18

ପ୍ରେମିକ ଠାରୁ ପ୍ରତିଶୋଧ ନେବା ପାଇଁ ପ୍ରେମିକା ହୋଇଗଲେ ଗର୍ଭବତୀ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି , ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ଯୁବ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି , ତେବେ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି , ଆମ ସମାଜରେ ହେଉଥିବା ଅପରାଧ ଗୁଡ଼ିକରେ ସମାଜ ଲୋକଙ୍କ ଯେତିକି ଭୁଲ ସେତିକି ଭୁଲ ହୋଇଥାଏ ପ୍ରେମୀ ଯୁଗଳଙ୍କର ,

ବର୍ତ୍ତମାନ ପ୍ରାୟତଃ ଵିଵାହ ସଂଵନ୍ଧ | ପ୍ରେମ ସଂପର୍କ ଓ ପରେ ହତ୍ୟା କାଣ୍ଡ ଏହି ପରି ଘଟଣା ବହୁତ ସାମ୍ନାକୁ ଆସୁଛି କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଆପଣଙ୍କ ରୋମ ଟାଙ୍କୁରି ଉଠିବ | ଏପରି ଏକ ଅଭାବନୀୟ ଘଟଣା ଯାହା ଆଶ୍ଚର୍ଯ୍ୟ କରି ରଖିଦେଇଛି , ଯେଉଁଠାରେ ଜଣେ ଝିଅ ତାର ବୟଫ୍ରେଣ୍ଡ୍ ଠାରୁ ପ୍ରତିଶୋଧ ନେଵା ପାଇଁ ବାଚିଛି ଗୋଟିଏ ନିଆରା ରାସ୍ତା , ପ୍ରେମରେ ଧୋକା ଵାଜି ହେବା ଦ୍ଵାରା ତାକୁ ପାନେ ଦେଵା ପାଇଁ ଏକ ନିଆରା ରାସ୍ତା ବାଛିଥିଲା , ଯେତେବେଳେ ପ୍ରେମିକ ତା’ର ବାସ୍ତବତା ବିଷୟରେ ଜାଣିବାକୁ ପାଇଲା ସେତେବେଳେ ତା ପାଦ ତଳୁ ମାଟି ଖସିଗଲା ,

pregnet 2

ତେବେ ଆସନ୍ତୁ ଜାଣିବା ସଂପୁର୍ଣ୍ଣ ଘଟଣା ବିଷୟରେ , କିଛି ମାସ ପୂର୍ବରୁ ସେ ଜାଣିବାକୁ ପାଇଲା ଯେ ତା’ର ବୟଫ୍ରେଣ୍ଡ୍ ଅନ୍ୟ ଝିଅ ସହ ଡେଟ କରୁଛି , ଝିଅଟି ତା’ର ପ୍ରେମିକ ସହ ଝଗଡା କରି ବ୍ରେକ ଅଫ କରିଦେଇଥିଲା , କିନ୍ତୁ ସେ ତାର ପ୍ରେମିକର ଧୋକା ଵାଜିକୁ ଭୁଲି ପାରିଲା ନାହିଁ , ତାପରେ ତାକୁ ଏକ ଶିକ୍ଷା ଦେବା ପାଇଁ ଏକ ଯୋଜନା ପ୍ରସ୍ତୁତ କଲା , ଝିଅଟି ଯେତେବେଳେ ଜାଣିବାକୁ ପାଇଥିଲା ଯେ ତା’ର ବୟଫ୍ରେଣ୍ଡ୍ ଅନ୍ୟ ଏକ ଝିଅ ସହ ସଂପର୍କ ରଖିଛି , ସେତେବେଳେ ଝିଅ ଏହା ସହି ପାରିଲା ନାହିଁ କିନ୍ତୁ ଏହାକୁ ମଧ୍ୟ ଭୁଲିବା ତା ପକ୍ଷେ ସମ୍ଭବ ହେଲା ନାହିଁ ,

ତାକୁ ଠିକ୍ ପାନେ ଦେଵା ନେଇ ସେ ଏକ ଅଭିନୟ ଜାରି କଲେ ହେଉଥିରେ ସେ ପ୍ରେଗନେଣ୍ଟ ହୋଇଛି ବୋଲି ମିଛ ଅଭିନୟ କରିବା ଆରମ୍ଭ କରିଦେଇଥିଲେ , ସେ ତାଙ୍କ ସ୍ୱଟରରେ ପୋଷାକ ରଖି ଏକ ନକଲି ଗର୍ଭବତୀ ହେବାର ଅଭିନୟ କରିଥିଲେ , ଯେତେବେଳେ ପ୍ରେମିକ ପୂର୍ବ ଗର୍ଲ ଫ୍ରେଣ୍ଡର ଗର୍ଭବତୀ ହେବାର ଫୋଟ ଦେଖିଲା ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲା , କିନ୍ତୁ ଝିଅଟି ଏ ବିଷୟରେ କାହାକୁ କହିନାହିଁ ,ନିକଟରେ ଭାଇରାଲ ହୋଇଥିବା

ଭିଡିଓରେ ସେ ସବୁ କଥା କହିଥିଲେ , ଝିଅ ପୋଷ୍ଟ କରିବା ଭିଡ଼ିଓରେ ସେ ବିଭିନ୍ନ ପ୍ରକାରର ପୋଜ ମଧ୍ୟ କରିଥିଲେ , ତେବେ ଜଣେ ଧୋକା ବାଜ ପ୍ରେମିକ କୁ ଏଭଳି ଭାବେ ପାନେ ଦେଵା ପାଇଁ ଏକ ଭଲ ପଦ୍ଧତି ବାଛିବା ବହୁ ଲୋକ ପସନ୍ଦ କରିଛନ୍ତି , ତେବେ ଏହା ଥିଲା ସଂପୁର୍ଣ୍ଣ ଘଟଣା ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *