ବନ୍ଧୁଗଣ ଯେଉଁ ଲୋକ ମାନଙ୍କର ନଖ ଉପରେ ରହିଥାଏ ଅର୍ଦ୍ଧ ଚନ୍ଦ୍ର ସେହି ବ୍ୟକ୍ତି ମାନେ ହୋଇଥାନ୍ତି ଅତ୍ୟାନ୍ତ ଭାଗ୍ୟ ଶାଳୀ । ବନ୍ଧୁଗଣ ନଖ ମଣିଷ ର ହାତ ଏବଂ ଗୋଡ ଆଙ୍ଗୁଳିର ଉପରି ଭାଗରେ ରହିଥାଏ । ଏହା ମଣିଷ ବ୍ୟତୀତ ମାଙ୍କଡ ଏବଂ ଅନ୍ୟାନ୍ୟ ପ୍ରାଣୀ ମଣକ ଥରେ ରହିଥାଏ । ଏହା କେରାଟିନ ନାମକ ଏକ ଏକ ଜିନିଷ ଦ୍ଵାରା ପ୍ରସ୍ତୁତ ହୋଇଥାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମ ଶରିର ରେ ଥିବା ଚିହ୍ନ ଅନେକ ଗୁଡ଼ିଏ କଥା କୁ ଦର୍ଶାଇ ଥାଏ ସେହି ବ୍ୟକ୍ତି ର ଜୀବନ ବିଷୟରେ । ବ୍ୟକ୍ତି ର କପାଳ ରେ ଏବଂ ହାତ ରେ ଥିବା ରେଖା ଦ୍ଵାରା ସେହି ବ୍ୟକ୍ତି ର ଜୀବନରେ ଥିବା ଆଗତ ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ । ସେହି ନଖ ଉପରେ ରହିଥିବା ଅର୍ଦ୍ଧ୍ ଚନ୍ଦ୍ର ରୁ ବହୁତ୍ କିଛି କଥା ଜଣା ପଡିଥାଏ । ଆପଣ ମାନେ ମଧ୍ୟ ଏହା ଦେଖିଥିବେ କି ନଖ ଉପରେ ମନୁଷ୍ୟ ର ଏକ ଅର୍ଧ ଚନ୍ଦ୍ର ପରି ଚିହ୍ନ ରହିଥାଏ । ଜ୍ୟୋତିଷ ଶାସ୍ତ୍ର ରେ ଏହି ଚିଂହ୍ନ ର ବହୁତ୍ କିଛି ମହତ୍ତ୍ଵ ରହିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ଚିହ୍ନ ର ଅର୍ଥ ଏବଂ ଏହି ଚିହ୍ନ ରୁ କଣ କଣ ଜଣାପଦେ ସେହି ବିଷୟରେ କହିବୁ ।
ବନ୍ଧୁଗଣ ଏହି ରହିଥିବା କୌଣସି ବ୍ୟକ୍ତି ନିକଟରେ ତାଙ୍କର ଯେତେ ଅଭାବ ଥାଉ ନା କାହିଁକି ସେହି ବ୍ୟକ୍ତିର ଜୀବନ ବହୁତ୍ ଆନନ୍ଦ ରେ ବ୍ୟତୀତ ହୋଇଥାଏ ।ଦ୍ଵିତୀୟ ରେ ହେଉଛି ଯେଉଁ ବ୍ୟକ୍ତି ମାନେ ନଖ ଉପରେ ଏହିଁ ପରି ଅର୍ଦ୍ଧ୍ ଚନ୍ଦ୍ ର ଚିହ୍ନ ରହିଥାଏ ସେହି ବ୍ୟକ୍ତି ମାନଙ୍କ ହୃଦ୍ଦୟ ବହୁତ୍ ନିର୍ମଳ ହୋଇଥାଏ ଏବଂ ସେହି ବ୍ୟକ୍ତି ମାନେ ଅନ୍ୟ ଲୋକ ମାନଙ୍କର ସେବା କରିବା ପାଇଁ ସର୍ବଦା ଅଗ୍ରସର ହୋଇଥାନ୍ତି ।
ତୃତୀୟ ରେ ହେଉଛି ହେଉଛି ଯେଉଁ ବ୍ୟକ୍ତି ମାନଙ୍କ ନଖ ଉପରେ ଏହିଁ ପରି ଆର୍ଦ୍ଧ୍ ଚନ୍ଦ୍ ର ଚିହ୍ନ ରହିଥାଏ ସେହି ବ୍ୟକ୍ତି ମାନଙ୍କ ଜୀବନରେ ପ୍ରଥମେ କିଛି କଷ୍ଟ ସମସ୍ୟା ଦେଖା ଦେଇଥାଏ କିନ୍ତୁ ସେମାନେ ପରିଶ୍ରମ କରିବା ଦ୍ୱାରା ସେମାନଙ୍କ ଜୀବନରୁ ସେହି କଷ୍ଟ ଦୁଃଖ ସବୁ ଦୂରେଇ ଯାଇଥାଏ ।ଚତୁର୍ଥ ହେଉଛି ଏହି ବ୍ୟକ୍ତି ମାନଂକ କଳ୍ପନା ଶକ୍ତି ବହୁତ୍ ଭଲ ହୋଇଥାଏ । ଏହି ବ୍ୟକ୍ତି ମାନେ ରାଜନୀତି ରେ ବହୁତ୍
ଉଚ୍ଚ ପଦବୀ ର ଅଧିକାରୀ ହୋଇ ପାରିଥାନ୍ତି । ଏହି ବ୍ୟକ୍ତି ମାନେ ବିଶେଷ ସ୍ଥଳ ରେ ସୁନାମ ଅର୍ଜନ କରିଥାନ୍ତି ।ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହି ଭଳି ରୋଚକ ପୋଷ୍ଟ,ଭକ୍ତି ତଥ୍ୟ ଖବର ସଦା ସର୍ବଦା ନେଇ ଆସିଥାଉ। ବନ୍ଧୁଗଣ ଆଶା କରୁଛୁ ଆପଣଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ଏହାକୁ ଲାଇକ ଏବଂ ସେୟାର୍ କରନ୍ତୁ।ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ।ଧନ୍ୟବାଦ ।