ବିଜେଡି ଦଳ ର ସୁପ୍ରିମୋ ତଥା ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ ଆସିଛି ବଡ ଭବିଷ୍ୟବାଣୀ । ତେବେ ଏହି ଭବିଷ୍ୟବାଣୀ କରିଛନ୍ତି ଓଡିଶାର ଜଣେ ଜଣା ଶୁଣା ଜୋତିଷ । ତେବେ ଏହି ଭବିଷ୍ୟବାଣୀ ରେ ସେ ଦର୍ଶାଇଛନ୍ତି ଆଉ କେତେ ବର୍ଷ ପର୍ଯ୍ୟନ୍ତ ଓଡିଶାରେ ଶାସନ ଭାର ସମ୍ଭାଳିବେ ନବିନ ।
ତେବେ ଆସନ୍ତୁ ଜାଣିବା ।ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, 1999 ମସିହା ମହାବାତ୍ୟା ପରେ ଲଣ୍ଡନ ରୁ ଓଡ଼ିଶା କୁ ଆସିଥିଲେ । ତା ପର ଠାରୁ ଓଡିଶା ରେ ବହୁମତ ଦ୍ୱାରା ସରକାର ବନେଇଥିଲେ ଶ୍ରୀ ନବୀନ । ତେବେ ଆଜି ଆମେ ମାନେ ଆଲୋଚନା କରିବା ନବୀନ ବାବୁ ଙ୍କ ସମ୍ପୂର୍ଣ୍ଣ ରାଜନୀତି କ୍ୟାରିୟର ବିଷୟରେ , ଆଉ ଜୋତିଷଙ୍କ ମତରେ ଆଉ କେତେ ବର୍ଷ ଶାସନ କରିବେ ନବିନ ।
ତେବେ ମିଳିଥିବା ସୁଚନା ଅନୁସାରେ ନବୀନ ପଟ୍ଟନାୟଙ୍କର ରାଶି ହେଉଛି ମିଥୁନ ରାଶି । ତେଣୁ ଏହି ଶତାର୍ଧୀଟି ମିଥୁନ ରାଶିଙ୍କ ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଭଲ ଶତାଦ୍ଧୀ ଅଟେ । ତେବେ ଜୋତିଷଙ୍କ ଗଣନା ଅନୁସାରେ ଆହୁରି 6 ବର୍ଷ ପର୍ଯ୍ୟନ୍ତ ଓଡିଶା ଶାସନ ଗାଦିରେ ରହିବେ ନବୀନ ।
ଏନେକ ସମୟରେ ନବୀନଙ୍କୁ ହରେଇବା ପାଇଁ ବିରୋଧୀ ମାନେ ଅନେକ ଯୋଜନା କଲେ ମଧ୍ୟ ସେମାନେ ସେଥିରେ ସଫଳ ହେବେନି ବୋଲି ଜୋତି ବୀର୍ତ ସୁରେନ୍ଦ୍ର ଶର୍ମା ସୁଚନା ଦେଇ ଅଛନ୍ତି ।ତେବେ ଆପଣଙ୍କୁ ପ୍ରିୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କେମିତି ଲାଗନ୍ତି କମେଣ୍ଟରେ ଜଣାଇବେ ।ଏମିତି ଖବର ପଢିବା ପାଇଁ ଗୋଟିଏ ଲାଇକ ନିଶ୍ଚୟ କରି ଦିଅନ୍ତୁ ।