22

ଘରେ ଏହି ବାସ୍ତୁ ଦୋଷ ଥିଲେ ଗର୍ଭପାତ ହେବାର ଆଶଙ୍କା ରହିଥାଏ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କୈାଣସି ମହିଳା ତାଙ୍କ ଜୀବନରେ ସେତେବେଳେ ପୁର୍ଣତା ଅନୁଭଵ କରନ୍ତି ଯେତେବେଳେ ସେ ଏକ ସନ୍ତାନର ଜନ୍ମ ଦେବାର ଗୈାରବ ପ୍ରାପ୍ତ କରନ୍ତି , ତେବେ କେବେ କେଵେ ଲୋକ ରହୁଥିବା ରହୁଥିବା ଘର ମହିଳାଙ୍କୁ ମାତୃତ୍ଵର ସୁଖ ଦେଇପାରିନଥାଏ , ହୁଏତଃ ଏହି ସୁଖ ଵହୁତ ବିଳମ୍ବରେ ମିଳିଥାଏ , ନଚେତ ମିଳିଵି ପାରିନଥାଏ , ଏଥିପାଇଁ ଘର ନୁହେଁ ଘରର ଦୋଷ ତୃଟି ମୁଖ୍ୟତଃ ଦାୟୀ ବୋଲି କହିଥାନ୍ତି ଜ୍ୟୋତିଷ ଶାସ୍ତ୍ର , ଏଣୁ ଘରେ ଥିଵା ଛୋଟ ଛୋଟ ସମସ୍ୟାର ସୁଧାର କରିଦେଲେ ଘରର ମହିଳା ଠିକ ସମୟରେ ଅଧିକାରିଣୀ ହୋଇପାରନ୍ତି ,

ତେବେ ଘରେ ହେଉଥିବା ଦୋଷ ତୃଟି କ’ଣ ଆସନ୍ତୁ ଜାଣିବା ,ପ୍ରଥମ ହେଲା ଉତ୍ତର ପୂର୍ବ ଦିଗରେ ଯଦି ବେଡ଼ରୁମ ଥାଏ ଓ ନବ ଦମ୍ପତି ଵ୍ୟକ୍ତି ସେହି ଘରକୁ ଶୟନ କକ୍ଷ ଭାବେ ବ୍ୟବହାର କରନ୍ତି ତେବେ ଏହି ଦିଗରେ ଶୟନ କକ୍ଷ ରହିବା ଯୋଗୁଁ ସୃଷ୍ଟି ହେଉଥିବା ବାସ୍ତୁ ଦୋଷର ସେମାନେ ଶୀକାର ହୋଇଥାନ୍ତି , ହୁଏତଃ ସେମାନଙ୍କ ସନ୍ତାନ ହେବାରେ ବିଳମ୍ୱ ହୋଇପାରେ , ସେହିପରି ଯଦି ମହିଳା ଗର୍ଭବତୀ ହୋଇ ବି ପାରନ୍ତି ତେବେ ଦକ୍ଷିଣ ପୂର୍ବ ଦିଗରେ ଥିବା ଶୟନ କକ୍ଷ ବ୍ୟବହାର ନ କରିବା ଉଚିତ ,

pregnet 2

କାରଣ ଏହି ଦିଗରେ ଥିବା ଶୟନ କକ୍ଷ ଗର୍ଭପାତ ର ଅନେକ ଆଶଙ୍କା ଥାଏ , ସେହିପରି ଘରର କେନ୍ଦ୍ର ସ୍ଥଳରେ ସିଢି , ବା ଭାରି ଆସବା ପତ୍ର ରହିଲେ ମହିଳାଙ୍କୁ ମାଁ ହେବାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ଏଣୁ ଘରର କେନ୍ଦ୍ର ସ୍ଥଳକୁ ମୁକ୍ତ ରଖିବା ଆବଶ୍ୟକ , ସେହିପରି ମହିଳା ଗର୍ଭବତୀ ହୋଇଥିଲେ ତାଙ୍କୁ ଏଭଳି କକ୍ଷରେ ରଖିବାକୁ ଦିଅନ୍ତୁ ନାହିଁ ଯେଉଁ କକ୍ଷରେ ଆଲୋକର ମାତ୍ରା କମ୍ ରହୁଥାଏ ,

ବା ଆଦୈ ଘରକୁ ବାହାରର ଆଲୋକ ପ୍ରବେଶ କରୁନଥାଏ , ଗର୍ଭବତୀ ମହିଳାଙ୍କୁ ମୁକ୍ତ ବାତାବରଣରେ ପ୍ରଚୁର ଆଲୋକ ଓ ପବନ ଆସୁଥିଵା କକ୍ଷ ରେ ରଖିବାର ପ୍ରବନ୍ଧ କରିବା ଆବଶ୍ୟକ , ତେବେ ବନ୍ଧୁଗଣ ଘରର ଏହି ସବୁ ବାସ୍ତୁ ଦୋଷ ଦୂର କରିବା ଦ୍ଵାରା ଘରର ମହିଳା ଠିକ ସମୟରେ ଗର୍ଭବତୀ ହୋଇପାରନ୍ତି , ତେବେ ଏହା ଥିଲା କିଛି ବାସ୍ତୁ ଦୋଷ ଯାହା ଘରୁ ବାହାର କରିବା ଉଚିତ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *