ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦାନ୍ତର ହଳଦୀ ପଣ ଦୂର କରିବା ପାଇଁ ଦାନ୍ତର ସାଇନିଂ ପୁ୍ନଶ୍ଚ ଫେରିବା ପାଇଁ ଵା ଦାନ୍ତକୁ ମୋତି ପରି ଧଳା କରିବା ପାଇଁ ଆଜି ଆମେ ଆପଣଙ୍କୁ ଏପରି ଏକ ଘରୋଇ ଉପଚାର ଵନାଇଵା ଶିଖାଇଵୁ ଯାହା ଦ୍ଵାରା ଆପଣ ନିଜ ଦାନ୍ତକୁ ଧଳା କରି ପାରିବେ, ତେବେ ଆସନ୍ତୁ ଜାଣିବା ଘରେ ଅତି ସହଜରେ ଵନେଇହେଉଥିଵା ସେହି ରେମେଡି ବିଷୟରେ , ଏଥିପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀ ଆବଶ୍ୟକ ହେବ ତାହା ହେଉଛି ପିମ୍ଫଳି , ଏହା ଆପଣଙ୍କୁ କୈାଣସି ତେଜରାତି ଦୋକାନ ବା କୈାଣସି ପୋଟଳଵଣିଆ ଦୋକାନରେ ସହଜରେ ମିଳିଯିବ ,
ଆପଣଙ୍କୁ ଦାନ୍ତ ଧରି କରିବା ଉପଚାରକୁ ବନେଇବା ପାଇଁ ଏଥିପାଇଁ ଆପଣଙ୍କୁ ୧୦୦ ଗ୍ରାମ ପିମ୍ପଳିର ଆବଶ୍ୟକତା ପଡ଼ିବ , ପ୍ରଥମେ ଆପଣ ପିମ୍ପଳି ପ୍ରସ୍ତୁତ କରି ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ , ତେବେ ଏହାକୁ ଗ୍ରାଇଣ଼ଡିଂ କରି ମଧ୍ୟ ରଖିପାରିବେ , ଏବେ ଏଥିପାଇଁ ଆପଣଙ୍କୁ ଦ୍ଵିତୀୟ ସାମଗ୍ରୀ ଆବଶ୍ୟକ ପଡିବ ତାହା ହେଉଛି ଵେକିଂ ପାଉଡର , ଵେକିଂ ପାଉଡର ଆପଣଙ୍କୁ ଆପଣଙ୍କ ଘରେ ସହଜରେ ମିଳିଯିବ , ଯଦି ନ ମିଳେ ଏହାକୁ କୈାଣସି ତେଜରାତି ଦୋକାନରେ ମିଳିଯିବ , ଏଥିପାଇଁ ଆପଣଙ୍କୁ ୨୫ ଗ୍ରାମ ବେକିଂ ପାଉଡର ଆବଶ୍ୟକ , ଆପଣ ପ୍ରଥମେ ୧୦୦ ଗ୍ରାମ ପିମ୍ପଲ ଚୁର୍ଣ ନିୟନ୍ତୁ ,
ସେଥିରେ ୫୦ ଗ୍ରାମ ଵେକିଂ ସୋଡା ମିଶାଇ ତାହାର ପାଉଡର ବନେଇ ରଖନ୍ତୁ , ଯେତେବେଳେ ଏହା ଆପଣଙ୍କ ଶେଷ ହୋଇଯିବ ପୁଣି ଥର ଏହାକୁ ବନେଇ ପାରିବେ , ଦେଖନ୍ତୁ ଆପଣଙ୍କ ଏକ ଘରୋଇ ସାମଗ୍ରୀରେ ପ୍ରସ୍ତୁତ ହୋଇଗଲା ଟିଥ ୱଟନିଂ ରେମଡି , ଏବେ ଜାଣିବା ଆପଣ ଏହାର ପ୍ରୟୋଗ କିପରି କରିବେ , ଯେତେବେଳେ ବି ଆପଣ ଭ୍ରମ କରନ୍ତି ସେହି ଅନୁସାରେ ଏହାକୁ ନିଜ ଦାନ୍ତରେ ନିୟନ୍ତୁ , ଏବଂ ଆଙ୍ଗୁଳି ସାହାଯ୍ୟରେ ଏହାକୁ ସଂପୁର୍ଣ୍ଣ ଦାନ୍ତରେ ଏହାକୁ ଦୁଇରୁ ତିନି ମିନିଟ ଏହାକୁ ମାଲିସ କରନ୍ତୁ , ତା ଉପରେ ଆପଣ ଵ୍ରସ କରନ୍ତୁ ଯେଉଁ ଜାଗାକୁ ଆପଣଙ୍କ ଆଙ୍ଗୁଳି ପହଞ୍ଚୁ ନାହିଁ ସେହି ସମସ୍ତ ଜାଗାକୁ ଆପଣ ଵ୍ରସ ଦ୍ଵାରା ସଫା କରନ୍ତୁ ,
ଏହାପରେ ଆପଣ କୁଲା କରି ଆପଣଙ୍କ ମୁହଁ ଧୋଇ ନିୟନ୍ତୁ , ଦେଖିବେ ଆପଣଙ୍କ ଦାନ୍ତରେ ବସି ରହିଥିବା ପୁରୁଣା ମଇଳା ସଂପୁର୍ଣ୍ଣ ଭାବେ ସଫା ହୋଇଯିଵ , ଏବଂ ପ୍ରଥମ ଥର ପ୍ରୟୋଗ ଦ୍ଵାରା ଆପଣଙ୍କୁ ବହୁତ ଫର୍କ ଦେଖିବାକୁ ମିଳିବ , ଏହାର କିଛି ଦିନ ପ୍ରୟୋଗ ଦ୍ଵାରା ଆପଣଙ୍କ ଦାନ୍ତ ମୋତି ପରି ଚମକିଵାକୁ ଲାଗିବ , ପ୍ରଥମରୁ ଅଧିକ ଆପଣଙ୍କ ଦାନ୍ତ ଚମକିଵ , ହଳଦୀ ପଣ ଦୂର ହେବ , ମୁହଁରେ ଜମା ମଇଳା ଦୂର ହେବାକୁ ଲାଗିବ ,ଏହା ମୁଖ ଵାସର କାରଣ ହେବ , ମୁଖ ଦୁର୍ଗନ୍ଧ ଦୂର କରିଵ ତେବେ ଏହାକୁ ନିଶ୍ଚିତ ଭାବେ ପ୍ରୟୋଗ କରି ଦେଖନ୍ତୁ , ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।