ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଆଜି ଆମେ ଏମିତି ଏକ ବିଷୟ ନେଇ ଆସିଚୁ, ଯାହା କି ଆପଣ ମାନେ ପଢ଼ିଲେ ଜାଣି ପାରିବେ ମନୁଷ୍ୟ ଜୀବନରେ ଧୋକା କଣ ପାଇଁ ମିଳିଥାଏ ଏମିତି ଆପଣ କଣ କରନ୍ତି ଯେ, ଧୋକା ମିଳିଥାଏ ଧୋକା ମିଳିବାର କଣ ସଂକେତ ଥାଏ କାହିଁକି ଏମିତି ଧୋକା ଆପଣଙ୍କ ଜୀବନରେ ବାରମ୍ବାର ହୋଇଥାଏ ପ୍ରେମରେ ଧୋକା, କାମରେ ଧୋକା ପ୍ରତି କ୍ଷେତ୍ରରେ ଧୋକା ମିଳିଥାଏ ଧୋକା ଦେଇଥିବା ମଣିଷ କୁ କିପରି ଚିଁହିବେ।
ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ତେଣୁ ଆପଣ ମାନଙ୍କୁ ଧର୍ଯ୍ୟ ଧରି କିଛି ସମୟ ଆମ ଆର୍ଟିକିଲ୍ କୁ ପଡ଼ିବାକୁ ହେବ ଚାଲନ୍ତୁ ଧୋକା ବିଷୟରେ ଆଲୋଚନା କରିବା। ଧୋକା ଏମିତି ଏକ ସମ୍ପର୍କ ଯାହାକି ସେ ଆପଣଙ୍କୁ କିଛି କରିବାକୁ ଦିଏ କି ଭୁଲିବାକୁ ଦିଏ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଧୋକା ମିଳିଥାଏ ଏହି ଧୋକା ପାଇଁ ମଣିଷ ବେଳେ ବେଳେ ପଶୁ ମଧ୍ୟ ପାଲଟି ଯାଏ ସେ ଏତେ ଯନ୍ତ୍ରଣା ପାଇଥାଏ ଯେ ନା ତାକୁ ଭୁଲି ପାରେ, ନା ଭୁଲିବାକୁ ଚେଷ୍ଟା କରେ । କାରଣ ଯେ କୌଣସି କାର୍ଯ୍ୟ କରିଥାଏ ସେ ସବୁବେଳେ ତାକୁ ମିଳିଥିବା ଧୋକା କୁ ମନେ ପକାଇ ଥାଏ। ତାକୁ ପ୍ରତି ମୁହୂର୍ତ୍ତରେ ସେଇ କଥା ମନେ ପକାଇବାକୁ ବାଧ୍ୟ କରିଥାଏ ଯାହା ପାଇଁ ସେ ଆଉ ଥରେ କୌଣସି ସେଇ କଥା ଦୋହୋରାଇ ନଥାଏ ପ୍ରତି ମୁହୂର୍ତ୍ତରେ ତାର ଆଖିରେ ସେଇ କଥା ନାଚି ଉଠେ । ଯାହା ପାଇଁ ସେ ଭୁଲ୍ କରିବା ପୂର୍ବରୁ ବାରମ୍ବାର ଭାବି ଥାଏ । ସେ ଯାହାକୁ ଦେଇଥିଥାଏ ସମସ୍ତେ ତାକୁ ସେଇ ପରି ଦେଖା ଯାଇଥାନ୍ତି ଯାହା ପାଇଁ ସେ ସହଜରେ ବିଶ୍ୱାସ ଆଉ ଭରସା କରିପାରିନାହିଁ ।
ପ୍ରତି ମୁହୂର୍ତ୍ତରେ ତାର ମନରେ ଭୟ ଆସିଯାଏ । ସେ ମୋତେ ଧୋକା ଦୌନି ତ ବେଳେ ବେଳେ ସେ ଠିକ୍ ନିଷ୍ପତି ମଧ୍ୟ ନେଇପାରି ନ ଥାଏ ସେଇ ଧୋକା ପାଇଁ ଧୋକା ମିଳିବାର ମୂଳ କାରଣ ଥାଏ ଆପଣ ଅନ୍ଧ ଭଳି ବିଶ୍ୱାସ କରିବା । ଆଉ ଗୋଟେ କଥା ହେଲା ଆପଣ ବିଶ୍ୱାସ ନ କରି ଯିବେ କୁଆଡେ । କାରଣ ସଂସାରର ସବୁ କାର୍ଯ୍ୟ ବିଶ୍ୱାସ ଉପରେ ହିଁ ଚାଲିଥାଏ । ଯେଉଁଠି ବିଶ୍ୱାସ ନ ଥାଏ ସେଇଠି ସମ୍ପର୍କ ର ମାନେ କିଛି ନ ଥାଏ । ଆପଣ ମାନେ ଦେଖିଥିବେ ବିଶ୍ୱାସ ନ ରହିବା ଯୋଗୁଁ ବହୁତ୍ ସମ୍ପର୍କ ମଧ୍ୟ ଭାଙ୍ଗି ଯାଇଛି ଯେମିତି କି ସ୍ବାମୀ ସ୍ତ୍ରୀ ଭିତରେ ହେଉ କି ଭାଇ ଭାଇ ଭିତରେ ହେଉ କି ଦୁଇ ପ୍ରେମୀ ଙ୍କ ଭିତରେ ହେଉ କି ବ୍ୟାପାର ବିଷୟରେ ହେଉ କି ଯେ କୌଣସି କାର୍ଯ୍ୟ କୁହ ସବୁଠି ବିଶ୍ୱାସ ରହିବା ନିହାତି ଜରୁରୀ କିନ୍ତୁ ଅନ୍ଧ ଭଳି ବିଶ୍ୱାସ ଜଣକୁ କରିବା ସେଇଟା ମୂର୍ଖାମି ର ପରିଚୟ ହୋଇଥାଏ।
ଆପଣ କେବେ ଆପଣଙ୍କ ଗୋପନୀୟ କଥା କାହା ଆଗରେ ପ୍ରକାଶ କରନାହିଁ କାହାକୁ ନିଜଠାରୁ ଅଧିକ ବିଶ୍ୱାସ କରନାହିଁ ଆପଣ କଥା ହେଉଥିବା ଲୋକ ର କଥା ରେ ସତ୍ୟତା ଜାଣିବାକୁ ଚେଷ୍ଟା କର ସେ କହୁଥିବା କଥା କେତେ ଦୂର ଠିକ୍ ଆଉ କେତେ ଦୂର ଭୁଲ୍ ବିଚାର କର ନିଜ ସହିତ ମିଶିବାର କାରଣ ଜାଣିବାକୁ ଚେଷ୍ଟା କର ।ଏମିତି କିଛି କଥା ମନ ଭିତରେ ରହିଲେ ଆପଣ ମାନେ ଧୋକା ଖାଇବାରୁ ବଞ୍ଚିଯିବେ।ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।