ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ତ ଜାଣିଥିବେ , ଆମ ଜୀବନରେ ଯାହାବି କିଛି ପରିବର୍ତ୍ତନ ହୋଇଥାଏ ତାହା ଗ୍ରହର ଚଳନରୁ ହିଁ ହୋଇଥାଏ ଓ ଆମକୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଆମ ଜୀବନରେ ସମସ୍ୟା ସହିତ ଖୁସି ମଧ୍ୟ ଆସିଥାଏ ଯାହାକି ଗ୍ରହର ପରିବର୍ତ୍ତନ ରୁ ହୋଇଥାଏ । ପ୍ରତ୍ୟେକ ମଣିଷ କୈାଣସି ପରିଚୟ ନେଇ ଜନ୍ମ ହୋଇନଥାଏ , କିନ୍ତୁ ଯେଉଁ ରାଶି ଓ ନକ୍ଷେତ୍ରରେ ଜନ୍ମ ହୋଇଥାଏ , ତାର ପରିବର୍ତ୍ତନରେ ଅଲଗା ପରିଚୟ ସୃଷ୍ଟି ହୋଇଥାଏ । ପ୍ରେତେକ ମଣିଷର ନାମ ତାର ତାର ଜନ୍ମର ଚଣନା ଓ ଗ୍ରହକୁ ଦେଖି ରଖାଯାଏ ।
ଆପଣମାନେ ଜାଣିଥିବେ ପ୍ରତ୍ୟେକ ଅକ୍ଷରର ଅଲଗା ଅଲଗା ମହତ୍ଵ ରହିଥାଏ । ଆଜି ଆମେ ସେହିପରି କିଛି ଅକ୍ଷର ବିଷୟରେ ଜଣେଇବୁ ଓ ଏମାନେ ସମସ୍ତଙ୍କ ଠାରୁ ବହୁତ ଅଲଗା ହୋଇଥାନ୍ତି । ୧ମ ଅକ୍ଷର S – ଏହି ଅକ୍ଷରର ଲୋକମାନେ ବହୁତ ପରିଶ୍ରମୀ ଓ ବହୁତ ସୁନ୍ଦର ହୋଇଥାନ୍ତି ଯାହାଫଳରେ ସାମ୍ନାବାଲା ବହୁତ ଜଲ୍ଦୀ ଆକର୍ଷିତ ହୋଇଥାନ୍ତି । ଲଭ ମାମଲାରେ ବହୁତ ଲାଜୁଆ ଓ ଗମ୍ଭୀର ହୋଇଥାନ୍ତି କିନ୍ତୁ ଏମାନେ କାହାକୁ ପ୍ରପୋଜ ମାରିପାରନ୍ତିନି । ସବୁବେଳେ ବୁଝିସୁଝି କାମ କରନ୍ତି କିନ୍ତୁ ଏମାନଙ୍କ କଥା ଶୈଳୀ ଲୋକମାନଙ୍କ ଆଗରେ ଖରାପ କରିଦିଏ ।
୨ୟ ଅକ୍ଷର R – ଏହି ଅକ୍ଷରର ଲୋକମାନେ ବହୁତ ଜଲ୍ଦୀ ଆଗକୁ ବଢିଥାନ୍ତି ଓ ଧନ ଦଉଲତର ଅଭାବ ରହିଥାଏ । ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ଓ ତାର ପରିବାର ଲୋକମାନେ ଏମାନଙ୍କ ପାଇଁ ସବୁକିଛି ହୋଇଥାନ୍ତି । ଏମାନେ ଏମିତି କାମ କରନ୍ତି ଯେଉଟାକି କେହି କରିପାରିବେ ନାହିଁ । ୩ୟ ଅକ୍ଷର B – ଏହି ଅକ୍ଷରର ଲୋକମାନେ ସବୁବେଳେ ନୁଆ କାମ କରିଥାନ୍ତି । ଏମାନଙ୍କର ଏମିତି କିଛି କଥା ରାଜା ରହିଥାଏ ଯାହା କାହାରିକୁ ଜଣା ନଥାଏ । ନିଜ ଲକ୍ଷ ହାସଲ କରିବାକୁ ସବୁବେଳେ ପସନ୍ଦ କରନ୍ତି । ଏମାନେ ଜଲ୍ଦୀ କୈାଣସି ଲୋକ ସହ ମିଶିପାରନ୍ତିନି ।
୪ର୍ଥ ଅକ୍ଷର P – ଏହି ଅକ୍ଷରର ଲୋକମାନେ ସବୁବେଳେ ସମସ୍ୟା ରେ ଫସିରହିଥାନ୍ତି । ଭଲ ପାଇବା କ୍ଷେତ୍ରରେ ଏମାନେ ନିଜକୁ ବହୁତ ଭଲ ପାଇଥାନ୍ତି । ଏମାନଙ୍କୁ ବହୁତ ସୁନ୍ଦର ପାର୍ଟନର ମିଳିଥାଏ ଓ ଏମାନେ ନିଜ ଜୀବନ ସାଥୀ ସହିତ ସବୁବେଳେ ଝଗଡ଼ା କରନ୍ତି , କିନ୍ତୁ ଯେତେ ଝଗଡ଼ା କଲେ ମଧ୍ୟ ପାର୍ଟନର ହାତ ଛାଡନ୍ତିନି । ଏମାନେ ଚାହିଁଥାନ୍ତି କିଛି ଅଲଗା କିନ୍ତୁ ହୋଇଥାଏ କିଛି ଅଲଗା । ୫ମ ଅକ୍ଷର M – ଏହି ଅକ୍ଷରର ଲୋକମାନେ ଏମାନେ ସବୁକଥା ମନରେ ରଖିଥାନ୍ତି , ଯାହା ଅନ୍ୟମାନଙ୍କ ପାଇଁ ଖରାପ ହୋଇଥାଏ ।
ପରିବାର ଲୋକଙ୍କୁ ବହୁତ ଭଲ ପାଆନ୍ତି , ବହୁତ ଖର୍ଚ୍ଚ କରିଥାନ୍ତି ଓ ଦେଖିବାକୁ ବହୁତ ଆକର୍ଷିତ ହୋଇଥାନ୍ତି । ୬ଷ୍ଠ ଅକ୍ଷର N – ଏହି ଅକ୍ଷରର ଲୋକମାନେ ବହୁତ ଖୋଲା ବିଚାରର ହୋଇଥାନ୍ତି ଓ କେତେବେଳେ କଣ କରନ୍ତି ଜାଣିନଥାନ୍ତି । ଏମାନେ ଅନ୍ୟମାନଙ୍କ ଅଧିକ ସମୟ ଝଗଡ଼ା କରିନଥାନ୍ତି । ଏମାନଙ୍କ ପାଖରେ ପ୍ରଚୁର ପରିମାଣର ଟଙ୍କା ରହିଥାଏ ସେଥିପାଇଁ କୈାଣସି ଜୀନିଷର ଅଭାବ ମଧ୍ୟ ନଥାଏ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।