23

ମାନସିକ ଚିନ୍ତା ଦୂର କରିଵା ପାଇଁ କରନ୍ତୁ ଏହି ଉପାୟ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ବସ୍ତୁ ହେଉଛି ନକରାତ୍ମକ ମାନସିକତା ମସ୍ତିଷ୍କର କାର୍ଯ୍ୟ ଧାରା । ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କର ମାନସିକ ଚିନ୍ତା ଲାଗି ରହିଛି , କିଏ ଟଙ୍କା ପାଇଁ ବ୍ୟସ୍ତ ତ କିଏ ଵିଵାହ ପାଇଁ ବ୍ୟସ୍ତ ଏହିପରି ଘରୋଇ ମାନସିକ ଚିନ୍ତା ଲାଗି ରହିଥାଏ ,
ବ୍ୟସ୍ତବହୁଳ ଜୀବନରେ ନିଜ ମାନସିକ ତାକୁ ସକରାତ୍ମକ ଭାବିଵା ହୁଏତ ସହଜ ନୁହେଁ ,

ହେଲେ ଅନ୍ୟ ପକ୍ଷରେ ତାହାକୁ ଅବହେଳା କରିବା ମଧ୍ୟ ଠିକ୍ ନୁହେଁ , ନିକଟରେ କାଲିଫର୍ଣ୍ଣିଆ ବିଶ୍ଵ ବିଦ୍ୟାଳୟର କ୍ୟାନ୍ସର ବିଶେଷଜ୍ଞ ମାନେ ଏକ ରୋଚକ ତଥ୍ୟ ସାମ୍ନାକୁ ଆଣିଛନ୍ତି , ଏକ ସତ୍ୟତମ ଗବେଷଣାରୁ ସେମାନେ ଜାଣିପାରିଛନ୍ତି ଯେ ଯଦି ଜଣେ ଵ୍ୟକ୍ତିର ମାନସିକତାର ଜଣେ ଵ୍ୟକ୍ତିର ଅଧିକାଂଶ ଦିନ ରହେ ବା ତାହା ଦୀର୍ଘ ଦିନ ଧରି ଲାଗିରହେ , ତେବେ ଏହା ଦ୍ଵାରା ତାଙ୍କ ମସ୍ତିଷ୍କ କାର୍ଯ୍ୟ ଧାରା ଵାଧା ପ୍ରାପ୍ତ ହେଵାର ଆଶଙ୍କା ରହିଥାଏ ,

brainn

ଅଵଶାଦକୁ ନେଇ ସେମାନେ ଗବେଷଣା କରିବା ସମୟରେ ସେମାନେ ଏ ସଂପର୍କରେ ସୂଚନା ପାଇଥିଲେ , ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ରହିଛି ଯଦି ଜଣେ ଦୀର୍ଘ ସମୟ ଧରି ନକରାତ୍ମକ ମାନସିକତାର ସାମ୍ନା କରିଥାଏ ଯେଉଁ ତାହାର ପ୍ରଭାବ ମସ୍ତିଷ୍କ କାର୍ଯ୍ୟ ଧାରା ଉପରେ ପଡ଼ିବାର ଆଶଙ୍କାକୁ ଏଡ଼ାଇବା ଭୁଲ ହେବ , କେତେକ ବ୍ୟକ୍ତିଙ୍କର ମାନସିକତାକୁ ନେଇ ଏ ସଂପର୍କରେ ସର୍ଭେ ମଧ୍ୟ କରାଯାଉଛି ,

ଆଶ୍ଚର୍ଯ୍ୟ ଜନକ ଭାବରେ ସେମାନଙ୍କ ମଧ୍ୟରୁ କେତେକ ଜଣଙ୍କ ପାଖରେ ମସ୍ତିଷ୍କ ଜନିତ ସମସ୍ୟା ଦେଖିବାକୁ ମିଳିଥିଲା , ଅନ୍ୟ ପକ୍ଷରେ ଅଧିକାଂଶ ସମୟ ଅଵଶାଦ ଗ୍ରସ୍ତ ରହିବା ଦ୍ଵାରା ଶାରୀରିକ କୋଷ ଅଧିକ ଦୁର୍ବଳ ହୋଇ ପଡନ୍ତି , ଯାହାଫଳରେ ମସ୍ତିଷ୍କ କାର୍ଯ୍ୟ ଧାରା ବାଧା ପ୍ରାପ୍ତ ହୋଇଥାଏ , ତେବେ ଜାଣିଲେ ନକରାତ୍ମକ ମାନସିକତା ଏବଂ ମସ୍ତିଷ୍କର କାର୍ଯ୍ୟ ଧାରା କିପରି ଵାଧା ପ୍ରାପ୍ତ ହୋଇଥାଏ , ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ |

Leave a Reply

Your email address will not be published. Required fields are marked *