jhia

ଏହି ପ୍ରାକ୍ଟିକାଲ ମେଥଡ଼ ଦ୍ୱାରା ଆପଣ ଝିଅ ମାନଙ୍କୁ ନିଜର କରିପାରିବେ।

FACT

ଆପଣ ମାନଙ୍କ ସହିତ ଅଧିକାଂଶ ସମୟ ହୋଇଥିବ ଯେ ମନେକର ଆପଣଙ୍କର ପଡୋଶୀ ହେଉ ବା ଆପଣଙ୍କର ପାଖରେ ଘର ଭଡା ନେଇ ରହୁଥିବା ଝିଅ ଆପଣ ମାନଙ୍କୁ ବାରମ୍ବାର ଚାହୁଁଥିବ।ଯଦି ଆପଣ ଯାଇ ସେମାନଙ୍କୁ ନିଜର ଲାଇନରେ ଆଣିବାକୁ ଚାହିଁଥାନ୍ତି ସେମାନେ ଆପଣଙ୍କର ଲାଇନକୁ ଆସି ନଥାନ୍ତି।ଆଜି ଆମେ ଜାଣିବା ଏମିତି କିଛି ପ୍ରାକ୍ଟିକାଲ ମେଥଡ଼ ଯାହା ଦ୍ୱାରା ଆପଣ ମାନେ ନିଜର ମନ ପସନ୍ଦର ଝିଅ ମାନଙ୍କୁ ପାଇଯିବେ।ଆସନ୍ତୁ ଜାଣିବା ପ୍ରଥମ ପ୍ରାକ୍ଟିକାଲ ମେଥଡ଼।ପ୍ରଥମ ମେଥଡ଼ଟି ହେଉଛି ସେହି ଝିଅକୁ ଆପଣ କ୍ରମାଗତ ଭାବରେ ନଜର ଦିଅନ୍ତୁ ନାହିଁ।ଯଦି ଆପଣ ଏଠାରେ କୌଣସି ଭୁଲ କରୁଛନ୍ତି ତେବେ ଝିଅଟି ଆପଣଙ୍କ କଥାରେ ପଟି ନଥାଏ।ଆମକୁ ଭଗବାନ ସବୁକିଛି ଦେଲେ କିନ୍ତୁ ଧର୍ଜ୍ୟ ବୋଲି ଗୋଟିଏ ଜିନିଷ ଦେଲେ ନାହିଁ।ଯେଉଁଠାରେ ଆମକୁ ଧର୍ଜ୍ୟ ରଖିବାକୁ ପଡିଥାଏ ଆମେ ସେଠାରେ ଧର୍ଜ୍ୟ ରଖି ନଥାଉ।

girll

ଆରେ ଭାଇ ଯଦି ତୁମକୁ କୌଣସି ପାଖରେ ରହୁଥିବା ଝିଅଟି ନଜର ଦେଉଛି।ତେବେ ଆପଣ ଯାଇ ତାକୁ ସିଧା ଲାଇନ ମାରିଲେ।ଆପଣ ଏଠାରେ ଧର୍ଜ୍ୟ ରଖିଲେ ନାହିଁ।ଯଦି ଆପଣ ନିଜର ପ୍ରଥମ ଇଂପ୍ରେସନ ଖରାପ କରୁଛନ୍ତି ତେବେ ସବୁକିଛି ବିଗିଡି ଯାଇଥାଏ।ଯଦି ଆପଣ କୌଣସି ଝିଅକୁ ପଟାଇବାକୁ ଚାହୁଁଛନ୍ତି ଏବଂ ପ୍ରଥମରୁ ଆପଣ ତାକୁ ଖାଲି ଦେଖୁଛନ୍ତି ତେବେ ଝିଅଟିର ଅଧିକ ଭାଉ ବଢିଯିବ।ଯଦିବା ଏଠାରେ କୌଣସି କାଳି ଝିଅ ଥିବବି ତାର ମଧ୍ୟ ଆପଣଙ୍କର ଏହି ହରକତ ଦେଖି ତାର ଆଟିଚୁଡ଼ ବଢି ଯିବ।ଏହାକୁ ଜାଣିଲା ପରେ ଆପଣ ସେହି ଝିଅକୁ କମ ଆଟେନସନ ଦିଅନ୍ତୁ।ଏହା କରିବା ଦ୍ୱାରା ଝିଅଟିର ଭାଉ କମିଯିବ।ତେଣୁ ଆପଣ ସେହି ଝିଅକୁ ଯେତେ ଆଟେନସନ ଦେବେ ତାର ଭାଉ ବଢିବା ସହିତ ପଟିବାର ଚାନ୍ସ ମଧ୍ୟ କମି କମି ଯିବ।ଦିତୀୟ ପ୍ରାକ୍ଟିକାଲ ମେଥଡ଼ ହେଉଛି ତାର ଆଖିରେ ଆଖି ମିଶାନ୍ତୁ।ଆପଣଙ୍କୁ ଏଠାରେ ହଡବଡ଼ ହେବାର ନାହିଁ।କାରଣ ଆପଣ ଭାବୁଥିବେ ପ୍ରଥମ ମେଥଡ଼ରେ କୁହାଗଲା ତାକୁ ଆଟେନସନ ଦିଅନ୍ତୁ ନାହିଁ।ଏଠାରେ କୁହାଯାଉଛି ତା ଆଖିରେ ଆଖି ମିଶାଇବା ପାଇଁ।

girl1

ଆପଣଙ୍କୁ ଏଠାରେ ଝିଅଟିର ଅଜାଣତରେ ତାର ଆଖି ସହିତ ଆଖି ମିଶାଇବାକୁ ପଡିବ।ଝିଅଟି ଯେପରି କିଛି ମାତ୍ରାରେ ଦେଖୁଥିବା ସହିତ ଆପଣବି ତାର ଆଇ କଣ୍ଟାକ୍ଟ ଅଳ୍ପ ଅଳ୍ପ ରଖିବେ।ଆମକୁ ଏଠାରେ ଆଉ କୌଣସି କିଛି ହରକତ କରିବାର ନାହିଁ।କାରଣ ଆମେ ଅଧିକ ମାତ୍ରାରେ ଆକର୍ଷିତ ହୋଇ ଝିଅଟି ପାଖକୁ ଚାଲିଯାଇ ଥାଉ।ଏହା କରିବା ସମ୍ପୂର୍ଣ ଭାବରେ ଭୁଲ ହୋଇଥାଏ।ତୃତୀୟ ମେଥଡ଼ ହେଉଛି ଏହି ପ୍ରକ୍ରିୟାକୁ ଆପଣ ୧୫ ଦିନ ପର୍ଯ୍ୟନ୍ତ କରନ୍ତୁ।ଏଠାରେ ଆପଣଙ୍କୁ ଝିଅଟି ସହିତ ଯାଇ ସ୍ମାର୍ଟ ଭାବରେ କଥା ହେବାକୁ ଅଛି ।ଯଦି ଆପଣ ପୂର୍ବର ଦୁଇଟି ମେଥଡ଼ କରି ସାରିଛନ୍ତି ତାପରେ ଯାଇ ତୃତୀୟ ମେଥଡ଼ ଆପ୍ଲାଇ କରୁଛନ୍ତି ତେବେ ଆପଣଙ୍କୁ ସଫଳତା ମିଳିଯିବାର ସମ୍ଭାବନା ୭୦ ପ୍ରତିଶତ ରହୁଛି।

girl

ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।

Leave a Reply

Your email address will not be published. Required fields are marked *