରେ ପ୍ରେମ , ଚୋରି ଧୋକା ଏପରିକି ସୋସିଆଲ ମିଡ଼ିଆ ଜରିଆରେ ରାସଲୀଳା ମଧ୍ୟ ହୋଇପାରୁଛି , ଏହି ସୋସିଆଲ ମିଡିଆ ଆଜିର ସମସ୍ତ ଯୁବ ଗୋଷ୍ଠୀକୁ ଵର୍ଵାଦ କରି ରଖିଦେଇଛି , ଯେଉଁଠାରେ ଏକ ଜ୍ଵଳନ୍ତ ଉଦାହରଣ ଆପଣଙ୍କ ଆଗରେ ରହିଛି ,

marrage 1

ଆଜି ଆମେ ଆପଣଙ୍କୁ ଜୀବନ୍ତ ଉଦାହରଣ କହିବାକୁ ଯାଉଛୁ , ଏକ ମହିଳା ଯିଏକି ଫେସବୁକରେ ଗୋଟିଏ ପୁଅ ସହ କଥା ହେଉଥିଲେ କିନ୍ତୁ ଏହି କଥା ବାର୍ତା ମଧ୍ୟରେ ପରସ୍ପର ପ୍ରେମ କରି ବସିଥିଲେ କିନ୍ତୁ ଏଠାରେ ମହିଳା ଜଣଙ୍କ ବିବାହିତ ଥିଲେ ଓ ଏକ ସନ୍ତାନର ମାଁ ମଧ୍ୟ ରହିସାରିଥିଲେ , ତେବେ ଏହା ସତ୍ତ୍ୱେ ମଧ୍ୟ ସେ ଏକ ପୁଅ ସହ ଫେସବୁକ ମାଧ୍ୟମରେ ପ୍ରେମ କରିଥିଲେ , ଏବଂ ଶେଷରେ ଯେତେବେଳେ ତାର ସ୍ବାମୀ ଏ ବିଷୟରେ ଜାଣିଥିଲା ସେତେବେଳେ

ସେ ତାର ସ୍ତ୍ରୀ କୁ ସେହି ଫେସବୁକ ପ୍ରେମିକ ସହ ଵିଵାହ କରିବା ପାଇଁ ନିଷ୍ପିତି ନେଇଥିଲା ଏଥିରେ ଫେସବୁକ ପ୍ରେମିକ ମଧ୍ୟ ରାଜି ହୋଇଯାଇଥିଲା ଏବଂ ସ୍ଵାମୀ ନିଜ ସ୍ତ୍ରୀକୁ ନେଇ ସେହି ପ୍ରେମିକ ସହ ଏକ ମନ୍ଦିରରେ ସମସ୍ତଙ୍କ ଅନୁମତିରେ ଵିଵାହ କରାଇଥିଲେ ତେବେ ଏହା ଶୁଣି ଆପଣଙ୍କୁ ନିଶ୍ଚିତ ମିଛ ଲାଗିଥାଇପାରେ କିନ୍ତୁ ଏହି ଘଟଣା ଘଟିସାରିଛି ଉତ୍ତର ପ୍ରଦେଶର ରେମୁଣା ଗ୍ରାମରେ , ତେବେ ଏହି ଘଟଣା ସୋସିଆଲ ମିଡ଼ିଆରେ ପ୍ରବଳ ଭାଇରାଲ ହେବାରେ ଲାଗିଛି ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *