5

କର୍କଟ ରାଶିର ଫେବୃଆରୀ ମାସର ମାସିକ ରାଶିଫଳ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ୨୦୨୨ ଫେବୃଆରୀ ମାସର କର୍କଟ ରାଶିର ମାସିକ ରାଶିଫଳ ବିଷୟରେ , ଏହି ମାସିକ ରାଶିଫଳ ଗ୍ରହଙ୍କ ର ସ୍ଥିତି ଓ ଚଳନକୁ ନେଇ ଆଧାରିତ , ଏବଂ ଗ୍ରହଙ୍କର ସ୍ଥିତି ଏବଂ ଚଳନ ଆମ ମନୁଷ୍ୟ ଜୀଵନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ଯାହାଫଳରେ ଆମ ଜୀବନରେ କେବେ ସୁଖ ଆସିଥାଏ ତ କେବେ ଦୁଃଖ ଆସିଥାଏ , ଗ୍ରହଙ୍କର ସ୍ଥିତିକୁ ନେଇ ଆମେ ପାରିବାରିକ ଜୀବନ , ବୈବାହିକ ଜୀବନ , ଆର୍ଥିକ ସ୍ଥିତି , ଶିକ୍ଷା , ବ୍ୟବସାୟ ଏବଂ ସ୍ଵାସ୍ଥ୍ୟ ବିଷୟରେ ସଂପୁର୍ଣ୍ଣ କଥା ଜାଣିଥାଉ ,

ବନ୍ଧୁଗଣ ୨୦୨୨ ମସିହା ଫେବୃଆରୀ ମାସ କର୍କଟ ରାଶି ମାନଙ୍କ ପାଇଁ ଅପେକ୍ଷା କୃତ ଉତ୍ତମ ରହିବ , କାର୍ଯ୍ୟ ତଥା ରୋଜଗାର କ୍ଷେତ୍ରରେ ଆପେକ୍ଷିକ ରୋଜଗାର ଲାଭ କରିବେ , ଶନି ଗ୍ରହଙ୍କ ନବମ ଭାବରେ ଦୃଷ୍ଟି କାରଣରୁ ବ୍ୟବସାୟରେ ଭାଗ୍ୟର ସହଯୋଗ ମିଳିବ , ଏବଂ ପରିଶ୍ରମର ଉତ୍ତମ ପରିଣାମ ପ୍ରାପ୍ତି ହେବ , କିନ୍ତୁ ବିଦ୍ୟାର୍ଥୀ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ନିଶ୍ଚିତ ଉନ୍ନତି ମିଳିବ , ପଞ୍ଚମ ଭାବରେ କେତୁଙ୍କ ଉପସ୍ଥିତି ଓ ରାହୁଙ୍କ ପ୍ରଭାବ ହେତୁ ବହୁତ ଲାଭ ମଧ୍ୟ ମିଳିବ , କ୍ୟାରିୟର ଦୃଷ୍ଟିରୁ ମାସଟି ମଧ୍ୟମ ରହିଵ , ସନ୍ତୁଳିତ ବ୍ୟବହାର ଦ୍ଵାରା ଉଚ୍ଚ ଅଧିକାରୀଙ୍କ ପ୍ରିୟ ହେବେ , ବ୍ୟବସାୟ ବର୍ଗଙ୍କୁ ବିଶେଷ ସଫଳତା ପ୍ରାପ୍ତି ହେଵ , ଏବଂ ବ୍ୟବସାୟ ସମ୍ବନ୍ଧିତ କୈାଣସି ଯାତ୍ରାକୁ ମଧ୍ୟ ଯାଇପାରନ୍ତି ,

rasi4

ମନ କଥା ମନରେ ରଖି ବନ୍ଧୁ ମାନଙ୍କ ସହ ମିଳା ମିଶି କରିଲେ ଆପଣଙ୍କ ପାଇଁ ଲାଭ ପ୍ରଦ ହେବ , କହିବାକୁ ଗଲେ ମାସଟି ଆପଣ ମାନଙ୍କ ପାଇଁ ଭଲ ହି ଅଛି , ସାମାନ୍ୟ ଖରାପ ଥିବାରୁ ଆପଣମାନେ ଏଥିପାଇଁ ପ୍ରତିକାର ସ୍ବରୂପ ଶିଵ ମନ୍ଦିର ଯାଆନ୍ତୁ ଆଉ ଦର୍ଶନ କରନ୍ତୁ ଯଦି ଶିଵ ମନ୍ଦିରକୁ ଯାଇପାରୁନାହାନ୍ତି ତେବେ ପ୍ରତ୍ୟେକ ସୋମବାର ମନ୍ଦିର ଯାଆନ୍ତୁ , ଏହା ଦ୍ଵାରା ଶନି ଦେବ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ , ଏବଂ ଆପଣଙ୍କ ଘରର ସମସ୍ତ ସମସ୍ୟା ଦୂର ହେବ , ଦେବୀ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ମୁଦ୍ରାରେ ରହିବେ ଏବଂ ଆପଣଙ୍କର ସମସ୍ତ କାର୍ଯ୍ୟରେ ଶୁଭ ଫଳ ମିଳିବ ଏହି ଫେବୃଆରୀ ରେ ଆପଣଙ୍କର ସାନ ଭାଇ ଭଉଣୀ ମାନଙ୍କୁ ଓ ପିତା ମାତା ମାନଙ୍କୁ ମଧ୍ୟ ଠିକ ଯୋଗ ପ୍ରାପ୍ତ ହେବ ଘରେ

rasi1

ସୁଖ ସମୃଦ୍ଧି ର ସାୟା ଖୋଲିଯିବ ଜୀବନ ସାଥିଙ୍କର ସହଯୋଗ ମିଳିବ ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ଯଦି ବିଦେଶ ରେ ରହୁଛନ୍ତି ତାହେଲେ ବିଦେଶ କୁ ଯାତ୍ରା କରିପାରନ୍ତି ବଡ଼ କମ୍ପାନୀ ରୁ ଅଫର ଆସିପାରେ ତା ସହିତ ନୂତନ ଚାକିରୀ ମିଳିପାରେ ଆପଣଙ୍କର ରହିଯାଇଥିବା ସମସ୍ତ କାମ ହୋଇଯିବ ଆର୍ଥିକ ସମସ୍ୟା ଦୂର ହେବ ଆୟରେ ବୃଦ୍ଧି ମଧ୍ୟ ହେବ ,ଯେଉଁ ଆଶା ମନରେ ରଖିଛନ୍ତି ତାହା ଏହି ମାସରେ ନିଶ୍ଚିତ ଭାବେ ସଫଳ ହେବ , ଏବଂ ଆପଣଙ୍କୁ ବିଭିନ୍ନ ଦିଗରୁ ଟଙ୍କା ପଇସା ମିଳିଵାର ଶୁଭ ସମୟ ରହିଛି , ଚାକିରିରେ ପ୍ରତିଷ୍ଠିତ ହେବେ ,

ଯଦି ଆପଣ କାହାକୁ ଟଙ୍କା ପଇସା ଦେଇଥାନ୍ତି ତେବେ ତାହା ନିଶ୍ଚିତ ଭାଵରେ ପାଇବେ , ବ୍ୟବସାୟରେ ଲାଭ ହେବ ଏବଂ ନାରୀମାନେ ସମ୍ମାନ ପାଇବେ ଓ ପିଲାମାନଙ୍କର ପାଠ ପଢିରେ ସଫଳତା ମିଳିବ , ଏହିମାସଟି ଆପଣଙ୍କ ପାଇଁ ଶୁଭ ରହିବ ଓ ଶୁଭ ଫଳ ପାଇଁ ଗରିବ ଲୋକଙ୍କୁ ଅନ୍ନ ଵସ୍ତ୍ର ଦାନ କରନ୍ତୁ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *