7

ଝିଅଙ୍କୁ “ପାପା କି ପରୀ” କହିବାରୁ ହୋଇଗଲା କାଣ୍ଡ – ଝିଅମାନେ କଲେ ଏପରି କାଣ୍ଡ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି , ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ଯୁବ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି , ତେବେ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି ,ବର୍ତ୍ତମାନ ପ୍ରାୟତଃ ଵିଵାହ ସଂଵନ୍ଧ | ପ୍ରେମ ସଂପର୍କ ଓ ପରେ ହତ୍ୟା କାଣ୍ଡ ଏହି ପରି ଘଟଣା ବହୁତ ସାମ୍ନାକୁ ଆସୁଛି କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଆପଣଙ୍କ ରୋମ ଟାଙ୍କୁରି ଉଠିବ |

ଏପରି ଏକ ଅଭାବନୀୟ ଘଟଣା ଯାହା ଆଶ୍ଚର୍ଯ୍ୟ କରି ରଖିଦେଇଛି , ପ୍ରାୟତଃ ଝିଅମାନେ ନିଜ ବାପାଙ୍କ ପରୀ ପରି ହୋଇଥାନ୍ତି କାରଣ ଝିଅମାନେ ବାପାଙ୍କ ବହୁତ ପ୍ରିୟ ହୋଇଥାନ୍ତି , କିନ୍ତୁ ଆଜି ଏହି ପାପ କି ପରି କହିବାରୁ ଝିଅମାନେ ରାଗି ଯାଇଛନ୍ତି ଓ ହଙ୍ଗାମା କରି ଦେଇଛନ୍ତି , ଘଟଣାଟି ଏପରି ଘଟିଛି ଯେଉଁଠାରେ ଜଣେ ୟୁଟୁଵର ଯିଏକି ରାସ୍ତା ଜଙ୍ଗଲ ଆଦି ସ୍ଥାନକୁ ଯାଇ ଭିଡିଓ ଆଦି କରିଥାନ୍ତି , ଏହିପରି ଏକ ରାସ୍ତାରେ ଯାଉଥିବା ସମୟରେ ଦୁଇ ଜଣ ଝିଅ ସ୍କୁଟିରେ ଯାଉଥିଲେ ଏବଂ ୟୁଟ୍ୟୁବର ଜଣଙ୍କ ମଧ୍ୟ ଵାଇକ ଦ୍ଵାରା ଯିବା ସମୟରେ ନିଜ ଭିଡିଓ କରୁଥିଲେ ,

କିନ୍ତୁ ସ୍କୁଟିରେ ଦୁଇ ଝିଅଙ୍କୁ ଦେଖି ୟୁଟୁଵର ଜଣଙ୍କ ପାପା କି ପରି କହି କମେଣ୍ଟ କରିଥିଲେ ଯେଉଁଥିରେ ଝିଅ ଦୁଇଜଣ ରାଗିଯାଇ ଥିଲେ ସେହି ୟୁଟୁଵର ଜଣଙ୍କୁ ଵାଇକ ଅଟକାଇବା ପାଇଁ କହିଥିଲେ ଯେଉଁଥିରେ ୟୁଟୁଵର ଜଣଙ୍କ ବାଇକ ଅଟକାଇବାକୁ ତା ଵାଇକରୁ ଚାବି କାଢି ନେଇଥିଲେ , ଏବଂ ବହୁତ ଅଶ୍ଳୀଳ ଭାଷାରେ ସେ ୟୁଟୁଵରକୁ ଗାଳିଗୁଲଜ କରିଥିଲେ କିନ୍ତୁ ୟୁଟୁଵର ଜଣଙ୍କ କହିଥିଲେ ଯେ ମୋର କୈାଣସି ଭୁଲ ନାହିଁ ମୁଁ ଆପଣଙ୍କୁ କମେଣ୍ଟ କରି ନାହିଁ ,

ମୁଁ ମୋ ୟୁଟୁଵର ଫ୍ୟାନ୍ସ ମାନଙ୍କୁ କହିଛି , କିନ୍ତୁ ଝିଅ ଦୁଇଜଣ ଏଥିରେ ରାଗି ଯାଇ ପୋଲିସ କଲ ପାଇଁ ଧମକ ଦେଇଛନ୍ତି , ଯେଉଁଥିରେ ୟୁଟୁଵର ଜଣଙ୍କ ଡରି ନାହାନ୍ତି , ତେବେ ଏହା ଥିଲା ଘଟଣା ସେଥିପାଇଁ ଆପଣଙ୍କୁ ଅନୁରୋଧ କାହାକୁ କୈାଣସି ପ୍ରକାରର କମେଣ୍ଟ କରନ୍ତୁ ନାହିଁ , ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *