1

ମକର ରାଶିର ଫେବୃଆରୀ ମାସର ମାସିକ ରାଶିଫଳ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ୨୦୨୨ ଫେବୃଆରୀ ମାସର ମକର ରାଶିର ମାସିକ ରାଶିଫଳ ବିଷୟରେ , ଏହି ମାସିକ ରାଶିଫଳ ଗ୍ରହଙ୍କ ର ସ୍ଥିତି ଓ ଚଳନକୁ ନେଇ ଆଧାରିତ , ଏବଂ ଗ୍ରହଙ୍କର ସ୍ଥିତି ଏବଂ ଚଳନ ଆମ ମନୁଷ୍ୟ ଜୀଵନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ଯାହାଫଳରେ ଆମ ଜୀବନରେ କେବେ ସୁଖ ଆସିଥାଏ ତ କେବେ ଦୁଃଖ ଆସିଥାଏ , ଗ୍ରହଙ୍କର ସ୍ଥିତିକୁ ନେଇ ଆମେ ପାରିବାରିକ ଜୀବନ , ବୈବାହିକ ଜୀବନ , ଆର୍ଥିକ ସ୍ଥିତି , ଶିକ୍ଷା , ବ୍ୟବସାୟ ଏବଂ ସ୍ଵାସ୍ଥ୍ୟ ବିଷୟରେ ସଂପୁର୍ଣ୍ଣ କଥା ଜାଣିଥାଉ , ତେବେ ଆଜି ଆମେ ଏହି ବିଷୟରେ ସଂପୁର୍ଣ୍ଣ ବିଶ୍ଲେଷଣ କରି କହିବୁ , ପ୍ରଥମେ ଜାଣିବା ମକର ରାଶିର ବ୍ୟକ୍ତି ବିଶେଷଙ୍କ କେତୋଟି ନକ୍ଷେତ୍ର ରହିଛି ,

ତାହା ହେଉଛି ଉତ୍ତର ଆଷାଢ଼ ନକ୍ଷେତ୍ର , ଶ୍ରଵଡ ନକ୍ଷେତ୍ର , ଏବଂ ଧନିଷ୍ଠା ନକ୍ଷେତ୍ର , ମକର ରାଶିରେ ସ୍ଵାମୀ ହେଉଛନ୍ତି ଶନିଦେଵ , ଏହି ରାଶିର ଶୁଭ ରଙ୍ଗ ହେଉଛି ନୀଳ , ଆକାଶି ଓ କଳା । ଏମାନଙ୍କର ଶୁଭ ଵାର ହେଉଛି ଶନିବାର ଓ ଇଷ୍ଟ ଦେବତା ହେଉଛନ୍ତି ଶନି ଦେବ ଓ ଭଗଵାନ ଶିବ । ଏମାନଙ୍କ ରାଶିର ଶୁଭ ସଂଖ୍ୟା ହେଉଛି ୮ ଏମାନେ ଆଠ କିମ୍ବା ୨୬ ତାରିଖରେ ଶୁଭ କାର୍ଯ୍ୟ କଲେ ଶୁଭ ଫଳ ଓ ସଫଳତା ମିଳିଥାଏ , ଯେପରି କି ଦୂର ସ୍ଥାନ ଯାତ୍ର , ଘର ପ୍ରତିଷ୍ଠା , ଗାଡ଼ି ଆଦି କିଣିବା , କିମ୍ବା ଯାନବାହାନ ବିକ୍ରି ମଧ୍ୟ କରିପାରିଵେ ଏଥିରୁ ଆପଣଙ୍କ ନିଶ୍ଚିତ ଭାବେ ଶୁଭ ଫଳ ମିଳିବ ,

rasi4

ତେବେ ଆସନ୍ତୁ ଜାଣିବା ଫେବୃଆରୀ ମାସଟି ମକର ରାଶିର ଲୋକମାନଙ୍କ ପାଇଁ କିପରି ରହିଵ , ଏହି ରାଶିର ଲୋକମାନେ ଏହି ଫେବୃଆରୀ ମାସ ସାରା କର୍ମତତ୍ପର ରହିବେ , କର୍ମରେ ନିଶ୍ଚିତ କିଛି ସମସ୍ୟା ନେଇ ଆସିବ , ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତି ଉଚ୍ଚ ନୀଚ୍ଚ ପଦ ହାସଲ କରିବେ , କ୍ୟାରିୟର ଦୃଷ୍ଟିରୁ ମାସଟି ମଧ୍ୟମ ଧରଣର ରହିବ , କାର୍ଯ୍ୟ କ୍ଷେତ୍ରରେ ବିଶେଷ ସାବଧାନ ରହିବେ , ସ୍ଵକର୍ମୀଙ୍କ ସହ ଉତ୍ତମ ସଂପର୍କ ରହିବ , ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ନିଶ୍ଚିତ ବୃଦ୍ଧି ଘଟିଵ , ଯେଉଁ ଆଶା ମନରେ ରଖିଛନ୍ତି ତାହା ଏହି ମାସରେ ନିଶ୍ଚିତ ଭାବେ ସଫଳ ହେବ , ଏବଂ ଆପଣଙ୍କୁ ବିଭିନ୍ନ ଦିଗରୁ ଟଙ୍କା ପଇସା ମିଳିଵାର ଶୁଭ ସମୟ ରହିଛି , ଚାକିରିରେ ପ୍ରତିଷ୍ଠିତ ହେବେ ,

rasi1

ଯଦି ଆପଣ କାହାକୁ ଟଙ୍କା ପଇସା ଦେଇଥାନ୍ତି ତେବେ ତାହା ନିଶ୍ଚିତ ଭାଵରେ ପାଇବେ , ବ୍ୟବସାୟରେ ଲାଭ ହେବ ଏବଂ ନାରୀମାନେ ସମ୍ମାନ ପାଇବେ ଓ ପିଲାମାନଙ୍କର ପାଠ ପଢିରେ ସଫଳତା ମିଳିବ , କହିବାକୁ ଗଲେ ମାସଟି ଆପଣ ମାନଙ୍କ ପାଇଁ ଭଲ ହି ଅଛି , ସାମାନ୍ୟ ଖରାପ ଥିବାରୁ ଆପଣମାନେ ଏଥିପାଇଁ ପ୍ରତିକାର ସ୍ବରୂପ ଶିଵ ମନ୍ଦିର ଯାଆନ୍ତୁ , ଆଉ ଦର୍ଶନ କରନ୍ତୁ ଯଦି ଶିଵ ମନ୍ଦିରକୁ ଯାଇପାରୁନାହାନ୍ତି ତେବେ ପ୍ରତ୍ୟେକ ସୋମବାର ମନ୍ଦିର ଯାଆନ୍ତୁ , ଏହା ଦ୍ଵାରା ଶନି ଦେବ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ , ଏବଂ ଆପଣଙ୍କ ଘରର ସମସ୍ତ ସମସ୍ୟା ଦୂର ହେବ ,

ଯଦି କୈାଣସି ରେଳ ବିଭାଗ , କୋଇଲା ବିଭାଗ , ଟ୍ରାନ୍ସପୋର୍ଟ ବିଭାଗ ଆଦିରେ କାର୍ଯ୍ୟ କରୁଥିଲେ ନିଶ୍ଚିତ ଭାବେ ଉଚ୍ଚ ପଦ ପାଇବେ , ପୂର୍ବରୁ ଥିବା ପାରିବାରିକ କଳହ ଦୂର ହୋଇ ଶାନ୍ତି ପ୍ରତିଷ୍ଠା ହେବ , ସାମାଜିକ କାର୍ଯ୍ୟରେ ଯୋଗ ଦାନ କରି ଦକ୍ଷ ହେବେ , ପଡୋଶୀ ମାନେ କାଳିଆ କଥା କହି କାର୍ଯ୍ୟ ହାସଲ କରିବେ ଏଥିପାଇଁ ସାବଧାନ ରୁହନ୍ତୁ , ମନ କଥା ମନରେ ରଖି ବନ୍ଧୁ ମାନଙ୍କ ସହ ମିଳା ମିଶି କରିଲେ ଆପଣଙ୍କ ପାଇଁ ଲାଭ ପ୍ରଦ ହେବ , ପ୍ରତିକାର ସ୍ବରୂପ ବୁଲା କୁକୁରଙ୍କୁ ଖାଇବାକୁ ଦିଅନ୍ତୁ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *