ବନ୍ଧୁଗଣ ହିନ୍ଦୁ ପରିବାରରେ ଏକ ବୋହୁ ଓ ଝିଅ କୁ ଘରର ଲକ୍ଷ୍ମୀ ବୋଲି କୁହାଯାଇଥାଏ ଓ ଏକ ନାରୀ ସେହି ପତିବରକୁ ସ୍ୱର୍ଗ ବନାଇପାରେ ଅଥବା ନାଟକ ବନାଇଦେଇଥାଏ।ଏକ ଝିଅର କିଛି ଅଭ୍ୟାସ ଘର ପାଇଁ ଅଶୁଭ ଆଣିଦେଇଥାଏ ତା କିଛି ଏମିତି ଅଭ୍ୟାସ ଘରେ ସର୍ବଦା ଆନନ୍ଦ ଆଣିଦେଇଥାଏ।ଆଉ କିଛି ଏଭଳି ମହିଳା ଥାଆନ୍ତି ଯିଏ କି ଏହି କାର୍ଯ୍ୟ କରିବା ଦ୍ୱାରା ନିଜର ସ୍ଵାମୀର ଭାଗ୍ୟଫେ ସର୍ବଦା ସୁଖ ଶାନ୍ତି ଆଣିଦେଇଥାଏ।।ତେବେ ଆସନ୍ତୁ ଜାଣିବା ସେହି 3ଟି କାର୍ଯ୍ୟ ଗୁଡିକ କଣ କଣ।
1 ସକାଳୁ ଜଲଦି ଉଠିବା ବନ୍ଧୁଗଣ ଆଜି କାଲି ସକାଳୁ ଜଲଦି ଉଠିବା ପାଇଁ କେହି ପସନ୍ଦ କରିନଥାଏ।କିନ୍ତୁ କିଛି ପତି ଚାହିଁଥାନ୍ତି କି ତାଙ୍କ ପତ୍ନୀ ସକାଳୁ ଉଠି ଘର ସବୁ କାମ କରୁ ଓ ସମସ୍ତଙ୍କର ଯତ୍ନ ନେଉ,ଏଭଳି କରିବା ଦ୍ୱାରା ସେହି ପତ୍ନୀ ର ସ୍ୱାମୀ ଉପରକୁ କୌଣସି ଖରାପ ପ୍ରଭାବ ପଡିନଥାଏ ଓ ସେ ସବୁବେଳେ ସଫଳତା ପାଇଥାଏ।।
2କ୍ରୋଧ ନକରିବା: – ବନ୍ଧୁଗଣ ଆମେ ସମସ୍ତେ ଜାଣିଛେ ଯେ ବାହାଘର ପରେ ଉଭୟ ପତି ଓ ପତ୍ନୀ ମଧ୍ୟରେ ଝଗଡା ହେବା ବହୁତ ସାଧାରଣ କଥା କିନ୍ତୁ ଯେଉଁ ମହିଳା ତା କ୍ରୋଧକୁ କାବୁରେ ରଖିପାରେନାହିଁ ସେ ତା ସ୍ୱାମୀ ପାଇଁ ଅମଙ୍ଗଳ ହୋଇଥାଏ।କିନ୍ତୁ ଯେଉଁ ପତ୍ନୀ ତାର କ୍ରୋଧକୁ ଶାନ୍ତକରି ପତିସ୍ଥିତିକୁ ବୁଝିବାକୁ ଚେଷ୍ଟା କରିଥାଏ, ସେମାନଙ୍କ ପତି ବହୁତ ସୌଭାଗ୍ୟବାନ ହେବା ସହ ପ୍ରତିଟି କ୍ଷେତ୍ରରେ ସଫଳତା ପାଇଥାନ୍ତି।ଏଭଳି ପତ୍ନୀମାନେ ନିଜ ସ୍ୱାମୀର ଜୀବନରେ ଶାନ୍ତିର ରସ ଭରିଦେଇଥାନ୍ତି।
3 ଇଚ୍ଛାକୁ ଏକ ନିର୍ଦ୍ଧିଷ୍ଟ ସୀମା ଭିତରେ ରଖିବା:- ଆଜିକାଲି ଅନେକ ପତ୍ନୀ ଫିଲ୍ମ ଜଗତକୁ ଦୃଷ୍ଟିରେ ରଖି ନିଜ ପତିଠାରୁ କିଛି ଅଧିକ ଆଶା କରିବସିଥାନ୍ତି ।ଯାହାକି ତାଙ୍କ ସ୍ୱାମୀ ଏହି ତାଙ୍କର ପାଗଳାମି ଇଛା ପାଇଁ ତାଙ୍କ ଇଛା କୁ ପୁରଣ କରିପାରନ୍ତି ନାହିଁ,ଯେଉଁଟାକି ତାଙ୍କ ସ୍ଵାମୀର ଜୀବନକୁ ନର୍କ ବନାଇଥାଏ।
ଶେଷରେ ଚାଣକ୍ୟ କହିଛନ୍ତି କି ନାରୀଙ୍କ ଉପରେ କେବେ ବିଶ୍ୱାସ କରିବା କଥା ନୁହେଁ, ତାଙ୍କର ମସ୍ତିକର ବହୁତ କଥା ଘୁରି ବୁଲୁ ଥାଏ ସେ ସବୁବେଳେ ଜଲଦି ନିଜର ନିଷ୍ପତିକୁ ବଦଳାଇ ଥାନ୍ତି ।ଓ ଆପଣଙ୍କୁ ପତନ ଆଡକୁ ଠେଲି ଦେଇଥାଆନ୍ତି।।ସେଥିପାଇଁ ନାରୀ ଠାରୁ ଯେତେ ଦୁରେଇ ରହିବେ ତାହା ଆପଣଙ୍କ ପାଇଁ ଭଲ ହେବ ।
ଯଦି ଆପଣ ନମ୍ରତା ଶିଖିବାକୁ ଚାଂହୁଛନ୍ତି ତେବେ ଆପଣ ରାଜକୁମାର ଠାରୁ ଶିଖନ୍ତୁ ,ମିଛ କହିବାର ଅଛି ତ ଜୁଅଂରିଆ ଙ୍କ ଠାରୁ ଆଉ ସମ୍ବାଦ ର କଳା ପଣ୍ଡିତଙ୍କ ଠାରୁ ଆଉ ଧୋକା ଦେବା ମହିଳାଙ୍କ ଠାରୁ ଶିଖିବାକୁ ହୋଇଥାଏ।। ଚାଣକ୍ୟଙ୍କ କହିବାନୁସାରେ ମହିଳାଙ୍କ ଠାରେ ପୁରୁଷଙ୍କ ଠାରୁ 2 ଗୁଣ ପ୍ରବଳ ଇଚ୍ଛା,4 ଗୁଣ ପ୍ରବଳ ଲାଜ, 6ଗୁଣ ଅଧିକ ସହାସ ଓ 8 ଗୁଣ ଅଧିକ କାମୁକ ହୋଇରହିଥାନ୍ତି ମହିଳା।।ଓ ଯେଉଁ ପତ୍ନୀ ମାନେ ନିଜର ପତିର ଆଦେଶ ନ ମାନି ବ୍ରତ ରଖିଥାଏ,ସେ ତା ପତି ପାଇଁ ମୃତ୍ୟୁ ର ଦ୍ୱାର ଖୋଲିଦେଇଥାଏ।।
ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।